Browsing Category
ବାଣିଜ୍ୟ
ଦେଶର ୬ଟି ବ୍ୟାଙ୍କର ବଡ଼ ଘୋଷଣା: Fixed Deposit ଉପରେ ଏଣିକି ନିବେଶକଙ୍କୁ ମିଳିବ ୯ ପ୍ରତିଶତରୁ ଅଧିକ ସୁଧ
ନୂଆଦିଲ୍ଲୀ: କେଉଁଠୁ ଅଧିକ ଅର୍ଥ ମିଳିବ ସେନେଇ ଗ୍ରାହକମାନେ ସର୍ବଦା ପ୍ରୟାସ କରିଥାନ୍ତି । ବ୍ୟାଙ୍କମାନେ ମଧ୍ୟ ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ନୂଆ ନୂଆ ଅଫର ସବୁ ଲଞ୍ଚ କରିଥାନ୍ତି । ତେବେ ଅନେକ ନିବେଶ…
୨୦୦୦ ଟଙ୍କିଆ ନୋଟ ଫେରସ୍ତ: ଜମା ବୃଦ୍ଧି ପାଇଲା ୧୯୧.୬ ଲକ୍ଷ କୋଟି ଟଙ୍କା, ଭାଙ୍ଗିଲା ୬ ବର୍ଷର ରେକର୍ଡ
ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ୧୯ ମଇ ୨୦୨୩ ରେ ସର୍କୁଲାରରୁ ୨୦୦୦ ଟଙ୍କା ନୋଟ ପ୍ରତ୍ୟାହାର କରିବାକୁ ଘୋଷଣା କରିଥିଲା ଏବଂ ଏହା ପରେ ସିଷ୍ଟମରୁ ୨୦୦୦ ଟଙ୍କିଆ ନୋଟ୍ ବ୍ୟାଙ୍କକୁ ଫେରୁଛି। ଏହାର ପ୍ରଭାବ…
ବେଆଇନ ଭାବେ ରେଳ ଟ୍ରାକ୍ ଅତିକ୍ରମ କଲେ ଯିବାକୁ ପଡିବ ଜେଲ୍, ସେଲଫି ନେଲେ ମଧ୍ୟ ମିଳିବ ଶାସ୍ତି, ଜରିମାନା ଆଦାୟ ପାଇଁ ଆଦେଶ
ନୂଆଦିଲ୍ଲୀ: ଯଦି ଆପଣ ବେଆଇନ ଭାବେ ରେଳ ଟ୍ରାକ୍ ଅତିକ୍ରମ କରନ୍ତି, ତେବେ ଏହା ଭଲ ନୁହେଁ। ଏହା ବ୍ୟତୀତ ଯଦି ଆପଣ ଟ୍ରାକରେ ସେଲଫି ନେଉଥିବାର ଦେଖାଯାଏ, ତେବେ ଆପଣଙ୍କୁ ଜେଲ ଯିବାକୁ ପଡିପାରେ। ଟ୍ରାକ୍ ଅତିକ୍ରମ କରିବା…
ସେୟାର ବଜାର ପାଇଁ ମଙ୍ଗଳମୟ ମଙ୍ଗଳବାର; ନୂଆ ଉଚ୍ଚତାରେ ସେନସେକ୍ସ, ନିଫ୍ଟି
ନୂଆଦିଲ୍ଲୀ: ଅନେକ ଦିନ ଧରି ଚାଲିଆସୁଥିବା ଷ୍ଟକ୍ ମାର୍କେଟରେ ଅଭିବୃଦ୍ଧି ପର୍ଯ୍ୟାୟ ଜାରି ରହିଛି । ମଙ୍ଗଳବାର ଦିନ ମଧ୍ୟ ସେନସେକ୍ସ ଏବଂ ନିଫ୍ଟି ସବୁଜ ମାର୍କରେ ଲାଭ ସହିତ ବନ୍ଦ ହୋଇଥିଲେ । ଉଭୟ ସୂଚକାଙ୍କ…
ମାତ୍ର ୩୫ ପଇସା ଖର୍ଚ୍ଚରେ ୧୦ ଲକ୍ଷ ଟଙ୍କାର ମିଳିବ ସୁବିଧା! ଭାରତୀୟ ରେଳ ଆଣିଲା ନୂଆ ଯୋଜନା
ନୂଆଦିଲ୍ଲୀ: ବାଲେଶ୍ୱର ବାହାନଗା ଟ୍ରେନ ଦୁର୍ଘଟଣା ପରେ ଭାରତୀୟ ରେଳ ବିଭାଗ ଯାତ୍ରୀଙ୍କ ସୁରକ୍ଷାକୁ ନେଇ ଅଧିକ ସଚେତନ ହୋଇଯାଇଛି । ତେଣୁ ଯାତ୍ରୀମାନଙ୍କ ପାଇଁ ବର୍ତ୍ତମାନ ବିଭିନ୍ନ ପ୍ରକାରର ସୁବିଧା ସୁଯୋଗ ଉପଲବ୍ଧ…
