Browsing Category
ବାଣିଜ୍ୟ
ସୁକନ୍ୟା ଆକାଉଣ୍ଟଧାରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର: ଆକାଉଣ୍ଟ ହୋଇଯିବ ଫ୍ରିଜ୍, ତୁରନ୍ତ କରନ୍ତୁ ଏହି କାମ
ନୂଆଦିଲ୍ଲୀ: ୨୦୧୫ ମସିହାରେ ମୋଦୀ ସରକାର କନ୍ୟା ସନ୍ତାନଙ୍କ ପାଇଁ ସୁକନ୍ୟା ସମୃଦ୍ଧି ଯୋଜନା (ଏସଏସୟାଇ) ଆରମ୍ଭ କରିଥିଲେ । ଏହି ଯୋଜନା ମାଧ୍ୟମରେ ଆପଣ ନିଜ ଝିଅର ବିବାହ କିମ୍ବା ଶିକ୍ଷା ପାଇଁ ଅଧିକ ଟଙ୍କାର…
ଷ୍ଟାଟସ ସିମ୍ବଲ ପାଲଟିଛି ଘଡି, ମୋବାଇଲ୍ ନୁହେଁ ଏବେ ଘଣ୍ଟାରେ ସମୟ ଦେଖୁଛନ୍ତି ଭାରତୀୟ, ୬ମାସରେ କିଣିଛନ୍ତି ୯୩୩ କୋଟି ମୂଲ୍ୟର ଘଡି
ନୂଆଦିଲ୍ଲୀ: କୁହାଯାଏ ସବୁ ଜିନିଷ ପୁଣି ଏକ ସମୟାନ୍ତରରେ ଫେରି ଆସିଥାଏ । ଏବେ ସମୟ କହୁଥିବା ଘଡିର ସମୟ ପୁଣି ଫେରିଆସିଛି । ଦେଶରେ ପୁଣି ଘଡିର କାରବାର ବଢିବାରେ ଲାଗିଛି । ବିଶେଷ କରି ସୁଇସ୍ ଘଡି ଉପରେ ଭାରତୀୟଙ୍କ…
ମସ୍କଙ୍କୁୁ ଝଟକା ଦେଲେ ଜୁକରବର୍ଗ, ଇନଷ୍ଟାଗ୍ରାମ ଥ୍ରେଡସ୍ ଆପ୍ ରେ ଟ୍ୱିଟର ପରି ଫିଚର ସହ ଆହୁରି ବହୁ ନୂଆ ଫିଚର ଉପଲବ୍ଧ
ନୂଆଦିଲ୍ଲୀ: ଇନଷ୍ଟାଗ୍ରାମ ଥ୍ରେଡସ୍ ଆପ୍ ରେ ଟ୍ୱିଟର ପରି ଫିଚର ପ୍ରଦାନ କରାଯାଇଛି । ଏହା ୟୁଜର୍ସଙ୍କୁ ସେମାନଙ୍କ ପସନ୍ଦର କଣ୍ଟେଣ୍ଟ ଦେଖିବାରେ ସାହଯ୍ୟ କରିବ । ଏହି ଫିଚର ବ୍ୟତିତ ଥ୍ରେଡସ୍ ଆପ୍ ରେ ଭବିଷ୍ୟତରେ…
ରୋଜଗାର ପାଇଁ ଭଲ ସୁଯୋଗ : ମେଡିକାଲ ଖୋଲିବାର ଖର୍ଚ୍ଚ ଉଠାଇବେ କେନ୍ଦ୍ର ସରକାର, ପ୍ରତି ମାସରେ ମୋଟା ଇନକମ୍, ଜାଣନ୍ତୁ କିପରି କରିବେ ଆବେଦନ
ନୂଆଦିଲ୍ଲୀ: ଯଦି ଆପଣ କୌଣସି ବ୍ୟବସାୟ କରିବାକୁ ଯୋଜନା କରୁଛନ୍ତି, ତେବେ ଆଜି ଆମେ ଆପଣଙ୍କୁ ଏକ ଉତ୍ତମ ବିଜନେସ୍ ଆଇଡିଆ ବିଷୟରେ କହିବୁ । ଯେଉଁଥିରେ କେନ୍ଦ୍ର ସରକାର ଆପଣଙ୍କୁ ମୋଟା ଅଙ୍କର ଟଙ୍କା ରୋଜଗାର କରିବାର…
ଏବେ ଅଦାନୀ ଗ୍ରୁପର ଆସିବ କ୍ରେଡିଟ କାର୍ଡ, ଭିସା ସହ ହେଲା ଡିଲ୍
ନୂଆଦିଲ୍ଲୀ: ଖୁବ ଶୀଘ୍ର ଆପଣ ଅଦାନୀ ଗ୍ରୁପର କ୍ରେଡିଟ କାର୍ଡ ବ୍ୟବହାର କରିପାରିବେ । ସାନ ଫାନ୍ସିସ୍କୋ-ଆଧାରିତ ଭିସା, ବିଶ୍ୱର ଦ୍ୱିତୀୟ ବୃହତ୍ତମ କାର୍ଡ ପେମେଣ୍ଟ ସଂଗଠନ, ଏକ ନୂତନ କୋ-ବ୍ରାଣ୍ଡେଡ୍ କ୍ରେଡିଟ କାର୍ଡ…
