
Browsing Category
Breaking News
ରାଜ୍ୟରେ ଆଜି ପୁଣି ୨୪୫ ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର,୨୯ ।୬(ଓଡିଶା ଭାସ୍କର): କରୋନାକୁ ନେଇ ଓଡିଶାର ସ୍ଥିତି ବିଗିଡିବାରେ ଲାଗିଛି । ସଟ-ଡାଉନ ପରେ ବି କରୋନାକୁ ନେଇ ରାଜ୍ୟରେ ସୁଧାର ଆସିବା ପରିବର୍ତ୍ତେ ଅଧିକ ଲୋକ ଏହାର ଶିକାର ହେଉଛନ୍ତି । ଏହାରି…
ରାଜଧାନୀରେ ଆତ୍ମହତ୍ୟା କଲେ ଓଏଫଏସ ଅଫିସର
ଭୁବନେଶ୍ୱର,୨୯ ।୬(ଓଡିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରେ ଆଜି ଘଟିଯାଇଛି ଏକ ଚାଞ୍ଚଲ୍ୟକର ଘଟଣା । କାର୍ଯ୍ୟରେ ଯୋଗ ଦେବା ପୂର୍ବରୁ ଆତ୍ମହତ୍ୟା କରିଛନ୍ତି ଜଣେ ଓଏଫଏସ୍ ଅଫସର । ଡୁମଡୁମା ଅଞ୍ଚଳରେ ରହୁଥିବା ଏହି…
ଏନକାଉଣ୍ଟରରେ ଟଳିଲେ ୩ ଆତଙ୍କବାଦୀ
ଶ୍ରୀନଗର,୨୯/୬: ଜମ୍ମୁ-କାଶ୍ମୀର ଅନନ୍ତନାଗରେ ଆଜି ପୁଣି ମୁହାଁମୁହିଁ ହୋଇଛନ୍ତି ସୁରକ୍ଷାକର୍ମୀ-ଆତଙ୍କୀ । ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି। ପରେ ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ…
ତ୍ୱଚା ଓ କେଶ ପାଇଁ ଅତ୍ୟନ୍ତ ଉପଯୋଗୀ ହୋଇଥାଏ ଏହାର ସେବନ, ଜାଣନ୍ତୁ
ଆମେ ସମସ୍ତେ ସ୍ୱାସ୍ଥ୍ୟ ବିଷୟରେ ଅଧିକ ସଚେତନତା ଅବଲମ୍ବନ କରିଥାଉ । ଏପରି ପରିସ୍ଥିତିରେ, ସମସ୍ତଙ୍କୁ କୁହା ଯେ ପତ୍ରକୋବି ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ । ତେଣୁ ଏହାକୁ ବ୍ୟବହାର କରିବା ଆବଶ୍ୟକ ।
ତେବେ…
କିପରି କଟିବ ଆଜିର ଦିନ, ଜାଣନ୍ତୁ ରାଶିଫଳ (୨୯.୦୬.୨୦)
ମେଷ
ଆଜି ଆପଣଙ୍କ ଆତ୍ମବିଶ୍ଵାସ ବଢିବ ଓ ପ୍ରଗତି ନିଶ୍ଚିତ ହେବ । ଆୟ ଅପେକ୍ଷା ଅଧିକ ବ୍ୟୟ ହେବ । ବ୍ୟପାରରେ ହାନି ସ୍ଥିତି ରହିବ । କୌଣସି କାମରେ ମନ ଲାଗିବ ନାହିଁ । ବିଦ୍ୟାର୍ଥୀମାନଙ୍କ ମନ ପଢାରେ ଲାଗିବ ନାହିଁ ।…
କଟକରେ ପୁଣି କଣ୍ଟେନମେଣ୍ଟ ଜୋନ୍
କଟକ,୨୮ ।୬(ଓଡିଶା ଭାସ୍କର): କଟକ ସିଡିଏ ସେକ୍ଟର-୯ର କିଛି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି । ୩୮ଟି କୋଠା ଘରକୁ କଣ୍ଟେନମେଣ୍ଟ ଜୋନରେ ରଖିଛି ସିଏମସି । ତେବେ ପୂର୍ବରୁ ଏହି ଅଞ୍ଚଳରୁ ଜଣେ କରୋନା…
ସାମ୍ନାକୁ ଆସିଲା କରୋନାର ଆଉ ୩ଟି ସାଙ୍ଘାତିକ ଲକ୍ଷଣ, ତାଲିକାଭୁକ୍ତ କଲା ଆମେରିକାର ‘ସିଡିସି’
ସାରା ଦେଶରେ କରୋନା ମହାମାରୀ ଭୟଙ୍କର ରୂପ ନେବାରେ ବସିଲାଣି । କିନ୍ତୁ ଦିନକୁ ଦିନ କରୋନା ବିଷୟରେ କିଛି ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । ଏହାରି ମଧ୍ୟରେ କରୋନାର ଆଉ ୩ଟି ଲକ୍ଷଣ ସାମ୍ନାକୁ ଆସିଛି । ଏହି…
ଟିକଟକରେ ବେଲୀ ଡ୍ୟାନ୍ସ କରିବା ପଡିଲା ମହଙ୍ଗା, ୩ ବର୍ଷ ଜେଲ୍ ସହ ୧୪ ଲକ୍ଷ ଜୋରିମାନା
ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଟିକ୍ ଟକ୍’ରେ ଜଣେ ହାଇ-ପ୍ରୋଫାଇଲ୍ ବେଲୀ ଡ୍ୟାନ୍ସରଙ୍କୁ ଅନୈତିକ ଓ ଉତ୍ତେଜିତ ଭିଡିଓ ପୋଷ୍ଟ କରିବା ମହଙ୍ଗା ପଡିଛି । ଇଜିପ୍ଟରର ସାମା ଏଲ ମୈସୀ ନାମକ ଜଣେ ଡ୍ୟାନ୍ସରଙ୍କ ଉପରେ ଲାଗିଛି…
ଖୁସି ଖବର: ରାଜ୍ୟରେ ସୁସ୍ଥ ହେଲେ ଆଉ ୧୩୭ ଆକ୍ରାନ୍ତ
ଭୁବନେଶ୍ୱର,୨୮ ।୬(ଓଡିଶା ଭାସ୍କର): ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବଢି ବଢି ଚାଲିଥିବା ବେଳେ ଆସିଛି ଏକ ଖୁସି ଖବର । ଆଜି ଆଉ ୧୩୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେମାନଙ୍କ ମଧ୍ୟରୁ ଗଞ୍ଜାମରୁ…
ସାମ୍ବାଦିକଙ୍କର ହେବ କରୋନା ଟେଷ୍ଟ
ପୁରୀ,୨୮ ।୬(ଓଡିଶା ଭାସ୍କର): ରଥଯାତ୍ରା ଖବର ସଂଗ୍ରହ କରୁଥିବା ସମସ୍ତ ସାମ୍ବାଦିକଙ୍କର ଏବେ କରୋନା ଟେଷ୍ଟ ହେବ । ସେବାୟତ ଓ ପୁଲିସ୍ ପରେ ସାମ୍ବାଦିକଙ୍କ ହେଲା ନମୂନା ସଂଗ୍ରହ କରାଯିବ । ଏନେଇ ଜିଲ୍ଲା ପ୍ରଶାସନ…