Browsing Category

Breaking News

ପୁରୀ ହେବ ଭିକାରିମୁକ୍ତ

ପୁରୀ, ୨ା୩(ଓଡ଼ିଶା ଭାସ୍କର): ପୁରୀକୁ ସମ୍ପୂର୍ଣ୍ଣ ଭିକାରିମୁକ୍ତ କରିବାକୁ ଏକ ଛୋଟ ପ୍ରୟାସ କରାଯାଇଛି । ସେଠାରେ ଭିକାରିମୁକ୍ତ କରିବା ପାଇଁ ନୀଳାଦ୍ରି ନିଳୟ ଯୋଜନା କରାଯାଇଛି । ଏହି ଯୋଜନା ଅନୁସାରେ ପୁରୀ ଜିଲ୍ଲାର…

ନିର୍ଭୟା ମାମଲା, ପବନର କ୍ୟୁରେଟିଭ ପିଟିସନ ଖାରଜ

ନୂଆଦିଲ୍ଲୀ, ୨ା୩: ୨୦୧୨ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ସମ୍ପୃକ୍ତ ଥିବା ୪ଦୋଷୀଙ୍କ ମଧ୍ୟରୁ ପବନ ଗୁପ୍ତା ଗତ ୨୮ତାରିଖ ଦିନ ସୁପ୍ରିମକୋର୍ଟରେ କ୍ୟୁରେଟିଭ୍ ପିଟିସନ ଦାଖଲ କରିିଥିଲା । ଆଜି କ୍ୟୁରେଟିଭ…

ଦୁଇଟି କଲେଜ ବସକୁ ସିଜ୍ ସହ ଫାଇନ

ଭୁବନେଶ୍ୱର, ୨ା୩(ଓଡ଼ିଶା ଭାସ୍କର): ଗତକାଲିଠାରୁ ଟ୍ରାଫିକ ନିୟମକୁ କଡ଼ା କଡ଼ି ଭାବେ ଲାଗୁ କରାଯାଇଛି । ନିୟମ ଉଲ୍ଲଙ୍ଘନକାରୀଙ୍କ ଠାରୁ ଜୋରଦାରରେ ଫାଇନ ଆଦାୟ ହେଉଛି । ସେହିପରି ଆଜି ଦୁଇ ଘରୋଇ ଶିକ୍ଷାନୁଷ୍ଠାନ ବସକୁ…

ନିର୍ଭୟା ମାମଲା, ଆଜି ପବନର କ୍ୟୁରେଟିଭ ପିଟିସନ ଉପରେ ଶୁଣାଣି

ନୂଆଦିଲ୍ଲୀ, ୨ା୩: ୨୦୧୨ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ସମ୍ପୃକ୍ତ ଥିବା ୪ଦୋଷୀଙ୍କ ମଧ୍ୟରୁ ପବନ ଗୁପ୍ତା ଗତ ୨୮ତାରିଖ ଦିନ ସୁପ୍ରିମକୋର୍ଟରେ କ୍ୟୁରେଟିଭ୍ ପିଟିସନ ଦାଖଲ କରିିଥିଲା । ଯାହା ଶୁଣାଣି ଆଜି ହେବ…

ପ୍ରଧାନ ଶିକ୍ଷୟିତ୍ରୀ ଓ ସହକାରୀ ସୁପରିଣ୍ଟେଣ୍ଡେଣ୍ଟ ନିଲମ୍ବିତ

ନୂଆପଡା,୧ ।୩(ଓଡିଶା ଭାସ୍କର): ନୂଆପଡା ଜିଲ୍ଲାର ଏକ ସେବାଶ୍ରମ ସ୍କୁଲ ପାଖ ଗଛରୁ ୨ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣାରେ ସ୍କୁଲର ୩ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନେଇଛନ୍ତି ଜିଲ୍ଲାପାଳ । ଏହି ଘଟଣାରେ…

‘ଖେଲୋ ଇଣ୍ଡିଆ’ କ୍ରୀଡାର ଉଦଯାପନୀ କାର୍ଯ୍ୟକ୍ରମ: ସାମିଲ ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧ ।୩(ଓଡିଶା ଭାସ୍କର): ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡାର ଆଜି ଉଦଯାପନୀ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ ହୋଇଛନ୍ତି । ଏହା ସହ କେନ୍ଦ୍ର ଓ…

୪ ବିଜେଡି ନେତାଙ୍କୁ ନୂଆ ଦାୟିତ୍ୱ

ଭୁୁବନେଶ୍ୱର,୧ ।୩(ଓଡିଶା ଭାସ୍କର): ବିଜେଡିର ୪ ନେତାଙ୍କୁ ଆଜି ନୂଆ ଦାୟିତ୍ୱ ମିଳିଛି । ୪ ଜଣଙ୍କୁ ବିଧାନସଭା ନିର୍ବାଚନମଣ୍ଡଳିର ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି । ବ୍ୟୋମୋକେଶ ରାୟଙ୍କୁ କରଞ୍ଜିଆ,…

ଲର୍ଣ୍ଣିଂ ଲାଇସେନ୍ସରେ ରାସ୍ତାକୁ ଗାଡି ମନା

ଭୁବନେଶ୍ୱର,୧ ।୩(ଓଡିଶା ଭାସ୍କର): ରାଜ୍ୟରେ ଆଜିଠାରୁ ନୂଆ ଟ୍ରାଫିକ୍ ନିୟମ କଡାକଡି ଭାବେ ପାଳନ କରାଯାଉଛି । ଏଣିକି ଲର୍ଣ୍ଣିଂ ଲାଇସେନ୍ସଧାରୀମାନେ ରାସ୍ତାରେ ଗାଡି ଚଳାଇପାରିବେ ନାହିଁ । ଆଇନ ଖିଲାପକାରୀଙ୍କ…

ଗାଡି ଫାଇନ୍: ୪ ଘଣ୍ଟାରେ ୨.୫ ଲକ୍ଷ ଆଦାୟ

ଭୁବନେଶ୍ୱର,୧ ।୩(ଓଡିଶା ଭାସ୍କର): ଯାନବାହନ କାଗଜପତ୍ର ଯାଞ୍ଚର କେହାଳ ସୀମା ଶେଷ ହୋଇଛି । ଆଜିଠାରୁ ରାଜ୍ୟବ୍ୟାପୀ ନୂଆ ଆଇନରେ ଫାଇନ ଆଦାୟ ଆରମ୍ଭ ହୋଇଛି । ଭୁବନେଶ୍ୱର ଆରଟିଓ-୨ ପକ୍ଷରୁ ଏବେ ସୁଦ୍ଧା ୬୩ଟି ଚାଲାଣ…