
Browsing Category
ବାଣିଜ୍ୟ
ଅଫରକୁ ଦେଖି ଗ୍ରାହକଙ୍କର ନିଦ ହଜିଗଲା! ୩ ମାସ ପାଇଁ ମିଳୁଛି ମାଗଣା ଇଣ୍ଟରନେଟ୍ ସେବା
ନୂଆଦିଲ୍ଲୀ: ବର୍ତ୍ତମାନର ଡିଜିଟାଲ ଜମାନାରେ ସମସ୍ତଙ୍କ ପାଇଁ ଇଣ୍ଟରନେଟ ସେବା ବେଶ୍ ଜରୁରୀ ହୋଇ ପଡ଼ିଛି । ବିଶେଷ କରି ଲୋକମାନେ ହ୍ୱାଟସଆପ, ଫେସବୁକ, ଇନଷ୍ଟାଗ୍ରାମ, ୟୁଟ୍ୟୁବ ପରି ଏକାଧିକ ସୋସିଆଲ ମିଡ଼ିଆ…
ଏବେ ଘର ତିଆରି କାରିବା ଆହୁରି କଷ୍ଟ: ବଢ଼ିଲା ଇଟା, ସିମେଣ୍ଟ ଓ ଲୁହା ରଡର ମୂଲ୍ୟ
ନୂଆଦିଲ୍ଲୀ: ଘର ନିର୍ମାଣ କରୁଥିବା ଲୋକମାନେ ମୁଦ୍ରାସ୍ଫୀତି ଯୋଗୁଁ କେବଳ ସିମେଣ୍ଟ ଏବଂ ବାଲି କିଣୁନାହାଁନ୍ତି ବରଂ ଲୁହା ମଧ୍ୟ କିଣୁଛନ୍ତି । ଇଟା ଏବଂ ସିମେଣ୍ଟ ସମେତ ନିର୍ମାଣ ସାମଗ୍ରୀ ଉପରେ ସର୍ବାଧିକ…
ଇରାନ୍ର କ୍ଷେପଣାସ୍ତ୍ର ଚେତାବନୀ ପରେ ବଢ଼ିଲା ତୈଳ ଦର; ହୁଲସ୍ତୁଲ ହେଲାଣି ଅନ୍ତର୍ଜାତୀୟ ବଜାର
ନୂଆଦିଲ୍ଲୀ: ଇସ୍ରାଏଲ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରିବାକୁ ଇରାନ ପ୍ରସ୍ତୁତି ଚଳାଇଛି ବୋଲି ଆମେରିକା ଅଧିକାରୀମାନେ କହିଛନ୍ତି । ଏହି ଖବର ସାମ୍ନାକୁ ଆସିବା ପରେ ଅନ୍ତର୍ଜାତୀୟ ବଜାରରେ ତୈଳ ଦରରେ ବୃଦ୍ଧି ଘଟିଛି ।…
୧୦୨ କିଲୋମିଟର ମାଇଲେଜ୍ ଦେଉଛି ଏହି ବାଇକ୍; ଜବରଦସ୍ତ ଲୁକ୍ ସହ ଦମଦାର୍ ଷ୍ଟାଇଲ
ମୁମ୍ୱାଇ: ନିକଟରେ ବଜାରରେ ସିଏନ୍ ଜି ବାଇକ୍ ଲଞ୍ଚ କରିଛି ବଜାଜ। କମ୍ ଖର୍ଚ୍ଚରେ ଅଧିକ ଦୂରତା ଯାତ୍ରା କରିବାକୁ ଚାହୁଁଥିବା ଲୋକଙ୍କୁ ଦୃଷ୍ଟିରେ ରଖି ଏହି ମୋଟରସାଇକେଲକୁ ଡିଜାଇନ୍ କରାଯାଇଛି। ଏହି ବଜାଜ ଫ୍ରିଡମ୍ ୧୨୫…
ଗୋଲ୍ଡରେ ନିବେଶ ପାଇଁ ଫୋନ ପେ’ ଲଞ୍ଚ କଲା ନୂଆ ପ୍ଲାନ୍ ‘ଡେଲି ସେଭିଙ୍ଗସ୍’: ସୁନା ଦର ୧ ଲକ୍ଷ ଟପିବା ନେଇ ଆକଳନ କଲେ ବିଶେଷଜ୍ଞ
ନୂଆଦିଲ୍ଲୀ: ଆପଣମାନେ ଯଦି ସୁନାରେ ନିବେଶ କରିବାକୁ ଚାହୁଁଛନ୍ତି ତେବେ ଏନେଇ ଆସିଛି ଏକ ବଡ଼ ଖବର । ନିକଟରେ ସୁନା ଦର ଅହେତୁକ ଭାବେ ବୃଦ୍ଧି ପାଇଥିବା ବେଳେ ଆଗାମୀ ଦିନରେ ମଧ୍ୟ ତାହା ଜାରି ରହିପାରେ । ଗତ ମାସ ୨୧…
