Browsing Category

Breaking News

ପ୍ଲେ ସ୍କୁଲ ଟଏଲେଟରେ ମିଳିଲା ‘ସ୍ପାଇ କ୍ୟାମେରା’, ବଲ୍‌ବ ହୋଲ୍ଡରରେ ଲୁଚିଥିଲା

ନୂଆଦିଲ୍ଲୀ: ପ୍ଲେ ସ୍କୁଲର ଶୌଚାଳୟରେ ଲାଗିଥିବା ବଲ୍‌ବ ହୋଲ୍ଡରରେ ସ୍ପାଇ କ୍ୟାମେରା ମିଳିବା ଘଟଣା ସାମ୍ନାକୁ ଆସିଛି । ପୋଲିସ ମାମଲା ରୁଜୁ କରି ସ୍କୁଲର ନିର୍ଦ୍ଦେଶକ ନବନୀଶ ସହାୟଙ୍କୁ ଗିରଫ କରିଛି । ଯାଞ୍ଚ ସମୟରେ…

ଠକେଇ ଅଭିଯୋଗରେ ବିଜେଡି ନେତ୍ରୀଙ୍କ ଭାଇଙ୍କ ଘରେ ଇଡି ଚଢ଼ାଉ

ଭୁବନେଶ୍ୱର: ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ଭାଇଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସୁଛି । ଠକେଇ ମାମଲାରେ ପ୍ରମିଳାଙ୍କ ଭାଇ କ୍ଷୀରୋଦ ମଲ୍ଲିକଙ୍କ ଘରେ ଇଡି ବଡ଼ଧରଣର ଚଢ଼ାଉ କରିଥିବା ଜଣାପଡ଼ିଛି । ତାଙ୍କ…

ସ୍ମୃତି ମନ୍ଧାନା ଭାଙ୍ଗିଲେ ୱାର୍ଲଡ୍ ରେକର୍ଡ, T20Iରେ ସମସ୍ତ ପ୍ଲେୟର୍ସଙ୍କୁ ପଛରେ ପକାଇ ହାସଲ କଲେ ସିଂହାସନ

ନୂଆଦିଲ୍ଲୀ: ସ୍ମୃତି ମନ୍ଧାନା ସାନଦାର ଫର୍ମରେ ଚାଲିବା ସହ ୱେଷ୍ଟଇଣ୍ଡିଜ ବିପକ୍ଷ ଟି୨୦ ସିରିଜରେ ବହୁ ରନ୍ ହାସଲ କରିଛନ୍ତି । ଏପର୍ଯ୍ୟନ୍ତ ସିରିଜର ୨ଟି ମୁକାବିଲା ହୋଇସାରିଛି ଏବଂ ଦୁଇଟି ମ୍ୟାଚରେ ହିଁ ମନ୍ଧାନା…

କଲବଲ କରୁଛି ଶୀତ, ଝରଣା-ପୋଖରୀରେ ଜମିଲାଣି ବରଫ, ସୂଚନା ଜାରି କଲା IMD

ନୂଆଦିଲ୍ଲୀ: ଉତ୍ତର ଏବଂ ପୂର୍ବ ଭାରତର ଅନେକ ଅଞ୍ଚଳରେ ପ୍ରବଳ ଶୀତ ଜାରି ରହିଛି । ଦିଲ୍ଲୀ-ଏନସିଆରରେ ଥଣ୍ଡାର ବୃଦ୍ଧି ଲୋକମାନଙ୍କୁ ଅସୁବିଧାରେ ପକାଇଛି । ଥଣ୍ଡାରୁ ବର୍ତ୍ତିବା ପାଇଁ ଅଭାବୀ ଲୋକେ ଅଶ୍ରୟସ୍ଥଳୀରେ ରାତି…

(Video) ଓଡ଼ିଶାରେ ପୁଣି ଭୂକମ୍ପ: ଭୟଙ୍କର ଶବ୍ଦରେ ଥରିଲା ରାଜ୍ୟର ଏକାଧିକ ଅଞ୍ଚଳ, ଭୟରେ ଦୌଡ଼ିଲେ ଲୋକେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ରାଜ୍ୟର ଏକାଧିକ ସ୍ଥାନରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ପୁଣି ଭୟଙ୍କର ଶବ୍ଦରେ ଥରି ଉଠିଛି ଓଡ଼ିଶାର ମାଟି । ପୁଣି ଥରେ ଓଡ଼ିଶାର ଏକ ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି । ଭୟଙ୍କର…

