Browsing Category

Breaking News

ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା କରୋନା ଆକ୍ରାନ୍ତ

ଭୁବନେଶ୍ୱର, ୨୫ା୯(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ବିଧାୟକଙ୍କଠାରୁ ଆରମ୍ଭ କରି ସାଂସଦ, ମନ୍ତ୍ରୀ କରୋନା ରେ ଆକ୍ରାନ୍ତ ହେଉଛନ୍ତି । ଏହାରି ମଧ୍ୟରେ ଆଜି…

ଶାରଦୀୟ ଦୁର୍ଗାପୂଜା ପାଇଁ ପଶ୍ଚିମବଙ୍ଗ ସରକାରଙ୍କ ଗାଇଡ଼ଲାଇନ ଜାରି, ଜାଣନ୍ତୁ ଗାଇଡ଼ଲାଇନ ସମ୍ପର୍କରେ

ପଶ୍ଚିମବଙ୍ଗ, ୨୫ା୯: ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଆଗକୁ ଆସୁଛି ଦୁର୍ଗପୂଜା । ମହାମାରୀ କରୋନା ସମୟରେ କିପରି ହେବ ଦୁର୍ଗାପୂଜା । ଏହିଭଳି ପରିସ୍ଥିତିରେ ଓ ଲୋକଙ୍କ…

କରୋନା ଆକ୍ରାନ୍ତଙ୍କ ପାଇଁ ନାହିଁ ଅସୁବିଧା, ରାଜଧାନୀରେ ଫାଙ୍କା ଅଛି ୨୭୪ ଆଇସିୟୁ ଓ ୧୦୨ ଭେଣ୍ଟିଲେଟର

ଭୁବନେଶ୍ୱର, ୨୫ା୯(ଓଡ଼ିଶା ଭାସ୍କର): ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ତେଣୁ ରୋଗୀଙ୍କ ପାଇଁ ବିଭିନ୍ନ ବ୍ୟବସ୍ଥା କରାଯାଇଛି । ରାଜଧାନୀ ଭୁବନେଶ୍ୱରରେ ବହୁ ସଂଖ୍ୟକ କରୋନା…

ଗୋଟିଏ ଦିନରେ ୮୬୦୫୨ ଆକ୍ରାନ୍ତ ଚିହ୍ନଟ ଓ ୧୧୪୧ ଜଣ ମୃତ

ନୂଆଦିଲ୍ଲୀ, ୨୫/୯: ଦେଶରେ ଦିନକୁ ଦିନ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଗତ ୨୪ଘଣ୍ଟାରେ  ୮୬୦୫୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୧୪୧ ଜଣଙ୍କ ମୃତ୍ୟୁ ହୋଇଛି । ଏହାସହ କରୋନା…

ବନ୍ଧୁକ ବିକ୍ରି ବେଳେ ୩ଜଣଙ୍କୁ ଗିରଫ କଲା ଏସଟିଏଫ

ଭୁବନେଶ୍ବର, ୨୫/୯(ଓଡିଶା ଭାସ୍କର):  ବନ୍ଧୁକ ବିକ୍ରି ବେଳେ ୩ଜଣଙ୍କୁ ଗିରଫ କରିଛି ଏସଟିଏଫ । ୩ଜଣଙ୍କ ମଧ୍ୟରେ ୨ପୁରୁଷ ଓ ଜଣେ ମହିଳା ରହିଛନ୍ତି। ସେମାନଙ୍କୁ ଗିରଫ କରିଛି ଏସଟିଏଫ୍ ଓ ବଡଗଡ ପୋଲିସ । ୪୫ ହଜାର…

କେଶ ଓ ତ୍ୱଚା ପାଇଁ ଆପଣାନ୍ତୁ କଖାରୁ

ଯେକୌଣସି ମିକ୍ସ ତରକାରୀ ବା ଘାଣ୍ଟରେ କଖାରୁର ବ୍ୟବହାର ହୋଇଥାଏ। କିନ୍ତୁ ଆପଣ ଜାଣନ୍ତି କି, ଏଥିରୁ ଆପଣଙ୍କର କେଶ ଓ ତ୍ୱଚା କେତେ ଫାଇଦା ରହିଛି ? ରୋଷେଇ କରିବା ବ୍ୟତୀତ କଖାରୁର ଏପରି ୪ଟି ବ୍ୟବହାର ବିଷୟରେ ଜାଣନ୍ତୁ…

ଖୁସି ଖବର: ରାଜ୍ୟରେ ଆଜି ୩୭୭୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର, ୨୪/୯ (ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ୩୭୭୯ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ୧୬୧୦୪୪କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର…

ମାଲକାନଗିରି ଜିଲ୍ଲା ବିଜେଡିର ଯୁବ ସଭାପତି ହେଲେ ଆଡ଼ମା ରାୱା

ଭୁବନେଶ୍ୱର,୨୪ ।୯(ଓଡିଶା ଭାସ୍କର): ମାଲକାନଗିରି ଜିଲ୍ଲା ସଦର ମହାକୁମା ସ୍ଥିତ ବିଜୁ ପଟ୍ଟନାୟକ ଟାଉନ ୟୁଥ କ୍ଲବଠାରେ ବିଜୁ ଜନତା ଦଳ ତରଫରୁ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାର ତଥା ବିଜେଡି…

କୋଭିଡ ପାଇଁ ରାଜ୍ୟରେ ବଢିଲା ସହାୟତା ସୀମା

ଭୁବନେଶ୍ୱର,୨୪ ।୯(ଓଡିଶା ଭାସ୍କର): ରାଜ୍ୟରେ କୋଭିଡ୍ ମୁକାବିଲା ପାଇଁ ବଢ଼ିଲା କେନ୍ଦ୍ରୀୟ ସହାୟତା ସୀମା । ଏଣିକି ଏସଡିଆରଏଫରୁ ୫୦% ଯାଏ କୋଭିଡ ପାଇଁ ଖର୍ଚ୍ଚ କରିପାରିବ ରାଜ୍ୟ । ଏନେଇ ସବୁ ରାଜ୍ୟର ମୁଖ୍ୟ ସଚିବଙ୍କୁ…