CHARIDHAM
Browsing Category

Breaking News

ଭୁବନେଶ୍ୱରେ ପୁଣି ୨୬୭ ପଜିଟିଭ୍

ଭୁବନେଶ୍ୱର,୧୪ ।୧୦(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ଏବେ କରୋନା ସଂକ୍ରମଣ କମିବାରେ ଲାଗିଛି । ଏହାରି ମଧ୍ୟରେ ଆଜି ଭୁବନେଶ୍ୱରରୁ ୨୬୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି । ସେମାନଙ୍କ ମଧ୍ୟରୁ…

କଟକରୁ ୪ ବନ୍ଧୁକ ବେପାରୀ ଗିରଫ, ୫୦ ରାଉଣ୍ଡ ଗୁଳି ଜବତ

କଟକ, ୧୪ ।୧୦(ଓଡିଶା ଭାସ୍କର): କଟକରେ ଚୋରା ବନ୍ଧୁକ କାରବାର ରାକେଟର ଫର୍ଦ୍ଦାଫାସ ହୋଇଛି । ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ସମେତ ୪ ଜଣଙ୍କୁ ଗିରଫ କରିଛି ଚାଉଳିଆଗଞ୍ଜ ପୋଲିସ । ୫ଟି ବନ୍ଧୁକ ସହ ୫୦ ରାଉଣ୍ଡ ଅଫୁଟା ଗୁଳି…

ମନ୍ଦିର ଖୋଲିବା ମାମଲା: ନଭେମ୍ବରରେ ପୁଣି ଶୁଣାଣି

ଭୁବନେଶ୍ୱର,୧୪ ।୧୦(ଓଡିଶା ଭାସ୍କର): କରୋନା ପାଇଁ ବନ୍ଦ ହୋଇଥିବା ଭାରତ ଧିରେ ଧିରେ ଖୋଲିବାରେ ଲାଗିଛି । ଏହାରି ମଧ୍ୟରେ ରାଜ୍ୟରେ ମନ୍ଦିର ଖୋଲିବା ନେଇ ଦାବି ଜୋର ଧରିଛି । ଆଜି ହାଇକୋର୍ଟରେ ମନ୍ଦିର ଖୋଲିବା…

ଲଗାଣ ବର୍ଷା ଯୋଗୁଁ ଚାଲିଗଲା ୧୪ ଜୀବନ, ୩୦ ନିଖୋଜ

ହାଇଦ୍ରାବାଦ,୧୪ ।୧୦: ତେଲଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ଲଗାଣ ବର୍ଷା ଯୋଗୁଁ ପ୍ରାୟ ୧୪ ଜଣଙ୍କର ମୃତ୍ୟୁ ହୋଇଛି । ଏହା ସହ ୩୦ ଜଣ ନିଖୋଜ ମଧ୍ୟ ହୋଇଛନ୍ତି । ପୁରୁଣା ସହରର କାନ୍ଥ ଭୁଶୁଡି ୯ ଜଣଙ୍କର ମୃତ୍ୟୁ…

ଭିଜିଲାନ୍ସ ଜାଲରେ ହିନ୍ଦୀ ଶିକ୍ଷକ

ଗଞ୍ଜାମ,୧୪ ।୧୦(ଓଡିଶା ଭାସ୍କର): ଭିଜିଲାନ୍ସ ଜାଲରେ ଫସିଲେ ଗଞ୍ଜାମ ଜିଲ୍ଲା ଝାଡାଙ୍କୁଲ ଯଶୋଦା ହାଇସ୍କୁଲର ଶିକ୍ଷକ । ହିନ୍ଦୀ ଶିକ୍ଷକ ଭୁବନାନନ୍ଦ ସାହୁଙ୍କ ବାସଭବନରେ ଆଜି ଭିଜିଲାନ୍ସ ଚଢାଉ କରିଛି । ବାସଭବନ ସମେତ…

ଓଡିଶା ଉପରେ ନାହିଁ ଅବପାତର ପ୍ରଭାବ

ଭୁବନେଶ୍ୱର,୧୪ ।୧୦(ଓଡିଶା ଭାସ୍କର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତରେ ପରିଣତ ହୋଇଛି । କିନ୍ତୁ ଓଡିଶା ଉପରେ ଅବପାତର ସିଧାସଳଖ ପ୍ରଭାବ ନାହିଁ । କାଲି ସକାଳ ସାଢେ ୮ଟା ଯାଏଁ ୯ଟି ଜିଲ୍ଲାକୁ ୟେଲୋ…

ବନ୍ୟା ଆଶଙ୍କା ନାହିଁ: ଏସଆରସି

ଭୁବନେଶ୍ୱର,୧୪ ।୧୦(ଓଡିଶା ଭାସ୍କର): ଲଗାଣ ବର୍ଷା ନେଇ ଆଜି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା । ସେ କହିଛନ୍ତି ଯେ, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଅଧିକ ବର୍ଷା ହୋଇଛି । ଗଞ୍ଜାମର ୩ଟି ବ୍ଲକରେ…

ଧଳା କେଶକୁ କଳା କରିବା ପାଇଁ ଆପଣାନ୍ତୁ ଦେଶୀ ଘିଅ

ଆଜିକାଲି କମ୍ ବୟସ ପିଲାଙ୍କର କେଶ ଧଳା ହେବାରେ ଲାଗିଛି । ଏନେଇ କେଶର ସଠିକ ଯତ୍ନ ନେବା ନିହାତି ଆବଶ୍ୟକ । ଭୁଲ ଖାଦ୍ୟପେୟ , ପ୍ରଦୂଷଣ କାରଣରୁ ସାଧାରଣତଃ କମ ବୟସରେ କେଶର ରଙ୍ଗ ଧଳା ହୋଇଥାଏ । ଯଦି ଆପଣ ବି ଧଳା…

କ୍ରାଇମବ୍ରାଞ୍ଚ ହାତକୁ ଗଲା ଜମି ଜବରଦଖଲ ମାମଲା

ଖୋର୍ଦ୍ଧା, ୧୪ ।୧୦ (ଓଡିଶା ଭାସ୍କର): ଖୋର୍ଦ୍ଧା ସାରୁଅରେ ଓଟିଭିର ଜମି ଜବରଦଖଲ ଅଭିଯୋଗ ପ୍ରସଙ୍ଗରେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ଏନେଇ କ୍ରାଇମବ୍ରାଞ୍ଚ ଏଡିଜିପିଙ୍କୁ ଚିଠି ଲେଖିଲା…

ଭିଜିଲାନ୍ସ ଜାଲରେ ସିନିୟର ଆକାଉଣ୍ଟାଣ୍ଟ

ନବରଙ୍ଗପୁର,୧୪ ।୧୦ (ଓଡିଶା ଭାସ୍କର): ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନବରଙ୍ଗପୁର ନିୟନ୍ତ୍ରିତ ବଜାର କମିଟି ଅଫିସର ସିନିୟର ଆକାଉଣ୍ଟାଣ୍ଟଙ୍କ ଘରେ ରେଡ ହୋଇଛି । ଘର ସମେତ ସହ ୩ଟି ସ୍ଥାନରେ ଚଢାଉ କରିଛି…