କର୍ଣ୍ଣାଟକର ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ରାଜ୍ୟପାଳଙ୍କ ବଦଳରେ କୁଳପତି ହେବେ ମୁଖ୍ୟମନ୍ତ୍ରୀ

ବେଙ୍ଗାଲୁର: ବିଶ୍ୱବିଦ୍ୟାଳୟଗୁଡ଼ିକରେ କୁଳପତି ପଦରେ ରାଜ୍ୟପାଳଙ୍କ ବଦଳରେ ମୁଖ୍ୟମନ୍ତ୍ରୀଙ୍କୁ ବଦଳାଇବାରେ କର୍ଣ୍ଣାଟକ ଅନ୍ୟତମ ରାଜ୍ୟ ପାଲଟିଛି। ପୂର୍ବରୁ କେରଳ, ତାମିଲନାଡୁ ଓ ଗୁଜରାଟରେ ମଧ୍ୟ ସମାନ ବ୍ୟବସ୍ଥା…

ଅଷ୍ଟ୍ରେଲିଆର ଯଦି ଗୋଟିଏ ଭୁଲ୍ କରିବ, ତେବେ ଟିମ୍ ଇଣ୍ଡିଆ ତୃତୀୟ ଟେଷ୍ଟ ସହଜରେ ଜିତିଯିବ! କ’ଣ ସେହି ନିୟମ

ନୂଆଦିଲ୍ଲୀ: ବର୍ଡର-ଗାଭାସ୍କର ଟ୍ରଫିରେ ବର୍ତ୍ତମାନ ସ୍ଥିତି ୧-୧ରେ ବରାବର ରହିଥିବା ବେଳେ ବ୍ରିସବେନର ଗାବା ଷ୍ଟାଡିୟମରେ ଖେଳାଯାଉଥିବା ତୃତୀୟ ଟେଷ୍ଟରେ ଭାରତ ବ୍ୟାକଫୁଟରେ ରହିଛି । ଅନ୍ୟପକ୍ଷରେ ଚତୁର୍ଥ ଦିନ ଷ୍ଟମ୍ପ…

ଭୟଙ୍କର ଶବ୍ଦରେ ଥରିଲା ଓଡ଼ିଶାର ମାଟି: ଭୂକମ୍ପ ଭୟରେ ଘରୁ ବାହାରି ଆସିଲେ କଳାହାଣ୍ଡି ଜିଲ୍ଲାବାସୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁଣି ଭୟଙ୍କର ଶବ୍ଦରେ ଥରି ଉଠିଛି ଓଡ଼ିଶାର ମାଟି । ପୁଣି ଥରେ ଓଡ଼ିଶାର ଏକ ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି । ଭୟଙ୍କର ଶବ୍ଦ ଶୁଣି ଲୋକମାନେ ଭୟରେ ଘରୁ ବାହାରକୁ ପଳାଇ ଆସିଥିଲେ ।…

IAS ସ୍ତରରେ ଅଦଳବଦଳ: ବିଷ୍ଣୁପଦ ସେଠୀଙ୍କୁ ମିଳିଲା ନୂଆ ଦାୟିତ୍ୱ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସର୍ବଭାରତୀୟ ପ୍ରଶାସନିକ ସେବା (ଆଇଏଏସ) ସ୍ତରରେ ରାଜ୍ୟ ସରକାର ଏକ ଛୋଟ ଧରଣର ଅଦଳବଦଳ କରିଛନ୍ତି । ୩ ଜଣ ଆଇଏଏସ୍ ଅଧିକାରୀଙ୍କ ବଦଳି କରି ନୂଆ ସ୍ଥାନରେ ନିଯୁକ୍ତି ଦେଇଛନ୍ତି ରାଜ୍ୟ…

ନୂଆଦିଲ୍ଲୀ ସମେତ ଦେଶର ୧୭ଟି ସହରରେ ୫ଜି ସେବା ଆରମ୍ଭ କଲା ଭୋଡାଫୋନ୍ ଆଇଡିଆ

ନୂଆଦିଲ୍ଲୀ: ଭୋଡାଫୋନ୍ ଆଇଡିଆ (Vi) ଭାରତରେ ୫ଜି ସେବା ଆରମ୍ଭ କରିଛି | ଏକ ରିପୋର୍ଟ ମାଧ୍ୟମରେ ଏହି ସୂଚନା ସାମ୍ନାକୁ ଆସିଛି। ଟେଲିକମ୍ ସେବା ପ୍ରଦାନକାରୀ କମ୍ପାନୀ ବେଙ୍ଗାଲୁରୁ, ଚେନ୍ନାଇ, କୋଲକାତା, ମୁମ୍ବାଇ ଏବଂ…