Browsing Category
Breaking News
କାହିକିଁ ଆତ୍ମହତ୍ୟା କରିଥିଲେ ସୁଶାନ୍ତ? ମରିବାର କିଛି ଘଣ୍ଟା ପୂର୍ବରୁ ନିଜେ କହିଥିଲେ କାରଣ
ବଲିଉଡ ଜଗତର ସଫଳ ଅଭିନେତା ସୁଶାନ୍ତ ସିଂ ରାଜପୁତ ଗତ ୧୪ ଜୁନରେ ବାନ୍ଦ୍ରାସ୍ଥିତ ନିଜ ଘରେ ଆତ୍ମହତ୍ୟା କରିଥିଲେ । ତାଙ୍କ ମୃତ୍ୟୁ ପରେ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଥିଲା । କିନ୍ତୁ ମୃତ୍ୟୁ ପଛର ପ୍ରକୃତ କାରଣ…
ଭାରତ-ଚୀନ୍ ସୀମାରେ ଉତ୍ତେଜନା: ୩ ଯବାନ ସହିଦ
ଭାରତ ଓ ଚୀନ୍ ମଧ୍ୟରେ ସୀମାକୁ ନେଇ ବିବାଦ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଆଜି ଲଦାଖର ଗଲୱାନ ଉପତ୍ୟକାରେ ଭାରତ-ଚୀନ୍ ଯବାନ୍ ମୁହାଁମୁହିଁ ହୋଇଛନ୍ତି । ଏହି ସମୟରେ ଭାରତର ଜଣେ ଅଦିକାରୀ ଓ ୨ ଯବାନ ସହିଦ ହୋଇଛନ୍ତି…
ରାଜ୍ୟରେ ବଢ଼ିଲା ବସ୍ ଭଡ଼ା, ଜାଣନ୍ତୁ କେଉଁ ବସ୍ ପିଛା କେତେ
ଭୁବନେଶ୍ୱର, ୧୬ା୬(ଓଡ଼ିଶା ଭାସ୍କର): ଦିନକୁ ଦିନ ତୈଳ ଦର ବୃଦ୍ଧି ପାଇବାରେ ଲାଗିଛି । ତୈଳଦର ବୃଦ୍ଧି ହେବା ପରେ ରାଜ୍ୟରେ ଘରୋଇ ବସର ଭଡ଼ା ବଢ଼ିଛି । ସାଧାରଣ ବସ୍ ଭଡ଼ା ୩ ପଇସା ଲେଖାଏଁ ବଢ଼ି କିଲୋମିଟର ପିଛା ୭୦ ପଇସା…
କରୋନାକୁ ନେଇ ୧୩ ବର୍ଷ ପୂର୍ବେ ବୈଜ୍ଞାନିକଙ୍କ ଚେତାବନୀ: କହିଥିଲେ – ବିଶ୍ୱ ପାଇଁ ଚୀନ୍ ପାଖରେ ରହିଛି ‘ଟାଇମ୍ ବମ୍’
ସୁରକ୍ଷାକୁ ନେଇ ଦିଆଯାଇଥିବା ଅନେକ ଚେତାବନୀକୁ ଲୋକମାନେ ଫୁ କରି ଉଡାଇଦିଅନ୍ତି । କିନ୍ତୁ ସେପରି କିଛି ଘଟିବା ପରେ ସମସ୍ତଙ୍କ ମୁଣ୍ଡରେ ଚେତା ପଶିଥାଏ ଓ ସେହି ଘଟଣା ଉପରକୁ ସମସ୍ତଙ୍କ ନଜର ଯାଇଥାଏ । ଆପଣ ଜାଣି…
ରଥ ନୀତି ପାଇଁ ଅନୁମତି ପତ୍ର
ପୁରୀ, ୧୬ା୬(ଓଡ଼ିଶା ଭାସ୍କର): ଆସନ୍ତା ଜୁନ ୨୩ରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ରଥଯାତ୍ରା ହେବ କି ନାହିଁ ସେନେଇ ସମସ୍ତେ ଦ୍ୱନ୍ଦ୍ୱରେ ରହିଛନ୍ତି । ଏହାରି ମଧ୍ୟରେ ଆଜି ରଥ ପ୍ରତିଷ୍ଠା ପାଇଁ ଦେଉଳ ପୁରୋହିତଙ୍କୁ…
ଖୋର୍ଦ୍ଧା ସବଡିଭିଜନରେ ୧୬ ଘଣ୍ଟିଆ ସଟଡାଉନ୍, ଜାଣନ୍ତୁ କେତେ ଦିନ ପର୍ଯ୍ୟନ୍ତ
ଖୋର୍ଦ୍ଧା,୧୬ ।୬(ଓଡିଶା ଭାସ୍କର): ସାରା ରାଜ୍ୟରେ କରୋନା ମହାମାରୀ ଦିନକୁ ଦିନ ବଢିଚାଲିଛି । ଏହାର ମୁକାବିଲା କରିବା ପାଇଁ ଖୋର୍ଦ୍ଧା ସବଡିଭିଜନରେ ୧୬ ଘଣ୍ଟିଆ ସଟ-ଡାଉନ୍ ଲାଗୁ ହୋଇଛି । ସକାଳ ୬ଟାରୁ ଦିନ ୨ଟା…
Delhi Health Minster admitted to Hospital, tested for COVID-19
New Delhi, 16/6: Delhi Health Minister Satyendar Jain has been admitted to the hospital after developing COVID-19 symptoms. He was admitted to Rajiv Gandhi Super Speciality…
ସୁଶାନ୍ତଙ୍କ ମୃତ୍ୟୁକୁ ସହିପାରିଲେନି ଭାଉଜ, ଡିପ୍ରେସନରେ ଚାଲିଗଲା ଜୀବନ
ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁରେ ତାଙ୍କ ପରିବାର, ସେଲିବ୍ରିଟ ଓ ପ୍ରଶଂସକମାନେ ଚକିତ ହୋଇଛନ୍ତି । ମାତ୍ର ୩୪ ବର୍ଷ ବୟସରେ ଏତେ ସଫଳ ଅଭିନେତା ଆତ୍ମହତ୍ୟାକୁ ବାଛି ନେବେ ବୋଲି କେହି ବିଶ୍ୱାସ ବି…
୨୪ ଘଣ୍ଟାରେ ୩୮୦ ଜୀବନ ନେଲା କରୋନା
ନୂଆଦିଲ୍ଲୀ,୧୬ ।୬: ଦେଶରେ କରୋନା ମହାମାରୀ ଦିନକୁ ଦିନ ସକ୍ରିୟ ହେବାରେ ଲାଗିଛି । ଏହାରି ମଧ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୯ ହଜାର ୯୯୦କୁ ବୃଦ୍ଧି ପାଇଛି । ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୪୩ ହଜାର ୦୯୧ ହୋଇଛି…
ବଡ ଖବର: ରାଜ୍ୟରେ ଆଉ ୧୦୮ ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର,୧୬ ।୬(ଓଡିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀ ହୁ ହୁ ହୋଇ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଆଜି ରାଜ୍ୟରେ ଆଉ ୧୦୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୯୫ ଜଣ କ୍ୱାରେଣ୍ଟାଇନ…