Browsing Category

Breaking News

ଗଡ଼ସେଙ୍କୁ ଦେଶଭକ୍ତ କହିବା ପ୍ରସଙ୍ଗରେ, ପ୍ରଜ୍ଞାଙ୍କ ବିରୋଧରେ ରୁଜୁ ହେଲା ମାମଲା

ନୂଆଦିଲ୍ଲୀ,୨୯ା୧୧: ଭୋପାଳର ବିଜେପି ସାଂସଦ ପ୍ରଜ୍ଞା ସିଂହ ଠାକୁରଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି । ଇନ୍ଦୋରରେ କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କ ପକ୍ଷରୁ ଦେଶଦ୍ରୋହ ମାମଲା ରୁଜୁ ହୋଇଛି । ଗଡ଼ସେଙ୍କୁ…

ଅଧିବେଶନ ଅଧାରୁ ବନ୍ଦ କରିବା ଅଗଣତାନ୍ତ୍ରିକ: ବିଜେପି

ଭୁବନେଶ୍ୱର,୨୯ା୧୧(ଓଡ଼ିଶା ଭାସ୍କର): ନିର୍ଦ୍ଧାରିତ ସମୟ ପୂର୍ବରୁ ଶୀତ ଅଧିବେଶନ ସରିବା ପ୍ରସଙ୍ଗରେ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ ବିଜେପି ସମାଲୋଚନା କରିଛି । ଅଧିବେଶନ ଅଧାରୁ ବନ୍ଦ କରିବା…

ଫଡ଼ନଭିସଙ୍କୁ ଜାରି ହେଲା କୋର୍ଟ ନୋଟିସ୍

ମହାରାଷ୍ଟ୍ର, ୨୯ା୧୧: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନଭିସଙ୍କୁ ନୋଟିସ ଜାରି ହୋଇଛି । ଫଡ଼ନଭିସଙ୍କ ବିରୋଧରେ ନୋଟିସ ଜାରି କରିଛନ୍ତି ନାଗପୁର କୋର୍ଟ । ନିର୍ବାଚନୀ ସତ୍ୟପାଠରେ ତଥ୍ୟ ଲୁଚାଇଥିବା…

ହାଇସ୍କୁଲ ପଛପଟୁ ଠାବ ହେଲା ମଣିଷ କଙ୍କାଳ

ଭୁବନେଶ୍ୱର, ୨୯ା୧୧(ଓଡ଼ିଶା ଭାସ୍କର): ଭୁବନେଶ୍ୱର ସ୍ଥିତ ଆଇଆରସି ଭିଲେଜ ପାଖରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଆଇଆରସି ଭିଲେଜ ହାଇସ୍କୁଲ ପଛପଟୁ ଏକ ମଣିଷ କଙ୍କାଳ ଠାବ ହୋଇଥିବା ସୂଚନା ମିଳିଛି । ଏକ…

ନିର୍ଦ୍ଧାରିତ ସମୟ ପୂର୍ବରୁ ସରିଲା ଶୀତ ଅଧିବେଶନ

ଭୁବନେଶ୍ୱର,୨୮ା୧୧(ଓଡ଼ିଶା ଭାସ୍କର): ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ହୋଇଛି ବିଧାନସଭାର ଶୀତକାଳୀନ ଅଧିବେଶନ । ଗୃହକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ମୁଲତବି ରଖିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ଡିସେମ୍ବର…

ବ୍ରହ୍ମପୁରରୁ ସ୍ୱାଭାବିକ ହେଲା ବସ୍ ସେବା

ବ୍ରହ୍ମପୁର,୨୮ା୧୧(ଓଡ଼ିଶା ଭାସ୍କର): ଆଜି ବ୍ରହ୍ମପୁରରୁ ସ୍ୱାଭାବିକ ହୋଇଛି ଘରୋଇ ବସ୍ ସେବା । ପରିବହନ ମନ୍ତ୍ରୀ ଓ ବସ ମାଲିକ ସଙ୍ଘର ଆଲୋଚନା ପରେ ଏହିପରି ନିଷ୍ପତ୍ତି ନିଆଯାଇଛି । ଜିଲ୍ଲା ଭିତରେ ଚାଲୁଥିବା ବସ୍ ସିଟି…

ମହାରାଷ୍ଟ୍ର ୧୮ତମ ମୁଖ୍ୟମନ୍ତ୍ରୀ ଉଦ୍ଧବ

ମହାରାଷ୍ଟ୍ର, ୨୮ା୧୧: ମହାରାଷ୍ଟ୍ରରେ ମହାନାଟକରେ ପଡ଼ିଛି ପୂର୍ଣ୍ଣଛେଦ । ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଆଜି ମହାରାଷ୍ଟ୍ର ୧୮ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ମହାବିକାଶ ଆଘାଡ଼ିର ନେତା ତଥା ଶିବସେନା ମୁଖ୍ୟ…

ନନ୍ଦନକାନନରେ ହଳଦିଆ ଆନାକୋଣ୍ଡାର ମୃତ୍ୟୁ

ବାରଙ୍ଗ,୨୮ା୧୧(ଓଡ଼ିଶା ଭାସ୍କର): ନନ୍ଦନକାନନରେ ୨ବର୍ଷୀୟ ହଳଦିଆ ଆନାକୋଣ୍ଡାର ମୃତ୍ୟୁ ଘଟିଛି । ଏନେଇ ସୂଚନା ଦେଇଛନ୍ତି ନନ୍ଦନକାନନର ଉପ-ନିର୍ଦ୍ଦେଶକ । ଗତମାସ ୨୨ ରେ ଚେନ୍ନାଇରୁ ୮ଟି ଆନାକୋଣ୍ଡା ଭୁବନେଶ୍ୱର ସ୍ଥିତ…

ଗୃହରେ ସିଏଜି ରିପୋର୍ଟ ଉପସ୍ଥାପିତ

ଭୁବନେଶ୍ୱର,୨୮ ।୧୧(ଓଡିଶା ଭାସ୍କର): ଆଜି ବିଧାନସଭାରେ ଉପସ୍ଥାପିତ ହୋଇଛି ସିଏଜି ରିପୋର୍ଟ । ଏହାକୁ ଗୃହରେ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ୨୦୧୭-୧୮ର ବିନିଯୋଗ ହିସାବ ଓ ଆର୍ଥିକ ସ୍ଥିତିକୁ…

କିଛି ସମୟ ପରେ ମହାରାଷ୍ଟ୍ରରେ ଶପଥ ଗ୍ରହଣ ଉତ୍ସବ, କଂଗ୍ରେସ-ଏନସିପି-ଶିବସେନାରୁ ୨ଜଣ ଲେଖାଏଁ ମନ୍ତ୍ରୀ ମଧ୍ୟ ନେବେ ଶପଥ

ମହାରାଷ୍ଟ୍ର, ୨୮ା୧୧: କିଛି ସମୟ ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ଉଦ୍ଧବ ଠାକରେ । କଂଗ୍ରେସ, ଏନସିପି ଓ ଶିବସେନାରୁ ୨ଜଣ ଲେଖାଏଁ ମନ୍ତ୍ରୀ ମଧ୍ୟ ଶପଥ ନେବେ । ଏନସିପିରୁ ଶପଥ ନେବେ ଛଗନ…