Browsing Category
Breaking News
ଟ୍ରେନ ଲାଇନଚ୍ୟୁତ, ୧୦ଗୁରୁତର ଓ ୪୦ରୁ ଅଧିକ ଆହତ
କଟକ, ୧୬ା୧(ଓଡ଼ିଶା ଭାସ୍କର): କଟକ ଟାଙ୍ଗୀ ନିର୍ଗୁଣ୍ଡି ଷ୍ଟେସନରେ ଲୋକମାନ୍ୟ ତିଲକ ଏକ୍ସପ୍ରେସ ଲାଇନଚ୍ୟୁତ ହୋଇଯାଇଛି । ଘନ କୁହୁଡ଼ି ପାଇଁ ମାଲଗାଡ଼ି ସହ ଧକ୍କା ପରେ ଲାଇନଚ୍ୟୁତ ହୋଇଯାଇଥିଲା । ୭ଟି ବଗି ଲାଇନଚ୍ୟୁତ…
ପ୍ରମୋସନରୁ ବଞ୍ଚିତ କର୍ମଚାରୀମାନଙ୍କ ପାଇଁ ଖୁସି ଖବର, ଜାନୁଆରିରେ ୩ଥର ବସିବ ପ୍ରମୋସନ ଅଦାଲତ
ଭୁବନେଶ୍ୱର, ୧୫ା୧(ଓଡ଼ିଶା ଭାସ୍କର): ପ୍ରମୋସନରୁ ବଞ୍ଚିତ କର୍ମଚାରୀମାନଙ୍କ ପାଇଁ ବଡ଼ ଖୁସି ଖବର ସାମ୍ନାକୁ ଆସିଛି । ସେମାନଙ୍କୁ ଆଉ ଏକ ସୁଯୋଗ ମିଳିବ । ଯୋଗ୍ୟ କର୍ମଚାରୀମାନେ ପ୍ରମୋସନ ଅଦାଲତରେ ଆବେଦନ କରିପାରିବେ ।…
ଜାତିଭିତ୍ତିକ ଜନଗଣନା ପ୍ରସଙ୍ଗରେ କେନ୍ଦ୍ର କ୍ୟାବିନେଟ ସଚିବଙ୍କୁ ମୁଖ୍ୟ ଶାସନ ସଚିବଙ୍କ ଚିଠି
ଭୁବନେଶ୍ୱର, ୧୫ା୧(ଓଡ଼ିଶା ଭାସ୍କର): ଜାତିଭିତ୍ତିକ ଜନଗଣନା ପ୍ରସଙ୍ଗକୁ ନେଇ କେନ୍ଦ୍ର କ୍ୟାବିନେଟ ସଚିବଙ୍କୁ ବୁଧବାର ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଚିଠି ଲେଖିଛନ୍ତି । ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି…
Indian Foreign Minister meets PM and NSA Doval
New Delhi, 15/1: Iran Finance Minister Javad Zarif meets Prime Minister Narendra Modi and NSA Ajit Doval on Wednesday. Iran FM Javad Zarif reached India on Tuesday. Javad discussed…
ମୋ ସରକାରରେ ସାମିଲ ହେଲା ଏସସି/ଏସଟି ବିଭାଗ
ଭୁବନେଶ୍ୱର, ୧୫ା୧(ଓଡ଼ିଶା ଭାସ୍କର): ମୋ ସରକାରରେ ସାମିଲ ହୋଇଛି ଏସସି/ଏସଟି ବିଭାଗ । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏହି ବିଭାଗକୁ ବୁଧବାର ମୋ ସରକାରରେ ସାମିଲ କରାଯାଇଥିବା ବିଷୟ…
ମହିଳା ଉଦ୍ୟୋଗୀକରଣ କମିଟି ଉଦଘାଟନ୍ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୫ ।୧(ଓଡିଶା ଭାସ୍କର): ଆଇସିସିର ମହିଳା ଉଦ୍ୟୋଗୀକରଣ କମିଟି ଉଦଘାଟିତ ହୋଇଯାଇଛି । ମହିଳା ଉଦ୍ୟୋଗୀକରଣ କମିଟିକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉତ୍ସବରେ ମୁଖ୍ୟମନ୍ତ୍ରୀ ନିଜର…
ଡିଏସପି ଦେବିନ୍ଦର ସିଂହଙ୍କୁ ବହିଷ୍କାର
ନୂଆଦିଲ୍ଲୀ,୧୫ ।୧: ଜାମ୍ମୁ-କାଶ୍ମୀରରୁ ହିଜବୁଲ ଆତଙ୍କବାଦୀଙ୍କ ସହ ଜଣେ ଡିଏସପି ଗିରଫ ହେବା ଘଟଣାରେ ଡିଏସପି ଦେବିନ୍ଦର ସିଂହଙ୍କୁ ବହିଷ୍କାର କରାଯାଇଛି । ଦେବିନ୍ଦରଙ୍କୁ ବହିଷ୍କାର କରିବାକୁ ଗୃହ ମନ୍ତ୍ରାଳୟ ଦାବି…
ଆସନ୍ତାକାଲି ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୧୫ା୧(ଓଡ଼ିଶା ଭାସ୍କର): ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଗସ୍ତରେ ଯିବେ । ସେ ପୁରୀରେ ଶ୍ରୀଜିଉଙ୍କ ଦର୍ଶନ କରିବେ । ସେଠାରେ ଦର୍ଶନ କରିବା ସହ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ…
ନିର୍ଭୟା ମାମଲା, ମୁକେଶର ଡ଼େଥ ୱାରେଣ୍ଟରେ ରୋକ ଲଗାଇବାକୁ ମନାକଲେ ଦିଲ୍ଲୀ ହାଇକୋର୍ଟ
ନୂଆଦିଲ୍ଲୀ, ୧୫ା୧: ନିର୍ଭୟା ଦୋଷୀଙ୍କୁ ଫାଶୀରେ ବିଳମ୍ବ ହୋଇପାରେ ବୋଲି ସୂଚନା ମିଳିଛି । ଜାନୁଆରୀ ୨୨ରେ ଫାଶୀ ଦିଆଯାଇ ନପାରେ । କ୍ଷମା ଆବେଦନ ନିଷ୍ପତ୍ତି ପରେ ଦୋଷୀଙ୍କୁ ୧୪ଦିନ ମିଳିବ । ଏନେଇ ଏଏସଜି ଓ ଦିଲ୍ଲୀ…
ଶାରଦା ମାଇନ୍ସକୁ ମିଳିଲା ଅନୁମତି
ଭୁବନେଶ୍ୱର,୧୫ ।୧(ଓଡିଶା ଭାସ୍କର): ଓଡିଶାରେ ଶାରଦା ମାଇନ୍ସକୁ ଖଣି ଉତ୍ତୋଳନ ପାଇଁ ମିଳିଛି ଅନୁମତି । ୯୩୩ କୋଟି ଟଙ୍କାର ଜରିମାନା ଦେବା ପରେ ଏହି ଅନୁମତି ମିଳିଛି । ସିଜେଆଇ ଅଧ୍ୟକ୍ଷତାରେ ଗଠିତ ହୋଇଥିବା ୩ ଜଣିଆ…