Browsing Category

Breaking News

ପୁରୀ ଯାତ୍ରା ପଡ଼ିଲା ମହଙ୍ଗା, ନିଲମ୍ବିତ ଆଇଆଇସିଙ୍କ ବିରୋଧରେ ମାମଲା ରୁଜୁ

ବଡ଼ଚଣା, ୨୧ା୪(ଓଡ଼ିଶା ଭାସ୍କର): ବଡ଼ଚଣା ଥାନା ଆଇଆଇସିଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ତାଙ୍କ ବିରୋଧରେ ବଡ଼ଚଣା ଥାନାରେ ମାମଲା ରୁଜୁ ହୋଇଛି । ସେ ଆଇନ ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ ତାଙ୍କ ବିରୋଧରେ ମାମଲା ରୁଜୁ…

ଦୁବାଇ ଫେରନ୍ତା ଯୁବକଠାରୁ ୨୮ ଜଣଙ୍କୁ ବ୍ୟାପିଲା କରୋନା

କରୋନା ଭାଇରସ୍ କିପରି ଗୋଟିଏ ଲୋକଠାରୁ ଅଧିକ ଲୋକଙ୍କୁ ସଂକ୍ରମଣ କରୁଛି, ତାହାର ଏକ ଜ୍ୱଳନ୍ତ ଉଦାହରଣ ନାଳନ୍ଦାରେ ଦେଖିବାକୁ ମିଳିଛି । ସୋମବାର ବିହାରଶରୀଫ ହୋଟେଲରେ କ୍ୱାରେଣ୍ଟାଇନରେ ରହିଥିବା ୧୭ ଲୋକଙ୍କ ରିପୋର୍ଟ…

ସାରା ବିଶ୍ୱ କରୋନାରେ ଚିନ୍ତିତ ଥିବା ବେଳେ ସବୁଠାରୁ ବଡ ଫୁଟବଲ ଷ୍ଟାଡିୟମ ପ୍ରସ୍ତୁତିରେ ଲାଗିଛି ଚୀନ୍

ବର୍ତ୍ତମାନ ସମୟରେ ସାରା ବିଶ୍ୱ କରୋନା ଭାଇରସ ଯୁଦ୍ଧରେ ଲଢେଇ କରୁଥିବା ବେଳେ ଚୀନ୍ ଏକ ନୂଆ ପ୍ରୋଜେକ୍ଟ ପ୍ରସ୍ତୁତିରେ ଲାଗିପଡିଛି । ବିଶ୍ୱର ସବୁଠାରୁ ବଡ ଫୁଟବଲ ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ଆରମ୍ଭ କରିସାରିଛି…

ତିନି ଜିଲ୍ଲାରେ କଣ୍ଟେନମେଣ୍ଟ ଜୋନ ତଦାରଖ ନିର୍ଦ୍ଦେଶ ସହ ରାପିଡ଼ ରେସପନ୍ସ ଟିମ୍ ଗଠିତ

ଭୁବନେଶ୍ୱର, ୨୧ା୪(ଓଡ଼ିଶା ଭାସ୍କର): ତିନି ଜିଲ୍ଲାର କଣ୍ଟେନମେଣ୍ଟ ଜୋନ ତଦାରଖ ନିର୍ଦ୍ଦେଶ ଦିଆଯାଇଛି । ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାକୁ ତଦାରଖ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବରିଷ୍ଠ ସ୍ୱାସ୍ଥ୍ୟ…

ଆସିଲା ୫ନୂଆ ଆକ୍ରାନ୍ତଙ୍କ ତଥ୍ୟ

ଭୁବନେଶ୍ୱର, ୨୧ା୪(ଓଡ଼ିଶା ଭାସ୍କର): ଆଜି ସକାଳେ ଚିହ୍ନଟ ହୋଇଥିବା ୫ନୂଆ ଆକ୍ରାନ୍ତଙ୍କ ତଥ୍ୟ ଦେଇଛନ୍ତି ସରକାର । ୫ଆକ୍ରାନ୍ତଙ୍କ ମଧ୍ୟରେ ୨ମହିଳା, ୨ଜଣ ପୁରୁଷ ଥିବା ବେଳେ ଜଣେ ନାବଳକ ରହିଛି । ସବୁ ଆକ୍ରାନ୍ତଙ୍କ ବୟସ…

ଭୁବନେଶ୍ୱରରେ ସାମ୍ବାଦିକଙ୍କୁ କରୋନା !

ଭୁବନେଶ୍ୱର:୨୧ ।୪ :(ଓଡିଶା ଭାସ୍କର): ଭୁବନେଶ୍ୱରରେ ସାମ୍ବାଦିକଙ୍କୁ କରୋନା । ଗତକାଲି ରାଜଧାନୀ ଭୁବନେଶ୍ୱରରେ ୧୪୭ ଜଣ ମିଡିଆ କର୍ମୀଙ୍କ ରାପିଡ ଟେଷ୍ଟ କରାଯାଇଥିଲା । ଯେଉଁଥିରୁ ଜଣେ ସମ୍ବାଦିକ ପଜେଟିଭ ଥିବା…

ଚୀନକୁ ବାୟ ବାୟ ,୧୦୦୦ କମ୍ପାନୀ ଭାରତ ମୁହାଁ

ଭୁବନେଶ୍ୱର:୨୧ ।୪ :(ଓଡିଶା ଭାସ୍କର):କୋରୋନା ପାଇଁ ଏବେ ସଂକଟରେ ବିଶ୍ୱ। ଆଉ ଏଇଥି ପାଇଁ ସମଗ୍ର ବିଶ୍ୱର ବିକାଶଶୀଳ ରାଷ୍ଟ୍ର ଗୁଡ଼ିକ ଚୀନ ଠାରୁ ମୁହଁ ମୋଡ଼ିବା ଆରମ୍ଭ କଲେଣି। ପ୍ରାରମ୍ଭିକ ପର୍ୟ୍ୟାୟରେ ଜାପାନ ଓ…

ବାଲେଶ୍ୱରର ୫ ନୁଆ ଆକ୍ରାନ୍ତ

ଭୁବନେଶ୍ୱର:୨୧ ।୪ : (ଓଡିଶା ଭାସ୍କର): ରାଜ୍ୟରେ ଆଜି ଚିହ୍ନଟ ହୋଇଥିବା ଆଉ ୫ କରେନା ଆକ୍ରାନ୍ତଙ୍କ ବାବଦରେ ତଥ୍ୟ ମିଳିଛି । ଏହି ୫ ଜଣ ଯାକ ବାଲେଶ୍ୱରର । ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ଏହି ସୂଚନା ମିଳିଛି ।…