ସାହାରାରେ ଅଟକିଥିବା ଟଙ୍କା ପାଇବା ପାଇଁ ଏହି ଡକ୍ୟୁମେଣ୍ଟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ନଚେତ୍ ଆପଣଙ୍କୁ ମିଳିବନି ଟଙ୍କା
ନୂଆଦିଲ୍ଲୀ: ଯଦି ଆପଣଙ୍କର ଟଙ୍କା ମଧ୍ୟ ସାହାରାରେ ଅଟକି ରହିଛି, ତେବେ ଆପଣଙ୍କୁ ନିଜ ଟଙ୍କା ଫେରସ୍ତ ପାଇଁ ସାହାରା ରିଫଣ୍ଡ ପୋର୍ଟାଲରେ ଆବେଦନ କରିବାକୁ ପଡିବ । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ପୋର୍ଟାଲ ଅଧୀନରେ ସାତ…
ଗୋଟିଏ ବ୍ୟାଙ୍କ ଉପରେ RBI ଝଟକା: ଗ୍ରାହକମାନେ ଉଠାଇ ପାରିବେନି ଅଧିକ ଅର୍ଥ
ନୂଆଦିଲ୍ଲୀ: ଅନେକ ସମୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ବ୍ୟାଙ୍କକୁ ନେଇ କିଛି ନୂଆ ନିଷ୍ପତ୍ତି ନିଆଯାଇଥାଏ । ଏଥିସହିତ ବିଭିନ୍ନ ପ୍ରକାରର ନିର୍ଦ୍ଦେଶନାମା ମଧ୍ୟ ଜାରି କରାଯାଇଥାଏ । ତେବେ ନିକଟରେ…
IMF Prediction: ୨୦୨୪-୨୫ ଆର୍ଥିକ ବର୍ଷରେ ଭାରତର GDP ଅଭିବୃଦ୍ଧି ହାର ୬.୧ ପ୍ରତିଶତ ରହିବ
ନୂଆଦିଲ୍ଲୀ: ଆର୍ଥିକ ବର୍ଷ ୨୦୨୪-୨୫ରେ ଭାରତର ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ହାର ୬.୧ ପ୍ରତିଶତ ରହିପାରେ । ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ପକ୍ଷରୁ ଏପରି ଅନୁମାନ କରାଯାଇଛି । ଭାରତର ଜିଡିପି…
ପୁଣି ଥରେ ଆରମ୍ଭ ହେବ କି ୧୦୦୦ ଟଙ୍କିଆ ନୋଟ ? ଉତ୍ତର ରଖିଲେ ଅର୍ଥ ମନ୍ତ୍ରଣାଳୟ
ନୂଆଦିଲ୍ଲୀ: ଗତ ମେ ମାସରେ ସରକାର ୨୦୦୦ ଟଙ୍କା ନୋଟ ବନ୍ଦ କରି ଏହାକୁ ସେପ୍ଟେମ୍ବର ମାସ ସୁଦ୍ଧା ବ୍ୟାଙ୍କରେ ଜମା କରିବା ପାଇଁ କହିଥିଲେ । ଏହି ପ୍ରସଙ୍ଗକୁ ନେଇ ସଂସଦ ଗୃହରେ ମଧ୍ୟ ଚର୍ଚ୍ଚା ଧରିଥିଲା । ଏବେ ସରକାରଙ୍କ…
୨୦୦୦ ଟଙ୍କିଆ ନୋଟକୁ ନେଇ ଅର୍ଥ ମନ୍ତ୍ରାଳୟର ବଡ଼ ଘୋଷଣା: ବଦଳିବ କି ସମୟସୀମା?
ନୂଆଦିଲ୍ଲୀ: ମେ’ ୧୯ ତାରିଖରୁ ୨୦୦୦ ଟଙ୍କିଆ ନୋଟର ପ୍ରଚଳନ ବନ୍ଦ କରିବା ପାଇଁ ଘୋଷଣା କରାଯାଇଛି । ତେଣୁ ଏହାକୁ ବ୍ୟାଙ୍କରେ ଜମା କରିବା ସହ ବଦଳାଇବା ପାଇଁ ଆସନ୍ତା ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ସମୟସୀମା…