Browsing Category
Breaking News
ସବସିଡି ବାବଦକୁ କେନ୍ଦ୍ର ଦେଲା ୧୪୧୨ କୋଟି
ଭୁବନେଶ୍ୱର,୮ ।୩(ଓଡିଶା ଭାସ୍କର): ସବସିଡି ଅର୍ଥ ବାବଦକୁ ରାଜ୍ୟକୁ ୧୪୧୨ କୋଟି ଟଙ୍କା ଦେଇଛି କେନ୍ଦ୍ର । ବାରମ୍ବାର ଏଥିପାଇଁ ଦାବି ଉଠାଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ରାଜ୍ୟ…
କେରଳରେ ଆଉ ୫କରୋନା ପଜିଟିଭ୍
କେରଳ, ୮ା୩: କେରଳରେ ଆଉ ୫ଜଣ କରୋନା ପଜିଟିଭ ରୋଗୀ ଚିହ୍ନଟ ହୋଇଛନ୍ତି । ଏନେଇ କେରଳର ସ୍ୱାସ୍ଥ୍ୟମନ୍ତ୍ରୀ କେ.କେ. ଶୈଳଜା ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ କେରଳର ୩ଜଣ ପଜିଟିଭ ରୋଗୀ ଇଟାଲୀରୁ ଫେରିଥିଲେ ।…
ମହିଳା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା
ଭୁବନେଶ୍ୱର, ୮ା୩(ଓଡ଼ିଶା ଭାସ୍କର): ପ୍ରତିବର୍ଷ ମାର୍ଚ୍ଚ ୮ ତାରିଖକୁ ଅନ୍ତର୍ଜାତୀୟ ମହିଳା ଦିବସ ଭାବେ ପାଳନ କରାଯାଏ । ଚଳିତବର୍ଷ ମଧ୍ୟ ଆଜିର ଦିନକୁ ଅନ୍ତର୍ଜାତୀୟ ମହିଳା ଦିବସ ଭାବେ ପାଳନ କରାଯାଉଛି । ବିଶ୍ୱ ମହିଳା…
ମହିଳା ଦିବସରେ ମହିଳାଙ୍କୁ ଟ୍ୱିଟର ଆକାଉଣ୍ଟ ଉତ୍ସର୍ଗ ଗଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ, ୮ା୩: ପ୍ରତିବର୍ଷ ମାର୍ଚ୍ଚ ୮ ତାରିଖକୁ ଅନ୍ତର୍ଜାତୀୟ ମହିଳା ଦିବସ ଭାବେ ପାଳନ କରାଯାଏ । ଚଳିତବର୍ଷ ମଧ୍ୟ ଆଜିର ଦିନକୁ ଅନ୍ତର୍ଜାତୀୟ ମହିଳା ଦିବସ ଭାବେ ପାଳନ କରାଯାଉଛି । ଏନେଇ ମହିଳା ଦିବସରେ…
ମହିଳା ଦିବସରେ ରାଷ୍ଟ୍ରପତିଙ୍କ ଶୁଭେଚ୍ଛା
ନୂଆଦିଲ୍ଲୀ, ୮ା୧୩: ପ୍ରତିବର୍ଷ ମାର୍ଚ୍ଚ ୮ ତାରିଖକୁ ଅନ୍ତର୍ଜାତୀୟ ମହିଳା ଦିବସ ଭାବେ ପାଳନ କରାଯାଏ । ଚଳିତବର୍ଷ ମଧ୍ୟ ଆଜିର ଦିନକୁ ଅନ୍ତର୍ଜାତୀୟ ମହିଳା ଦିବସ ଭାବେ ପାଳନ କରାଯାଉଛି । ଏନେଇ ରାଷ୍ଟ୍ରପତି ରାମନାଥ…
ୟେସ୍ ବ୍ୟାଙ୍କ ପ୍ରତିଷ୍ଠାତା ଗିରଫ
ନୂଆଦିଲ୍ଲୀ, ୮ା୧୩: ୟେସ୍ ବ୍ୟାଙ୍କର ପ୍ରତିଷ୍ଠାତା ରାଣା କପୁର ଗିରଫ ହୋଇଥିବା ସୂଚନା ମିଳିଛି । ବେଆଇନ ଅର୍ଥ କାରବାର ମାମଲାରେ ଇଡ଼ି ତାଙ୍କୁ ଗିରଫ କରିଛି । ଗତକାଲି ତାଙ୍କ ବାସଭବନରେ ଇଡ଼ି ପକ୍ଷରୁ ଚଢ଼ାଉ ହୋଇଥିଲା ।…
୧୦୩୮ ଡାକ୍ତରଙ୍କୁ ନିଯୁକ୍ତି ଦେଲେ ରାଜ୍ୟ ସରକାର
ଭୁବନେଶ୍ୱର, ୭ା୩(ଓଡ଼ିଶା ଭାସ୍କର): ରାଜ୍ୟରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ନୂଆ ମାଇଲଖୁଣ୍ଟ ସ୍ଥାପନ ହୋଇଛି । ଗୋଟିଏ ଦିନରେ ୧୦୩୮ ଡାକ୍ତରଙ୍କୁ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର । ଏହି ପରିପ୍ରେକ୍ଷୀରେ…
ଦେଶରେ କରୋନା ସଂଖ୍ୟା ୩୪କୁ ବୃଦ୍ଧି
ନୂଆଦିଲ୍ଲୀ, ୭ା୩: କରୋନା ଭାଇରସକୁ ନେଇ ସାରା ବିଶ୍ୱର ଲୋକମାନେ ଭୟଭିତ ଅବସ୍ଥାରେ ରହିଛନ୍ତି । ଏହି ଭାଇରସ ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି । ଏହାସହ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ…
କଳାଧନ ପ୍ରସଙ୍ଗ, ୨ ମାସରେ ସପ୍ତମ ଅନ୍ତରୀଣ ରିପୋର୍ଟ
କଟକ, ୭ା୩(ଓଡ଼ିଶା ଭାସ୍କର): କଟକରେ କଳାଧନ ସମ୍ପର୍କିତ ଏସଆଇଟି ବୈଠକ ଶେଷ ହୋଇଛି । ବୈଠକ ଶେଷ ହେବା ପରେ ଏସଆଇଟି ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଦୁଇ ମାସରେ…
କରୋନା ଭାଇରସରୁ ବଞ୍ଚିବାକୁ ଚାଁହୁଥିଲେ ଯମରାଜଙ୍କୁ ଖୁସି କର !
ଆଗ୍ରା,୭ ।୩: ତାଜ୍ ସହର ଆଗ୍ରାର ପ୍ରସିଦ୍ଧ ଜ୍ୟୋତିଷ ତଥା ପରିବେଶ ସୁରକ୍ଷାକାରୀଙ୍କଠାରୁ ଏକ ଚମତ୍କାର ବିବୃତ୍ତି ଶୁଣିବାକୁ ମିଳିଛି । ସେମାନଙ୍କ ମତରେ, କରୋନା ଭାଇରସର ବିସ୍ତାରକୁ ରୋକିବା ପାଇଁ ଭଗବାନଙ୍କୁ…