Browsing Category

Breaking News

ମୁକୁଳା ଡ୍ରେନରେ ପଡି ଯୁବକଙ୍କ ମୃତ୍ୟୁ

ପୁରୀ- ଜଗନ୍ନାଥ କ୍ଷେତ୍ରରେ ମୁକୁଳା ସାଜିଛି ମରଣ ଯନ୍ତା । ମୁକୁଳା ଡ୍ରେନରେ ପଡି ଜଣେ ଯୁବକଙ୍କ ମୃତ୍ୟୁ । କୁମ୍ଭାରପଡା ଥାନା ଅଞ୍ଚଳରେ ଘଟିଲା ଅଘଟଣ । ଡ୍ରେନ ଘୋଡା ଯାଇ ନ ଥିବାରୁ ଡ୍ରେନରେ ପଡି ଯୁବକଙ୍କ ମୃତ୍ୟୁ…

(Breaking) ନୂଆ ବର୍ଷରୁ ଆରମ୍ଭ ହେବ ପାର୍ଟ ପ୍ଲଟ ବିକ୍ରି, କହିଲେ ରାଜସ୍ୱ ମନ୍ତ୍ରୀ

ଭୁବନେଶ୍ୱର- ରାଜସ୍ୱ ମନ୍ତ୍ରୀଙ୍କ ବଡ ବୟାନ ଆସିଲା ପ୍ଲଟିଂକୁ ନେଇ । ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ଆସନ୍ତା ଜାନୁଆରୀ ମାସରୁ ପାର୍ଟ ପ୍ଲଟ ବିକ୍ରି ଆରମ୍ଭ ହୋଇଯିବ । ଏହାକୁ ନେଇ ବିଜେପି ସରକାର କାମ…

ପ୍ରଥମେ ଲିଫ୍ଟ ବାହାନା ପରେ ନିଶା ଦେଇ ବେହୋସ୍, ବୃଦ୍ଧଙ୍କ ଆଖି ତାଡିନେଲେ !

ଭୁବନେଶ୍ବର: ବଲାଙ୍ଗୀରରୁ ସାମ୍ନାକୁ ଆସିଛି ଅଭାବନୀୟ ଘଟଣା  । ରାସ୍ତାରେ ଚାଲିଚାଲି ଯାଉଥିବା ବୃଦ୍ଧକୁ ଅଟକାଇ ନିଶା ଦେଇ ଆଖି ତାଡିଦେଇଥିବା ଅଭିଯୋଗ ହୋଇଛି । ବଲାଙ୍ଗିର ଲୋଇସିଂହା ଥାନା ଏନଏଚ ୨୬ ଲୋଇସିଂହା ପେଟ୍ରୋଲ…

ସତ ହେବ ତ ଯୋଜନା ? କୁକୁର ବଂଶବୃଦ୍ଧି ରୋକିବା ପାଇଁ ଅଣ୍ଟା ଭିଡିଲା BMC

ଭୁବନେଶ୍ବର: ଖୁବ୍‌ଶୀଘ୍ର ଭୁବନେଶ୍ୱରରେ ଆରମ୍ଭ ହେବ କୁକୁର ବନ୍ଧ୍ୟାକରଣ । ଆଉ ଭୋଗିବାକୁ ପଡିବନି ସମସ୍ୟା । କୁକୁର ଆତଙ୍କ ବଢ଼ିଥିବା ସ୍ୱୀକାର କରିବା ସହିତ ଏନେଇ ଘୋଷଣା କରିଛନ୍ତି ଭୁବନେଶ୍ବର ମେୟର ସୁଲୋଚନା ଦାସ ।…

Bill Clinton Hospitalized: ବିଗିଡିଲା Bill Clintonଙ୍କ ସ୍ବାସ୍ଥ୍ୟବସ୍ଥା, ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ: ହସ୍ପିଟାଲରେ ଭର୍ତ୍ତି ହେଲେ ଆମେରିକାର ପୂର୍ବତନ ରାଷ୍ଚ୍ରପତି ବିଲ୍ କ୍ଲିଣ୍ଟନ । ପ୍ରବଳ ଜ୍ବର ହେତୁ ଓ୍ବାଶିଂଟନ ଡିସି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବିଲ୍ କ୍ଲିଣ୍ଟନଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର…

ବ୍ରାଜିଲରେ ୩ ଦିନରେ ତୃତୀୟ ବଡ଼ ଦୁର୍ଘଟଣା, ଭୁଶୁଡିପଡ଼ିଲା ୨ ରାଜ୍ୟକୁ ସଂଯୋଗ କରୁଥିବା ବ୍ରିଜ୍: ଦୁଇ ମୃତ, ଡଜନେ ନିଖୋଜ

