Browsing Category
ବାଣିଜ୍ୟ
DOT BIG ACTION: ୨୪ ହଜାରୁ ଅଧିକ ମୋବାଇଲ ନମ୍ବରକୁ କରାଯାଇଛି ସସ୍ପେଣ୍ଡ, ଆପଣଙ୍କ ନମ୍ବର ଅଛି କି ତାଲିକାରେ ଦେଖି ନିଅନ୍ତୁ…..
ଓଡିଶା ଭାସ୍କର: ଭାରତରେ ଦିନକୁ ଦିନ ସାଇବର ରାକ୍ଷସର ମାୟାଜାଲର ଚେର ବଢି ବଢି ଚାଳିଛି । ସାଇବର ଠକ କେଇ ସେକେଣ୍ଡେରେ ସହଜରେ ଲୋକଙ୍କୁ ଠକି କୋଟି କୋଟି ଟଙ୍କା ରୋଜଗାର କରୁଛି । ଏହାକୁ ନଜରରେ ରଖି ଦୂର ସଂଚାର ବିଭାଗ…
ଖାଉଟିଙ୍କ ଉପରେ ପୁଣି ମହଙ୍ଗା ମାଡ଼: WholeSale ବଜାରରେ ବି ବଢିଲା ପରିବା ମୂଲ୍ୟ
ନୂଆଦିଲ୍ଲୀ: ଦେଶରେ ଲଗାତାର ମହଙ୍ଗା ମାଡ଼ର ଶିକାର ହେଉଛନ୍ତି ଖାଉଟି । ଦେଶର ବିଭିନ୍ନ ରାଜ୍ୟରେ ପରିବା ଦର ଆକାଶଛୁଆଁ ଥିବା ବେଳେ ଏବେ ପୁଣି ଏକ ଝଟକା ଦେଇଛି ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରାଳୟର ରିପୋର୍ଟ । ଜୁନ୍ ମାସରେ…
ଆପଣଙ୍କ ନାମରେ ଅଧିକ ସିମକାର୍ଡ ରେଜିଷ୍ଟର୍ଡ ଅଛି କି? ତେବେ ୨ ଲକ୍ଷ ଜରିମାନା ସହ ଯିବାକୁ ପଡିବ ଜେଲ, ଶିଘ୍ର କରନ୍ତୁ ଯାଞ୍ଚ
ନୂଆଦିଲ୍ଲୀ: ନିଜ ନାମରେ ଅନେକ ସିମକାର୍ଡ ନେବା ଆପଣଙ୍କୁ ଅସୁବିଧାରେ ପକାଇପାରେ । ଟେଲିକମ ଆଇନ ଦ୍ୱାରା ନିର୍ଦ୍ଧାରିତ ସୀମାରୁ ଅଧିକ ସିମ କାର୍ଡ ବ୍ୟବହାର କରୁଛନ୍ତି, ତେବେ ଆପଣଙ୍କୁ ଅଧିକ ଜରିମାନା ଦେବାକୁ ପଡିବ ।…
ଗ୍ରାହକଙ୍କୁ SBIର ବଡ଼ ଝଟକା: ମହଙ୍ଗା ହେଲା ସୁଧ, ବଢ଼ିଯିବ EMI ବୋଝ
ନୂଆଦିଲ୍ଲୀ: ଦେଶର ବୃହତ୍ତମ ସରକାରୀ ବ୍ୟାଙ୍କ ଏସବିଆଇ ଆଜି ଗ୍ରାହକଙ୍କୁ ଏକ ବଡ଼ ଝଟକା ଦେଇଛି । ସରକାରୀ ବ୍ୟାଙ୍କ ବିଭିନ୍ନ ଲୋନକୁ ମହଙ୍ଗା କରିବାକୁ ଘୋଷଣା କରିଛି । ବର୍ଦ୍ଧିତ ସୁଧ ହାର ଆଜିଠାରୁ ହିଁ ଲାଗୁ ହୋଇଛି ।…
ଏହି ଭୁଲ ପାଇଁ ତଣ୍ଡ ଗଣିବ BMW, ରାୟ ଶୁଣାଇଲେ ସୁପ୍ରିମକୋର୍ଟ
ଭୁବନେଶ୍ୱର: ଦେଶର ବିଳାସପୂର୍ଣ୍ଣ କାର ନିର୍ମାତା କମ୍ପାନୀ BMW ଇଣ୍ଡିଆ ଏହାର ଗ୍ରାହକଙ୍କୁ ଏକ ତୃଟିପୂର୍ଣ୍ଣ କାର ବିକ୍ରୟ କରିଥିବା ନେଇ ସୁପ୍ରିମକୋର୍ଟ ଉକ୍ତ କମ୍ପାନୀକୁୁ ଜରିମାନା ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି…
