CHARIDHAM
Browsing Category

Breaking News

କେନ୍ଦୁଝରରୁ ୪୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

କେନ୍ଦୁଝର, ୮ା୭ (ଓଡ଼ିଶା ଭାସ୍କର): କେନ୍ଦୁଝର ଜିଲ୍ଲାରୁ ବୁଧବାର ୪୯ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩୪ଜଣ ବଡ଼ବିଲ ଅଞ୍ଚଳର ବୋଲି ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।…

ବିଜେଡିରେ ନିଯୁକ୍ତ ହେଲେ ୧୫ ବରିଷ୍ଠ ସାଧାରଣ ସମ୍ପାଦକ

ଭୁବନେଶ୍ୱର, ୮/୭(ଓଡିଶା ଭାସ୍କର): ବିଜେଡିରେ  ୧୫ ବରିଷ୍ଠ ସାଧାରଣ ସମ୍ପାଦକ ନିଯୁକ୍ତ ପାଇଛନ୍ତି।ପଦବୀ ସହ ବିଭାଗୀୟ ଦାୟିତ୍ବ ମଧ୍ୟ ବାଣ୍ଟିଛନ୍ତି ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନୃସିଂହ…

ଗରିବ ମହିଳାଙ୍କୁ ସେପ୍ଟେମ୍ବର ଯାଏ ମିଳିବ ମାଗଣା ଗ୍ୟାସ୍‌ ସିଲିଣ୍ଡର

ନୂଆଦିଲ୍ଲୀ, ୮/୭: ଉଜ୍ବଳା ଯୋଜନାରେ ମାଗଣା ଗ୍ୟାସ୍‌ ସିଲିଣ୍ଡର ଯୋଗାଣ ଅବଧି ବୃଦ୍ଧି ପାଇଛି। ଗରିବ ମହିଳାଙ୍କୁ ସେପ୍ଟେମ୍ବର ଯାଏ  ମାଗଣା ଗ୍ୟାସ୍‌ ସିଲିଣ୍ଡର ମିଳିବ। ୭.୪୦ ଲକ୍ଷ ଗରିବଙ୍କୁ ୩ଟି ଲେଖାଏଁ ସିଲିଣ୍ଡର…

ଗାନ୍ଧୀ ଜୟନ୍ତୀରୁ ଅନଲାଇନରେ ସମସ୍ତ ସରକାରୀ ସେବା

ଭୁବନେଶ୍ୱର, ୮ା୭(ଓଡ଼ିଶା ଭାସ୍କର): ୫ଟିରେ ୮ଟି ବୈଷୟିକ କୌଶଳର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅକ୍ଟୋବର ୨ରୁ ସମସ୍ତ ସରକାରୀ ସେବା ଅନଲାଇନରେ ଉପଲବ୍ଧ ହେବ । ସରକାରୀ ସେବା ପାଇଁ ଆଉ ଅଫିସ…

ସିବିଏସଇ ସିଲାବସ କାଣ୍ଟଛାଣ୍ଟ: ଜାଣନ୍ତୁ କଣ ରହିଲା ଓ କଣ କଟିଲା

ଭୁବନେଶ୍ୱର, ୭ା୭(ଓଡ଼ିଶା ଭାସ୍କର): ରାଜ୍ୟରେ ଆତଙ୍କ ଖେଳାଇବାରେ ଲାଗିଛି କରୋନା । କରୋନା ସହ ମୁକାବିଲା କରିବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ମଧ୍ୟ ଗ୍ରହଣ କରାଯାଉଛି । ଲକଡାଉନ ପାଇଁ ସବୁ ସ୍କୁଲ ଓ କଲେଜ ବନ୍ଦ…

ଦିନ ଦ୍ୱିପ୍ରହରେ ମହିଳାଙ୍କ ଠାରୁ ଲୁଟିନେଲେ ୭୦ ହଜାର

ରାଜକନିକା, ୮ା୭(ଓଡ଼ିଶା ଭାସ୍କର): ରାଜକନିକାରେ ଦିନ ଦ୍ୱିପ୍ରହରେ ଟଙ୍କା ଲୁଟି ନେଲେ ଦୁବୃର୍ତ୍ତ । ରୋଜାଲିନ ନାମକ ଜଣେ ଯୁବତୀ ତାଙ୍କ ବାପାଙ୍କ ସହ ବ୍ୟାଙ୍କରୁ ଟଙ୍କା ଉଠାଇ ଆଣିବା ବେଳେ ଦୁବୃର୍ତ୍ତମାନେ ସେମାନଙ୍କ…

ଖୁସି ଖବର: ରାଜ୍ୟରେ ଆଜି ସର୍ବାଧିକ ୩୦୩ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର, ୮ା୭(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ୫୨୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସର୍ବାଧିକ ୩୦୩ ଜଣ ସୁସ୍ଥ ହୋଇଥିବା ନେଇ ସୂଚନା ମିଳିଛି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା…