Browsing Category

Breaking News

ଡମ୍ପର ଧକ୍କାରେ ଚାଲିଗଲା ୬ ଜୀବନ

ନୟାଗଡ,୨୪ ।୧୧(ଓଡିଶା ଭାସ୍କର): ନୟାଗଡ ଜିଲ୍ଲା ଶରଣକୂଳରେ ଘଟିଯାଇଛି ଏକ ମର୍ମନ୍ତୁଦ ଦୁର୍ଘଟଣା । ଡମ୍ପର ଧକ୍କାରେ ଚାଲିଯାଇଛି ୬  ଜୀବନ । ନୟାଗଡରୁ ବଡଗାଁ ଯାଉଥିବା ବେଳେ ଡମ୍ପରଟି ପଥଚାରୀଙ୍କ ଉପରକୁ ମାଡିଯାଇଥିଲା…

ପରୀ ମୃତ୍ୟୁ ମାମଲାରେ ବାଚସ୍ପତିଙ୍କ ରୁଲିଂ, କାଲି ଉତ୍ତର ରଖିବେ ମନ୍ତ୍ରୀ

ଭୁବନେଶ୍ୱର,୨୪ ।୧୧(ଓଡିଶା ଭାସ୍କର): ପରୀ ମୃତ୍ୟୁ ପ୍ରସଙ୍ଗରେ ଗୃହରେ ବାଚସ୍ପତି ସୂର୍ଯ୍ୟ ନାରାୟଣଙ୍କ ରୁଲିଂ । ପରୀ ମୃତ୍ୟୁ ଓ ବାପା, ମା’ଙ୍କ ଆତ୍ମହତ୍ୟ ଉଦ୍ୟମ ପ୍ରସଙ୍ଗରେ ରୁଲିଂ ହୋଇଛି । ବାଚସ୍ପତି କହିଛନ୍ତି ଯେ,…

ପ୍ରଧାନମନ୍ତ୍ରୀଙ୍କ କୋଭିଡ ସ୍ଥିତି ସମୀକ୍ଷା, ଜାଣନ୍ତୁ କ’ଣ କହିଲେ?

ନୂଆଦିଲ୍ଲୀ,୨୪ ।୧୧: ଦେଶ ଓ ରାଜ୍ୟର କୋଭିଡ ସ୍ଥିତି ଆଜି ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସମୀକ୍ଷା ବୈଠକ ପରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ‘କରୋନାର ଚତୁର୍ଥ ପର୍ଯ୍ୟାୟରେ ଏବେ ଆମେ…

ନାଗାର୍ଜୁନ ବେଶ ନେଇ କ’ଣ ରହିଛି ନିଷ୍ପତ୍ତି?

ପୁରୀ,୨୪ ।୧୧(ଓଡିଶା ଭାସ୍କର): ନାଗାର୍ଜୁନ ବେଶ ପ୍ରସ୍ତୁତି ନେଇ ଶ୍ରୀମନ୍ଦିର ପ୍ରଶାସନର ବୈଠକ ଶେଷ ହୋଇଛି । ବୈଠକ ପରେ ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର ସୂଚନା ଦେଇ କହିଛନ୍ତି ଯେ, ‘କୋଭିଡ଼ କଟକଣା ଯୋଗୁଁ ଭକ୍ତ…

କଟକ IIFLରୁ ଡକାୟତି ଘଟଣାର କିଏ ମାଷ୍ଟରମାଇଣ୍ଡ?

