Browsing Category

Breaking News

ଗୋପାଳପୁର ବେଳାଭୂମି ମହୋତ୍ସବକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଗଞ୍ଜାମ, ୨୪ା୧୨(ଓଡ଼ିଶା ଭାସ୍କର): ଆଜି ଗୋପାଳପୁର ବେଳାଭୂମି ମହୋତ୍ସବ ଉଦଘାଟିତ ହୋଇଛି । ଏହାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜିଠାରୁ ଆରମ୍ଭ ହୋଇ ବେଳାଭୂମି ମହୋତ୍ସବ ୨୮ତାରିଖ ପର୍ଯ୍ୟନ୍ତ…

ଆପ୍ ଜରିଆରେ ହେବ NPRର ଜନଗଣନା: ଜାଭେଡ଼କର

ନୂଆଦିଲ୍ଲୀ,୨୪ ।୧୨: ନାଗରିକତା ସଂଶୋଧନ ଆଇନ(ସିଏଏ) ଓ ରାଷ୍ଟ୍ରୀୟ ନାଗରିକ ରେଜିଷ୍ଟର (ଏନଆରସି)କୁ ନେଇ ଦେଶରେ ବିକ୍ଷୋଭ ପ୍ରଦର୍ଶନ ଚାଲିଥିବା ବେଳେ ରାଷ୍ଟ୍ରୀୟ ଜନସଂଖ୍ୟା ରେଜିଷ୍ଟର ବା ଏନପିଆରକୁ କ୍ୟାବିନେଟ୍…

ଘୁଞ୍ଚିଲା ରାଜ୍ୟ ବିଜେପି ସଭାପତି ନିର୍ବାଚନ ପ୍ରକ୍ରିୟା

ଭୁବନେଶ୍ୱର, ୨୪ା୧୨(ଓଡ଼ିଶା ଭାସ୍କର): ରାଜ୍ୟ ବିଜେପି ସଭାପତି ନିର୍ବାଚନ ପ୍ରକ୍ରିୟା ଘୁଞ୍ଚିଥିବା ସୂଚନା ରହିଛି । ଜାନୁଆରୀ ପ୍ରଥମ ସପ୍ତାହରେ ନିର୍ବାଚନ ହେବ ବୋଲି ଜଣାପଡ଼ିଛି । ଏହାସହ ଖୁବଶୀଘ୍ର ଭୁବନେଶ୍ୱର ଓ…

ଭାଇରାଲରେ ସମ୍ପୃକ୍ତ ଶିକ୍ଷକଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବା ଉଚିତ: ଓଷ୍ଟା

କଟକ, ୨୪ା୧୨(ଓଡ଼ିଶା ଭାସ୍କର): ପ୍ରଶ୍ନପତ୍ର ଭାଇରାଲ କାର୍ଯ୍ୟରେ ସମ୍ପୃକ୍ତ ଥିବା ଶିକ୍ଷକଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ହେବ ବୋଲି ଓଷ୍ଟା କହିଛି । ଓଷ୍ଟାର ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି ଏନେଇ…

ରାଷ୍ଟ୍ରୀୟ ଜନସଂଖ୍ୟା ରେଜିଷ୍ଟର-NPRକୁ କ୍ୟାବିନେଟ୍ ମଞ୍ଜୁରି

ନୂଆଦିଲ୍ଲୀ,୨୪ ।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି କେନ୍ଦ୍ର କ୍ୟାବିନେଟ୍ ବୈଠକ ଶେଷ ହୋଇଛି । ଏହି ବୈଠକରେ ଜନସଂଖ୍ୟା ରେଜିଷ୍ଟର-NPRର ଅପଡେଟ୍ ନିଷ୍ପତ୍ତିକୁ କ୍ୟାବିନେଟ୍ ମଞ୍ଜୁରି ମିଳିଛି…

ଆଜି ହୋଇପାରେ ଦେଶର ପ୍ରଥମ CDSର ଘୋଷଣା, ବିପିନ ରାୱତଙ୍କ ନାଁରେ ଲାଗିପାରେ ମୋହର

ନୂଆଦିଲ୍ଲୀ,୨୪ ।୧୨: ସ୍ଥଳସେନା, ନୌସେନା ଓ ବାୟୁସେନା ମଧ୍ୟରେ ତାଳମେଳ ରଖିବାକୁ ଦେଶର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ବା CDSର ନାମ ଆଜି ଘୋଷଣା ହୋଇପାରେ । ଏହାର ନିଷ୍ପତ୍ତି ନେବା ପାଇଁ ପ୍ରଧାନମନ୍ତ୍ରୀ…