ବ୍ରାଜିଲର ଦୁଇଟି ଉତ୍ତର ରାଜ୍ୟକୁ ସଂଯୋଗ କରୁଥିବା ଏକ ବ୍ରିଜ ଭୁଶୁଡ଼ିବା ପରେ ଅତିକମରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଏକ ଡଜନ ଲୋକ ନିଖୋଜ ଅଛନ୍ତି । ସୋମବାର ପୋଲିସ ଏହି ସୂଚନା ଦେଇଛି । ସଲଫୁରିକ୍ ଏସିଡ୍ ଲିକ୍…

ଗ୍ରାହକଙ୍କୁ ଝଟକା ! ବଢିବ ବିଜୁଳି ଦର, ଜାଣନ୍ତୁ ୟୁନିଟ ପିଛା କେତେ ବଢାଇବାକୁ ଦିଆଯାଇଛି ପ୍ରସ୍ତାବ ?

ଭୁବନେଶ୍ବର: ନୂଆବର୍ଷ ପୂର୍ବରୁ ଉପଭୋକ୍ତାଙ୍କୁ ଲାଗିପାରେ ଝଟକା । ୨୦୨୫-୨୬ ଆର୍ଥିକ ବର୍ଷରୁ ବଢ଼ିପାରେ ବିଦ୍ୟୁତ ଶୁଳ୍କ । ଆସନ୍ତା ଆର୍ଥିକ ବର୍ଷ ଠାରୁ ଗ୍ରୀଡକୋ ପକ୍ଷରୁ ବିଜୁଳି ୟୁନିଟ୍ ପିଛା ୫୪ ପଇସା ବୃଦ୍ଧି ନେଇ…

(Video) ହାଇଓ୍ବେରେ ଛାତିଥରା ଘଟଣା, 2 ବ୍ୟକ୍ତିଙ୍କୁୁ 300 ମିଟର ଘୋଷାଡି ଦେଲା ଟ୍ରକ ଡ୍ରାଇଭର

ନୂଆଦିଲ୍ଲୀ: ଉତ୍ତରପ୍ରଦେଶରୁ ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି । 2 ଜଣ ବ୍ୟକ୍ତିଙ୍କୁ ଏକ ଟ୍ରକ 300 ମିଟର ଘୋଷାଡି ନେଇଥିବା ଦେଖାଯାଇଛି । ରବିବାର ରାତିରେ ଏହି ଘଟଣା ଘଟିଥିବା ନେଇ କୁହାଯାଇଥିବା ବେଳେ ଏହାର…

ଗ୍ରାହକଙ୍କ ପାଇଁ ବଡ ଆଶ୍ୱସ୍ତି : ପୁଣି ଚାଲିବ 10 ଟଙ୍କିଆ ରିଚାର୍ଜ ପ୍ଲାନ, ଭଏସ୍ କଲ୍-ମେସେଜ ପାଇଁ ସ୍ବତନ୍ତ୍ର ପ୍ଲାନ

ନୂଆଦିଲ୍ଲୀ: ମୋବାଇଲ୍ ବ୍ୟବହାରୀଙ୍କ ପାଇଁ ବଡ଼ ଆଶ୍ବସ୍ତି । ଟାରିଫ୍ ନିୟମରେ ସଂଶୋଧନ ଆଣିଲା TRAI (Telecom Regulatory Authority of India) । ଭଏସ୍ କଲ୍ ଓ SMS ପାଇଁ ସ୍ବତନ୍ତ୍ର ପ୍ଲାନ ଆଣିବାକୁ ନିର୍ଦ୍ଦେଶ …

ମନାଲିରେ ପ୍ରବଳ ବରଫ ବର୍ଷା… ଫସିରହିଲା 1000ରୁ ଅଧିକ ଗାଡି, ଛାନିଆ ପର୍ଯ୍ୟଟକ

ନୂଆଦିଲ୍ଲୀ: ହିମାଚଳପ୍ରଦେଶରେ ବରଫ ବର୍ଷା ଜାରି ରହିଛି । ପ୍ରକୃତିର ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ଯାଇ ଫସିଲେ ପର୍ଯ୍ୟଟକ । ମନାଲିରେ ବରଫ ବର୍ଷା ଯୋଗୁଁ ଶହଶହ ପର୍ଯ୍ୟଟକ ଫସିରହିଥିବା ସୂଚନା ରହିଛି । ସୋଲାଙ୍ଗରୁ ଅଟଳ…