ଦଶହରା ପୂର୍ବରୁ କମିଲା ସୁନା-ରୂପା ଦର, ବଢିଲା ବିକ୍ରି, ଜାଣନ୍ତୁ ତାଜା ରେଟ୍
ନୂଆଦିଲ୍ଲୀ: ସୁନା ମଙ୍ଗଳବାର ଦିନ ଆହୁରି ଶସ୍ତା ହୋଇଯାଇଛି। ଆଜି ୨୪ କ୍ୟାରେଟ ସୁନାର ମୂଲ୍ୟ ୩୩୦ ଟଙ୍କା ହ୍ରାସ ପାଇ ୧୦ ଗ୍ରାମ ପିଛା ୭୬ ହଜାର ୯୧୦ ଟଙ୍କା ହୋଇଛି। ରିପୋର୍ଟ ମୁତାବକ, ୨୨ କ୍ୟାରେଟ ସୁନାର ମୂଲ୍ୟ ୧…
ମେକ ଇନ ଓଡିଶାରେ ବିଦେଶୀ ନିବେଶକଙ୍କୁ ସାମିଲ ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ଯିବେ ଦିଲ୍ଲୀ
ଭୁବନେଶ୍ୱର: ମେକ ଇନ ଓଡିଶା କନକ୍ଲେଭ ଉକ୍ରର୍ଷ ୨୦୨୫ ପ୍ରସ୍ତୁତି ପାଇଁ ଦିଲ୍ଲୀ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଦୁଇଦିନିଆ ଦିଲ୍ଲୀ ଗସ୍ତ କାଳରେ ଦିଲ୍ଲୀରେ ସେ ମେକ ଇନ ଓଡିଶା ଭିଜନରେ ନିବେଶକଙ୍କ ସହ କରିବେ…
ଏହି ଦିନ ଚାଷୀଙ୍କ ଆକାଉଣ୍ଟକୁ ଆସିବ ପିଏମ କିଷାନର ୧୮ତମ କିସ୍ତି, ଏପରି କରନ୍ତୁ e-KYC
ନୂଆଦିଲ୍ଲୀ : ଚାଷୀଙ୍କ ପାଇଁ ଆସିଛି ଖୁସି ଖବର। ଆସନ୍ତା ଅକ୍ଟୋବର ୫ରେ ଚାଷୀଙ୍କୁ ମିଳିବ ପିଏମ୍ କିଷାନ ଟଙ୍କା। ମହାରାଷ୍ଟ୍ରରୁ ପ୍ରଧାନମନ୍ତ୍ରୀ ମୋଦି ଚାଷୀଙ୍କ ଆକାଉଣ୍ଟକୁ ପଠାଇବେ ଯୋଜନାର ୧୮ ତମ କିସ୍ତି। ୯ କୋଟି…
ଆଜିଠୁ ମହଙ୍ଗା ହେଲା LPG ସିଲିଣ୍ଡର ମୂଲ୍ୟ, ପାର୍ବଣ ପୂର୍ବରୁ ଦେଲା ଝଟକା
ନୂଆଦିଲ୍ଲୀ: ଏଲପିଜି ସିଲିଣ୍ଡରର ନୂଆ ହାର ଆଜି ଅକ୍ଟୋବର ୧ ରେ ଜାରି କରାଯାଇଛି । ଦଶହରା ଏବଂ ଦିୱାଲୀ ଭଳି ପର୍ବ ପୂର୍ବରୁ ଗ୍ରାହକଙ୍କୁ ମହଙ୍ଗା ଝଟକା ଲାଗିଛି । କମର୍ସିଆଲ ଏଲପିଜି ସିଲିଣ୍ଡରର ମୂଲ୍ୟ ପ୍ରାୟ ୫୦…
ଆଜି ଯାଏଁ ମାଟି ତଳୁ କେତେ ସୁନା ବାହାରିଲାଣି, ଆଉ କେତେ ଅଛି?
ନୂଆଦିଲ୍ଲୀ: ଦିନକୁ ଦିନ ବୃଦ୍ଧି ପାଉଛି ସୁନା ଦର । ସୁନାରେ ନିର୍ମିତ ଅଳଙ୍କାକୁ ନେଇ ସାରା ବିଶ୍ୱରେ ବିଶେଷ ମହତ୍ତ୍ୱ ରହିଥାଏ, ବିଶେଷ କରି ବିବାହ ଭଳି ଅବସରରେ । ଗରିବରୁ ଧନୀ ପର୍ଯ୍ୟନ୍ତ ସମସ୍ତେ ବିବାହରେ ସୁନାରେ…