Youtube ରୁ କେମିତି ହେବ ରୋଜଗାର? ୧୦୦୦ Views ହେଲେ ମିଳିଥାଏ ଏତିକି ଟଙ୍କା, ଜାଣନ୍ତୁ ହିସାବ
ନୂଆଦିଲ୍ଲୀ: ଆଜିକାଲି ଟଙ୍କା ରୋଜଗାର କରିବା ପାଇଁ ଅନେକ ଗୁଡିଏ ମାଧ୍ୟମ ଖୋଲିସାରିଛି । ବିଶେଷ କରି ଡିଜିଟାଲ ପ୍ଲାଟଫର୍ମରୁ ରୋଜଗାର କରିବାର ଉପାୟ ଏବେ ଟ୍ରେଣ୍ଡରେ ରହିଛି । ତେବେ ଏଥିମଧ୍ୟରେ ସବୁଠୁ ଆଗରେ ରହିଛି…
ଗରିବ ପରିବାରଙ୍କୁ ସରକାର ଦେଉଛନ୍ତି ୩୦ ହଜାର ଟଙ୍କାର ଆର୍ଥିକ ସହାୟତା, ଏପରି ଉଠାନ୍ତୁ ଏହି ଯୋଜନାର ଲାଭ
ନୂଆଦିଲ୍ଲୀ: ଆମ ଦେଶରେ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଲୋକଙ୍କ ସଂଖ୍ୟା ବହୁତ। ଏହିପରି ଲୋକଙ୍କୁ ସାହାଯ୍ୟ କରିବା ପାଇଁ ରାଜ୍ୟ ତଥା କେନ୍ଦ୍ର ସରକାର ସମୟ ସମୟରେ ଅନେକ ଯୋଜନା କାର୍ଯ୍ୟକାରୀ କରିବାରେ ଲାଗିଛନ୍ତି ଯାହା…
ଟମାଟୋ ପରେ ଝଟକା ଦେବ ପିଆଜ : ଦରଦାମକୁ ଆୟତରେ ରଖିବା ପାଇଁ ସରକାର ହେଲେ ପ୍ରସ୍ତୁତ
ନୂଆଦିଲ୍ଲୀ : ଗତ କିଛି ସପ୍ତାହ ହେବ କେତେକ ଲୋକଙ୍କ ଖାଇବା ଥାଳିରୁ ଟମାଟୋ ଆଉ ଦେଖିବାକୁ ମିଳୁନି । ଏହାର ଦର ସାରା ଦେଶରେ ଆକାଶ ଛୁଆଁ । ଦେଶର କେତେକ ସ୍ଥାନରେ ଟମାଟୋର ଦର ୨୫୦ ଟଙ୍କାରେ ଯାଇ ପହଞ୍ଚିଥିଲା । ତେବେ…
ବିମାନରେ ବସିବା ମାତ୍ରେ ଆପେ ଆପେ ହୋଇଯିବ Flight ମୋଡ, ଏହି ଫିଚର ଉପରେ କାମ କରୁଛି ଗୁଗୁଲ
ନୂଆଦିଲ୍ଲୀ: ବର୍ତ୍ତମାନ, ଯଦି ଆମେ ବିମାନ ଯୋଗେ ଯାତ୍ରା କରୁ, ତେବେ ଆମ ସ୍ମାର୍ଟଫୋନକୁ କିଛି ସମୟ ପାଇଁ ଫ୍ଲାଇଟ ମୋଡରେ ରଖିବାକୁ ପଡିବ। ଏହାର ଅର୍ଥ ଆମକୁ ଏହି କାମକୁ ମାନୁଆଲୀ କରିବାକୁ ହେବ। କିନ୍ତୁ ବର୍ତ୍ତମାନ…
ମହଙ୍ଗା ମାଡରେ ଖାଉଟି ଅତିଷ୍ଠ: ପରିବା ପରେ ବଢ଼ୁଛି ଡାଲି, ଚାଉଳ ଦର
ଭୁବନେଶ୍ୱର: ମହଙ୍ଗା ମାଡକୁ ନେଇ ଅତିଷ୍ଠ ହୋଇ ପଡିଲେଣି ଖାଉଟିମାନେ । ଅତ୍ୟାବଶ୍ୟକ ସାମଗ୍ରୀସହ ପନିପରିବା ଦର ଆକାଶଛୁଆଁ ହୋଇଥିବାରୁ ଖାଉଟିମାନଙ୍କ ମୁଣ୍ଡରେ ଚଡକ ପଡିଛି । ଗତ ଦୁଇ ମାସରୁ ଉଦ୍ଧ୍ୱର୍ ହେବ ପନିପରିବା ଦର…