Browsing Category

ବାଣିଜ୍ୟ

WhatsAppକୁ ଟକ୍କର ଦେବା ପାଇଁ ପାକିସ୍ତାନ ଲଞ୍ଚ କଲା Beep ଆପ୍, ଜାଣନ୍ତୁ ଏହାର ବିଶେଷତା

ନୂଆଦିଲ୍ଲୀ: ହ୍ଵାଟ୍ସଆପ୍ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପାକିସ୍ତାନ ଏକ ନୂତନ ବିପ୍ ଆପ୍ ଲଞ୍ଚ କରିଛି। ବର୍ତ୍ତମାନ, ଏହି ଆପ୍ କେବଳ ଅଳ୍ପ ଲୋକଙ୍କ ପାଇଁ ଲଞ୍ଚ ହୋଇଛି। ଏହି ଆପ୍ ହ୍ଵାଟ୍ସଆପ୍ ପରି ଉପଭୋକ୍ତାଙ୍କୁ…

Zee-Sony ବିଲୟକୁ ଏନ୍‌ସିଏଲ୍‌ଟିର ମିଳିଲା ଅନୁମତି, ଷ୍ଟକ୍ ବଜାରରେ ବଢିଲା ସେୟାର ଡିମାଣ୍ଡ

ନୂଆଦିଲ୍ଲୀ: ନ୍ୟାସନାଲ କମ୍ପାନୀ ଲ ଟ୍ରିବୁନାଲ(ଏନ୍‌ସିଏଲ୍‌ଟି)ର ମୁମ୍ବାଇ ଖଣ୍ଡପୀଠ ଜୀ-ସୋନୀ ବିଲୟକୁ ମଞ୍ଜୁରି ଦେବା ସହିତ ସମସ୍ତ ଅଭିଯୋଗକୁ ଖାରଜ କରିଛି । ୧୦ ଜୁଲାଇକୁ ନ୍ୟାୟିକ ସଦସ୍ୟ ଏଚ୍‌ବି ସୁବା ରାଓ ଏବଂ…

ଜିମେଲ୍ ୟୁଜର୍ସଙ୍କ ଲାଗି ଗୁଗଲ ଜାରି କଲା ଆଲର୍ଟ, ଡିଲିଟ୍ କରୁଛି ଏହି ଲୋକଙ୍କ ଆକାଉଣ୍ଟ

ନୂଆଦିଲ୍ଲୀ:ଗୁଗଲ ଜିମେଲ୍ ୟୁଜର୍ସଙ୍କୁ ପୁଣି ଥରେ ଏକ ମହତ୍ତ୍ୱପୂର୍ଣ୍ଣ ସୂଚନା ଦେଇଛି ଯେଉଁ ବିଷୟରେ ଜାଣିବା ଆପଣଙ୍କ ଲାଗି ବହୁତ ଜରୁରୀ । ଯଦି ଆପଣଙ୍କ ପାଖରେ ଏପରି ଏକ ଜିମେଲ୍ ଆକାଉଣ୍ଟ ରହିଛି ଯାହାକୁ ଆପଣ କେବେ…

ଟମାଟୋ ପରେ ବଢିଲାଣି ପିଆଜର ମୂଲ୍ୟ, ଏବେ ୩୦ କିନ୍ତୁ ଆଉ କିଛି ଦିନରେ ୭୦ରେ ପହଞ୍ଚିବ

ନୂଆଦିଲ୍ଲୀ: ଟମାଟୋର ଆକାଶ ଛୁଆଁ ଦରକୁ ନେଇ ହନ୍ତସନ୍ତ ହେଉଥିବା ଖାଉଟୀଙ୍କ ଲାଗି ଏବେ ଏକ ଖରାପ ଖବର । ଟମାଟୋ ପରେ ଏବେ ପିଆଜର ଦାମ୍ ବି ବୃଦ୍ଧି ପାଇବାରେ ଲାଗିଛି । କିଛିଦିନ ତଳେ କିଲୋ ୧୫ ଟଙ୍କା ଥିବା ବେଳେ ଏବେ…

ରାଜଧାନୀରୁ ଆସିଲା ବଡ଼ ଅଭିଯୋଗ: ୫୨୦୦ କ୍ୟାଶ ପାଇଁ ATM ବଟନ୍ ଟିପିଲେ ବାହାରୁଛି ୫୦୦୦ ଟଙ୍କା, ଗ୍ରାହକମାନେ କେମିତି ସତର୍କ ହେବେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିନକୁ ଦିନ ରାଜ୍ୟରେ ସାଇବର ଠକଙ୍କର ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି । ଏଥିସହିତ ଅନେକ ସମୟରେ କିଛି ଲୋକଙ୍କର ଅଜ୍ଞତାର ସୁଯୋଗ ନେଇ ଏଟିଏମ ନିକଟରେ ରହିଥିବା କିଛି ଅପରାଧ ଶ୍ରେଣୀର ଲୋକ…

