Browsing Category
Breaking News
COVID-19 India Update: Nearly 7000 infected in last 24 hours, Death toll crosses 4000 mark
Coronavirus is wreaking havoc in India. No of Coronavirus cases is increasing day by day. According to reports, 1,38,845 people have been infected by the deadly virus, and 4021…
ରାଜ୍ୟରେ ଆଉ ୧୦୩ କରୋନା ପଜିଟିଭ୍
ଭୁବନେଶ୍ୱର,୨୫ ।୫(ଓଡିଶା ଭାସ୍କର): ରାଜ୍ୟରେ ଆଜି ଆଉ ୧୦୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪୩୮କୁ ବୃଦ୍ଧି ପାଇଛି । ଏବେ ୮୮୧ ଜଣ ଚିକିିତ୍ସାଧୀନ ଅବସ୍ଥାରେ…
ଚାରି ହଜାର ଟପିଲା ଦେଶରେ କରୋନା ମୃତ୍ୟୁ ସଂଖ୍ୟା
ନୂଆଦିଲ୍ଲୀ, ୨୫/୫: ଦେଶରେ କରୋନା ମୃତ୍ୟୁସଂଖ୍ୟା ଏବେ ୪୦୨୧ରେ ପହଞ୍ଚିଛି । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୩୮,୮୪୫ ଥିବାବେଳେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୦୩ ରହିଛି। ସୁସ୍ଥ ହୋଇଛନ୍ତି ୫୭,୭୨୦ ଜଣ । ଗତ ୨୪…
ବାହାଘର ପାଇଁ ଗାଡିର ଅନୁମତି ନମିଳିବାରୁ ଚାଲି ଚାଲି ନଦୀ ପାର ଗଲା ବର
କରୋନା ଲକଡାଉନ ମଧ୍ୟରେ ଲୋକଙ୍କୁ ବହୁ ସମସ୍ୟାର ସାମନା କରିବାକୁ ପଡୁଛି । ବାହାଘରରେ ଏହାର ଜବରଦସ୍ତ ପ୍ରଭାବ ଦେଖିବାକୁ ମିଳୁଛି । ନିକଟରେ ମଧ୍ୟପ୍ରଦେଶର ବାଲାଘାଟରେ ହୋଇଥିବା ଏକ ନିଆରା ବିବାହ ଚର୍ଚ୍ଚାରେ ରହିଛି ।…
କଞ୍ଚା ଆମ୍ବର ଜୁସ ପିଇବା ଦ୍ଵାରା ମିଳିଥାଏ ଚମତ୍କାରୀ ଫାଇଦା
କଞ୍ଚା ଆମ୍ବରେ ଆଇରନ, ଭିଟାମିନ୍ ଏ, ବିଟା କାରୋଟିନ୍, ଆଲଫା କାରୋଟିନ୍ ଭଳି ଉପାଦାନ ରହିଛି, ଯାହାକି ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ।
-ଯେଉଁମାନେ କ୍ରମାଗତ ଗ୍ୟାସ୍ ସମସ୍ୟା ଭୋଗ କରୁଛନ୍ତି ସେମାନଙ୍କ…
ଦେଶବାସୀଙ୍କୁ ଇଦ୍ର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ, ୨୫/୫: ଦେଶବାସୀଙ୍କୁ ଇଦ୍ର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହାସହ ସମସ୍ତଙ୍କ ସ୍ବାସ୍ଥ୍ୟ ଓ ସମୃଦ୍ଧି କାମନା କରିଛନ୍ତି ମୋଦି।…
ଆଜିଠୁ ଉଡ଼ିବ ଘରୋଇ ବିମାନ
ଭୁବନେଶ୍ୱର, ୨୫/୫(ଓଡିଶା ଭାସ୍କର): କରୋନା ପାଇଁ ଦେଶ ଓ ରାଜ୍ୟ ଲକ ଡାଉନ ରହିଛି। ଏନେଇ ସମସ୍ତ ପ୍ରକାର ଯାନବାହାନ ଚଳାଚଳ ବନ୍ଦ ଥିଲା । ରେଳ, ବିମାନ ସେବା ମଧ୍ୟ ବନ୍ଦ ଥିଲା। କିନ୍ତୁ ଏହାକୁ ଧୀରେ ଧୀରେ ସ୍ୱାଭାବିକ…
କାଲିଠାରୁ କଟକରେ ମିଳିବ ଅନଲାଇନ ମଦ
କଟକ,୨୪/୫(ଓଡିଶା ଭାସ୍କର): କାଲିଠୁ କଟକରେ ମଦର ହୋମ୍ ଡେଲିଭରି ଆରମ୍ଭ ହେବ।
ସକାଳ ୭ରୁ ଦିନ ୧ଟା ଯାଏ ଅର୍ଡର ରଖିବେ ମଦ ଦୋକାନି । ଏହା ସହ ଦିନ ୧ରୁ ସଂଧ୍ୟା ୬ଟା ଯାଏ ଘରେ ପହଞ୍ଚାଇବେ ମଦ। ସ୍ବିଗି ଓ ଜୋମାଟୋରେ ମଦ…
କାଲି ରାଜ୍ୟରେ ଗଡ଼ିବନି ଘରୋଇ ବସ୍
ଭୁବନେଶ୍ୱର,୨୪/୫(ଓଡିଶା ଭାସ୍କର): କାଲି ରାଜ୍ୟରେ ଗଡ଼ିବନି କୌଣସି ଘରୋଇ ବସ୍। ଏନେଇ ଘରୋଇ ବସ୍ ମାଲିକ ସଂଘ ମୁଖପାତ୍ର ଦେବାଶିଷ ନାୟକ ନିଜର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, 'ସରକାର ଆମ ସହ ବସ୍…
କଟକ ପରେ ବ୍ରହ୍ମପୁରରେ ହେବନି ଅନଲାଇନ ମଦ ବିକ୍ରି
ବ୍ରହ୍ମପୁର,୨୪/୫(ଓଡିଶା ଭାସ୍କର): କଟକ ପରେ ପରେ ବ୍ରହ୍ମପୁରରେ ହେବନି ଅନଲାଇନ ମଦ ବିକ୍ରି। ଏନେଇ ନିଷ୍ପତ୍ତି ନେଇଛି ବ୍ରହ୍ମପୁର ମଦ ବ୍ୟବସାୟୀ ସଂଘ। ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରିଛି ସଂଘ। ଲକ୍ ଡାଉନ୍…