BSNL ଲଞ୍ଚ କଲା ସବୁଠାରୁ ଶସ୍ତା ପ୍ଲାନ୍: ଗୋଟିଏ ବର୍ଷ ପାଇଁ ଦୈନିକ ମିଳିବ ୨GB ଡାଟା
ନୂଆଦିଲ୍ଲୀ: ଘରୋଇ ଟେଲିକମ୍ କମ୍ପାନୀଗୁଡିକ ନିକଟରେ ସେମାନଙ୍କର ରିଚାର୍ଜ ପ୍ଲାନକୁ ୨୫ ପ୍ରତିଶତ ମହଙ୍ଗା କରିଛନ୍ତି । ଏହା ପରେ ଲୋକମାନେ ବିଏସଏନଏଲକୁ ମନେ ପକାଇଛନ୍ତି । ବେସରକାରୀ କମ୍ପାନୀଗୁଡିକର ଯୋଜନା ମହଙ୍ଗା…
TCS Jobs: ୪୦ ହଜାର ଫ୍ରେଶର୍ ନିଯୁକ୍ତ କରିବ ଟିସିଏସ, କମ୍ପାନୀ ୪.୫- ୧୨ ପ୍ରତିଶତ ବୃଦ୍ଧି କରିଛି ଦରମା
ନୂଆଦିଲ୍ଲୀ: ଦେଶର ସର୍ବବୃହତ ଆଇଟି କମ୍ପାନୀ ଟିସିଏସ୍ ଚଳିତ ବର୍ଷ ୪୦ ହଜାର ଫ୍ରେସର ନିଯୁକ୍ତ କରିବ । ଏଥିସହ କମ୍ପାନୀ ଦାବି କରିଛି ଯେ, କର୍ମଚାରୀଙ୍କ ସୁଯୋଗ ଉପରେ ଏଆଇ ଅଧିକ ପ୍ରଭାବ ପକାଇବ ନାହିଁ । ଏବଂ ଚଳିତ…
SBI ପକ୍ଷରୁ ଅନଲାଇନ ଋଣ ସୁବିଧାର ଶୁଭାରମ୍ଭ, ଜାଣନ୍ତୁ ସମ୍ପୂର୍ଣ୍ଣ ସୂଚନା
ଭୁବନେଶ୍ୱର : ଦେଶର ସର୍ବବୃହତ ଋଣ ପ୍ରଦାନକାରୀ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସ୍ବିଆଇ) ପକ୍ଷରୁ ଏହାର ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ ଓ ୟୋନୋ ଆପ ମାଧ୍ୟମରେ ମ୍ୟୁଚୁଆଲ୍ ଫଣ୍ଡ ବଦଳରେ ଅନଲାଇନ୍ ଋଣ ସୁବିଧାର ଶୁଭାରମ୍ଭ କରାଯାଇ…
ଡିଲ କରୁଛନ୍ତି TATA -BSNL, ଉଭେଇ ଯିବ JIO-AIRTEL, ଦେଶର କୋଣ ଅନୁକୋଣକୁ ପହଞ୍ଚିବ ଇଣ୍ଟରନେଟ
ଓଡିଶା ଭାସ୍କର: ପ୍ରାଇବେଟ ଟେଲିକମ କମ୍ପାନୀ ଏୟାରଟେଲ (Airtel) ଓ ଜିଓ (Jio) ନିଜର ରିଚାର୍ଜ ପ୍ଲାନରେ ବୃଦ୍ଧି କରିବାରୁ ଲୋକେ ବିଏସଏନଏଲ (BSNL) ଆଡକୁ ବଢୁଛନ୍ତି । ଏତିକି ନୁହେଁ ବରଂ ଦ୍ରୁତ ଗତିରେ ଏୟାରଟେଲ…
RBI ଡେପୁଟି ଗଭର୍ଣ୍ଣରଙ୍କ ଦାବି – ‘୨୦୩୧ ସୁଦ୍ଧା ଭାରତ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଅର୍ଥବ୍ୟବସ୍ଥା ହୋଇପାରେ’
ନୂଆଦିଲ୍ଲୀ: ମୁସୁରୀର ଲାଲ ବାହାଦୂର ଶାସ୍ତ୍ରୀ ନ୍ୟାସନାଲ ଏକାଡେମୀ ଅଫ୍ ଆଡମିନିଷ୍ଟ୍ରେସନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଡେପୁଟି ଗଭର୍ଣ୍ଣର ମାଇକେଲ ଦେବବ୍ରତ ପାତ୍ରା…