Browsing Category

Breaking News

ବର୍ଷା ଦିନେ କେମିତି ରହିବେ ସୁସ୍ଥ

ବର୍ଷାଦିନ ଆସିଲେ ଯେତିକି ଖୁସି ଲାଗେ ସେତିକି ଡର ମଧ୍ୟ ଲାଗେ । କାରଣ ଏହି ଋତୁରେ ସଂକ୍ରମଣଜନିତ ରୋଗ ଶୀଘ୍ର ବ୍ୟାପିଥାଏ । ଏହା ବ୍ୟତିତ ଏବେ ବର୍ଷାର ଋତୁ ହୋଇଥିବା ବେଳେ କରୋନା ଆହୁରି ଡରାଇବାରେ ଲାଗିଛି । ତେବେ ଏହି…

ରାୟଗଡ଼ା ଡେପୁଟି କଲେକ୍ଟର ପୂର୍ଣ୍ଣଚନ୍ଦ୍ର ଜେନା ନିଲମ୍ବିତ

ରାୟଗଡା, ୧୮/୮(ଓଡ଼ିଶା ଭାସ୍କର): କାର୍ଯ୍ୟରେ ଅବହେଳା ପାଇଁ ରାୟଗଡ଼ା ଡେପୁଟି କଲେକ୍ଟର ପୂର୍ଣ୍ଣଚନ୍ଦ୍ର ଜେନା ନିଲମ୍ବିତ ହୋଇଛନ୍ତି। ନିଲମ୍ବନ ନେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ବିଜ୍ଞପ୍ତି ପ୍ରକାଶ…

ଖୁସି ଖବର: ରାଜ୍ୟରେ ଆଜି ୧୫୦୩ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର, ୧୭ା୮(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ୧୫୦୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୪୩୭୭୯କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର…

କମିସନରେଟ ପୋଲିସରେ ଅଦଳ ବଦଳ

ଭୁବନେଶ୍ୱର, ୧୭ା୮(ଓଡ଼ିଶା ଭାସ୍କର): କମିସନରେଟ ପୋଲିସରେ ଅଦଳ ବଦଳ ହୋଇଛି । ଅତିରିକ୍ତ ଡ଼ିସିପି, ଇନ୍ସପେକ୍ଟର ଓ ଏସଆଇ ସ୍ତରରେ ଅଦଳ ବଦଳ ହୋଇଛି । ମୋଟ ୨୬ ଜଣ ପୋଲିସ ଅଧିକାରୀଙ୍କ ବଦଳି ହୋଇଛି । ଅତିରିକ୍ତ ଡ଼ିସିପି…

ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୭ା୮(ଓଡ଼ିଶା ଭାସ୍କର): ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ସୁଶାନ୍ତଙ୍କ ସହ କଥା ହୋଇ ସ୍ୱାସ୍ଥ୍ୟବସ୍ଥା ମଧ୍ୟ ମୁଖ୍ୟମନ୍ତ୍ରୀ ପଚାରି…

ଏକାମ୍ର କ୍ଷେତ୍ର ପାଇଁ ବଡ଼ ଯୋଜନା, ଏକସଙ୍ଗେ ୨ଲକ୍ଷ ଲୋକ ଦେଖିବେ ଶିବରାତ୍ରି

ଭୁବନେଶ୍ୱର, ୧୭ା୮(ଓଡ଼ିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକାମ୍ରକ୍ଷେତ୍ର ଯୋଜନାକୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଥିଲା । ଶ୍ରୀ ଲିଙ୍ଗରାଜ ମନ୍ଦିର ନିକଟ ୬୬ ଏକର ପରିମିତ ଜମି ଉପରେ ଏହି…

ପରଲୋକରେ ବଲିଉଡ଼ ନିର୍ଦ୍ଦେଶକ ନିଶିକାନ୍ତ କାମତ

ନୂଆଦିଲ୍ଲୀ, ୧୭ା୮: ବଲିଉଡ଼ ନିର୍ଦ୍ଦେଶକ ନିଶିକାନ୍ତ କାମତଙ୍କ ଆଜି ପରଲୋକ ଘଟିଛି । ସେ ଯକୃତ ରୋଗରେ ପୀଡ଼ିତ ଥିଲେ । ତାଙ୍କୁ ମୃତ୍ୟୁ ବେଳକୁ ୫୦ବର୍ଷ ବୟସ ହୋଇଥିଲା । ବଲିଉଡ଼ ଫିଲ୍ମ ସହ ବହୁ ମରାଠୀ ଚଳଚ୍ଚିତ୍ରରେ ବି ସେ…