ପିନ ବିନା କରିପାରିବେ ୫୦୦ ଟଙ୍କା ପର୍ଯ୍ୟନ୍ତ କାରବାର : UPI ଲାଇଟ ଉପରେ RBI ର ନିଷ୍ପତି

ନୂଆଦିଲ୍ଲୀ : ଭାରତୀୟ ରିଜର୍ଭ ବ୍ୟାଙ୍କ ଅଫଲାଇନ ୟୁପିଆଇ ଲାଇଟର କାରବାର ଲିମିଟ ୨୦୦ ଟଙ୍କା ରୁ ବଢାଇ ୫୦୦ ଟଙ୍କା ପର୍ଯ୍ୟନ୍ତ କରି ଦେଇଛନ୍ତି । ଏହି ପ୍ରକାର କାରବାର ପାଇଁ ପିନ ଦେବା ମଧ୍ୟ ଆବଶ୍ୟକ ନାହିଁ । ରିଜର୍ଭ…

RBIର ଘୋଷଣା: ରେପୋ ରେଟ୍ ଅପରିବର୍ତ୍ତିତ, ହୋମ ଲୋନ ଓ ଅଟୋ ଲୋନର EMI ବଢ଼ିବ ନାହିଁ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ମୁଦ୍ରା ନୀତି ସମିତି (ଏମପିସି) ବୈଠକରେ ଫଳାଫଳ ଘୋଷଣା କରିଛି । ଗତ ୮ ତାରିଖରୁ ୬ ଜଣ ସଦସ୍ୟଙ୍କୁ ନେଇ ବସିଥିବା ଏମପିସି ବୈଠକରେ ନିଆଯାଇଥିବା ନିଷ୍ପତ୍ତି ବିଷୟରେ…

Credit Card : କ୍ରେଡିଟ କାର୍ଡ ବ୍ୟବହାର କରୁଥିଲେ ସାବଧାନ, ଅଗଷ୍ଟ ୧୨ରୁ ବଦଳିବ ନିୟମ

 ନୂଆଦିଲ୍ଲୀ  : ଫ୍ଲିପକାର୍ଡର ଆକ୍ସିସ୍ ବ୍ୟାଙ୍କ କ୍ରେଡିଟ୍ କାର୍ଡ (Flipkart Axis Bank Credit Card) ବ୍ୟବହାରକାରୀଙ୍କ ପାଇଁ ଏକ ବଡ଼ ଖବର...ଆକ୍ସିସ୍ ବ୍ୟାଙ୍କ କ୍ରେଡିଟ୍ କାର୍ଡ ମାଧ୍ୟମରେ ଦେଉଥିବା ଅଫର୍‌କୁ…

ବଢିବ କି କେନ୍ଦ୍ରୀୟ କର୍ମଚାରୀଙ୍କ ଅବସର ବୟସ? ଜାଣନ୍ତୁ ଲୋକସଭାରେ କଣ କହିଲେ ସରକାର

ନୂଆଦିଲ୍ଲୀ: କେନ୍ଦ୍ରୀୟ କର୍ମଚାରୀଙ୍କ ଅବସର ବୟସ ବୃଦ୍ଧି କରିବାକୁ ସରକାର ବିଚାର କରୁଛନ୍ତି କି? ଲୋକସଭାରେ ପ୍ରଶ୍ନ ଘଣ୍ଟା ସମୟରେ ସରକାରଙ୍କୁ ଏହି ପ୍ରଶ୍ନ ପଚରାଯାଇଛି। ଏହି ପ୍ରଶ୍ନର ଉତ୍ତରରେ କର୍ମଚାରୀ, ଜନ…

(Video) ଟମାଟୋ ଜଗିବାକୁ ବିଲରେ ଲାଗିଛି CCTV: କ୍ୟାମେରା ପାଇଁ ଖର୍ଚ୍ଚ ହୋଇଛି ୨୨ ହଜାର ଟଙ୍କା

ନୂଆଦିଲ୍ଲୀ: ସାରା ଦେଶରେ ଏବେ ସବୁଠାରୁ ଦାମୀ ପରିବା ହେଉଛି ଟମାଟୋ । ୨ମାସ ହେଲା ଆକାଶଛୁଆଁ ଦରରେ ବିକ୍ରି ହୋଇ ପରିବା ଭିତରେ ସେ ରାଜା ପାଲଯିଯାଇଛି । ବଜାରରେ କିଲୋପ୍ରତି ୧୬୦ ରୁ ୨୦୦ଟଙ୍କା ଯାଏଁ ବିକ୍ରି ହେଉଛି ।…