କଟକ,୨୪ ।୧୧(ଓଡିଶା ଭାସ୍କର): କଟକ ନୟାସଡକ ଲୁଟ ଘଟଣାର ପର୍ଦ୍ଦାଫାସ ହୋଇଛି । ସମସ୍ତ ଅଭିଯୁକ୍ତଙ୍କୁ ଅଟକ ରଖିଛି କମିଶନରେଟ ପୋଲିସ । ଡକାୟତି ଘଟଣାରେ IIFLର କର୍ମଚାରୀ ହିଁ ଲୁଟର ମାଷ୍ଟରମାଇଣ୍ଡ ଥିବା ପ୍ରେସମିଟରେ…

ସାରୁଆ ଜମି ମାମଲା: ଓଏଏସ ବିବେକାନନ୍ଦ ପରିଡା ନିଲମ୍ବିତ

ଖୋର୍ଦ୍ଧା,୨୪ ।୧୧(ଓଡିଶା ଭାସ୍କର): ଓଟିଭିର ସାରୁଅରେ ଦଳିତଙ୍କ ଜମି ଦୁର୍ନୀତି ପ୍ରସଙ୍ଗରେ ବେଗୁନିଆର ପୂର୍ବତନ ତହସିଲଦାର ବିବେକାନନ୍ଦ ପରିଡାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ସରକାରୀ…

ସରିଲା ଛତିଶାନିଯୋଗ ବୈଠକ: ନୂଆବର୍ଷ ପୂର୍ବରୁ ଖୋଲିପାରେ ଶ୍ରୀମନ୍ଦିର

ପୁରୀ,୨୪ ।୧୧(ଓଡିଶା ଭାସ୍କର): କରୋନା ପାଇଁ ଶ୍ରୀମନ୍ଦିର ଖୋଲିବାରେ କଟକଣା ଲାଗିଛି । ଏହାରି ମଧ୍ୟରେ ସରିଛି ଛତିଶାନିଯୋଗ ବୈଠକ । ଡିସେମ୍ବର ଦ୍ୱିତୀୟ କି ତୃତୀୟ ସପ୍ତାହରେ ଖୋଲିପାରେ ଶ୍ରୀମନ୍ଦିର । ଏନେଇ…

କିଡନୀ ଫେଲ୍ ହେବା କାରଣରୁ ଅଭିନେତା ଆଶିଷ ରାୟଙ୍କ ପରଲୋକ

ମୁମ୍ବାଇ,୨୪ ।୧୧: ଟିଭି ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତା ଆଶିଷ ରାୟଙ୍କର ଆଜି ପରଲୋକ ଘଟିଛି । ସସୁରାଲ ସିମର କା, ଜେନି ଅର ଜୁଜୁ, ତୁ ମେରେ ଅଗଲ ବଗଲ ହେ, ମେରେ ଅଙ୍ଗନ ମେଁ, ବା ବହୁ ଅର ବେବିରେ କାମ କରି ନିଜର ଏକ…

କଟକ ଲୁଟର ପର୍ଦ୍ଦାଫାସ

କଟକ,୨୪ ।୧୧(ଓଡିଶା ଭାସ୍କର): କଟକ ନୟାସଡକ ଲୁଟ ଘଟଣାର ପର୍ଦ୍ଦାଫାସ ହୋଇଛି । ସମସ୍ତ ଅଭିଯୁକ୍ତଙ୍କୁ ଅଟକ ରଖିଛି କମିଶନରେଟ ପୋଲିସ । ଏନେଇ ଟ୍ୱିଟ କରି ପୋଲିସ କମିଶନର ସୁଧାଂଶୁ ଷଢଙ୍ଗୀ ସୂଚନା ଦେଇଛନ୍ତି । ସେ…

ରାଜ୍ୟରେ କମୁନି ମୃତ୍ୟୁ ସଂଖ୍ୟା, ଆଜି ପୁଣି ୧୪ ଜୀବନ ନେଲା କରୋନା

ଭୁବନେଶ୍ୱର,୨୪।୧୧(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିଲେ ବି ମୃତ୍ୟୁ ସଂଖ୍ୟା କମୁନାହିଁ । ଆଜି ୬୪୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୪ଜଣଙ୍କର ମୃତ୍ୟୁ ହୋଇଛି । ଏହି…