Browsing Category
Breaking News
୧୧ଶହ କୋଟିର ବନ୍ୟା ସହାୟତା ଦାବି
ଭୁବନେଶ୍ୱର,୧୭/୯(ଓଡିଶା ଭାସ୍କର): ବନ୍ୟା କ୍ଷୟକ୍ଷତି ନେଇ କେନ୍ଦ୍ରୀୟ ଟିମ୍ ସହ ଆଲୋଚନା ଶେଷ ହୋଇଛି । ରାଜ୍ୟରେ କ୍ଷୟକ୍ଷତି ନେଇ ଟିମକୁ ଅବଗତ କରିଛନ୍ତି ମୁଖ୍ୟ ଶାସନ ସଚିବ । ରାଜ୍ୟର ବନ୍ୟା ମୁକାବିଲା ପଦକ୍ଷେପକୁ…
ଖୁସି ଖବର: ରାଜ୍ୟରେ ଆଜି ୩୬୦୭ ଆକ୍ରାନ୍ତ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?
ଭୁବନେଶ୍ୱର,୧୭ ।୯(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୩୦୬୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ…
ରାଜ୍ୟରେ ଆଉ ଜଣେ ବିଧାୟକଙ୍କୁ କରୋନା
ଭୁବନେଶ୍ୱର,୧୭ ।୯(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ବିଧାୟକ ଠାରୁ ଆରମ୍ଭ କରି ମନ୍ତ୍ରୀ କରୋନାରେ ସଂକ୍ରମିତ ହେଉଛନ୍ତି । ଏହାରି ମଧ୍ୟରେ ରାଜ୍ୟରେ ଆଉଜଣେ ବିଧାୟକଙ୍କର…
Breaking: Home Minister Amit Shah discharged from AIIMS
New Delhi, 17/9: In a piece of good news, Union Home minister Amit Shah has been recovered and he was discharged from the All India Institute of Medical Science (New Delhi).…
ରୋଷେଇରେ ଛଣା ତେଲ ବ୍ୟବହାର କରୁଛନ୍ତି ? ତେବେ ସାବଧାନ୍
ସାଧାରଣତଃ ଘରମାନଙ୍କରେ ଛଣାଛଣି ପରେ ତେଲ ବଳିଯାଇଥାଏ । ପରିବାର ଲୋକେ ଏହି ତେଲକୁ ପାତ୍ରରେ ରଖିଦିଅନ୍ତି ଓ ପରେ କିଛି ତରକାରୀରେ ବ୍ୟବହାର କରନ୍ତି । କିନ୍ତୁ ଆପଣ କ'ଣ ଜାଣନ୍ତି କି ଥରେ ବ୍ୟବହୃତ ହୋଇଥିବା ତେଲକୁ…
ଅମାନିଆ ଭୁବନେଶ୍ୱରରୁ ପୁଣି ବାହାରିଲେ ୩୨୫ ପଜିଟିଭ୍ , ୪୨୦ ସୁସ୍ଥ
ଭୁବନେଶ୍ୱର, ୧୭ ।୯ (ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ କ୍ରମାଗତ ଭାବେ ବହୁ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହାରି ମଧ୍ୟରେ ଆଜି ବି ମଧ୍ୟ ଭୁବନେଶ୍ୱରରୁ ୩୨୫ କରୋନା ଆକ୍ରାନ୍ତ ଚିହ୍ନଟ…
ସାବଧାନ୍! ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଭୁବନେଶ୍ୱର,୧୭ ।୯(ଓଡିଶା ଭାସ୍କର): କାଲି ସକାଳ ସଢେ ୮ଟା ସୁଦ୍ଧା ରାଜ୍ୟରେ ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି । ଏନେଇ ୧୩ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହି ୧୩ଟି…
ଟ୍ୱିନ ସିଟି ପାଇଁ ନୂଆ ଋଣନୀତି, ଜାଣନ୍ତୁ କ’ଣ?
ଭୁବନେଶ୍ୱର,୧୭ ।୯(ଓଡିଶା ଭାସ୍କର): ସାରା ରାଜ୍ୟରେ କରୋନା ମହାମାରୀ ହୁ ହୁ ହୋଇ ବଢିବାରେ ଲାଗିଛି । ଏହାରି ମଧ୍ୟରେ କଟକ-ଭୁବନେଶ୍ୱରରେ କୋରୋନା ସ୍ଥିତି ନେଇ ନୂଆ ରଣନୀତି ପ୍ରସ୍ତୁତ ହୋଇଛି । ଏନେଇ ଡିଜିପି ଅଭୟ…
୧୨ ଫୁଟର ଅଜଗର ସାପ ଉଦ୍ଧାର
ମାଲକାନଗିରି,୧୭ ।୯(ଓଡିଶା ଭାସ୍କର) : ମାଲକାନଗିରି ଜିଲ୍ଲାରେ ଜନ ବସତି ମୁହାଁ ହେଉଛନ୍ତି ଅଜଗର । ପୂର୍ବରୁ ବହୁବାର ଅଜଗର ଖାଦ୍ୟ ଅନ୍ୱେଷଣରେ ଜନବସତି ମୁହଁ ହୋଇଥିବା ବେଳେ ଆଜି ପୁଣି ଏକ ଅଜଗର ମାଲକାନଗିରି ଜିଲ୍ଲାର…
ମାସ୍କ ବଦଳରେ ମୁହଁରେ ଗୁଡାଇଦେଲେ ସାପ
କରୋନା ଭାଇରସ୍ ଯୋଗୁଁ ଲୋକମାନେ ମାସ୍କ ପିନ୍ଧିବାକୁ ବାଧ୍ୟ ହେଉଛନ୍ତି । ମାସ୍କ ଦ୍ୱାରା କରୋନାକୁ ନିୟନ୍ତ୍ରଣ କରାଯାଉଥିବା ବେଳେ ଏହାକୁ ନେଇ ଏକ ଆଶ୍ଚର୍ଯ୍ୟକର ଭିଡିଓ ସାମ୍ନାକୁ ଆସିଛି । ଭିଡିଓରେ ଏପରି ଜଣେ…