Browsing Category

ବାଣିଜ୍ୟ

ଭାରତରେ ଦୃଢ଼ ହେବ ଚିପ୍ ବଜାର, ସେମିକଣ୍ଡକ୍ଟର ଷ୍ଟାର୍ଟଅପ୍ ପାଇଁ ୧,୨୦୦ କୋଟି ଟଙ୍କା ଦେଲେ ସରକାର!

ନୂଆଦିଲ୍ଲୀ: ଭାରତରେ ସେମୀକଣ୍ଡକ୍ଟର ଉତ୍ପାଦନରେ ଗତୀ ଆଣିବା ପାଇଁ ସେମିକଣ୍ଡକ୍ଟର ଷ୍ଟାର୍ଟଅପକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧,୨୦୦ କୋଟି ଟଙ୍କା ପ୍ରଦାନ କରିଛନ୍ତି । ଗୁରୁବାର କେନ୍ଦ୍ରମନ୍ତ୍ରୀ ରାଜୀବ…

Jioର ୮୪ ଦିନିଆ ପ୍ଲାନରେ ମିଳୁଛି ୪୦ ଜିବି Free ଡାଟା: ଦୈନିକ ୩ ଜିବି, ମୋଟ ୨୯୨ ଜିବି ମିଳୁଛି

ନୂଆଦିଲ୍ଲୀ: ଦିନକୁ ଦିନ ଇଣ୍ଟରନେଟର ଚାହିଦା ବଢ଼ିବାରେ ଲାଗିଥିବା ବେଳେ କମ୍ପାନୀମାନେ ମଧ୍ୟ ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ନୂଆ ନୂଆ ଅଫର ସବୁ ଲଞ୍ଚ କରୁଛନ୍ତି । ତେବେ ଗ୍ରାହକଙ୍କ ପାଇଁ ରିଲାଏନ୍ସ ଜିଓ ସବୁ…

Microsoft କର୍ମଚାରୀଙ୍କ ପାଇଁ ଖରାପ ସୂଚନା: ବଢିବ ନାହିଁ ଦରମା, ବୋନସ ପାଇଁ ବଜେଟରେ ମଧ୍ୟ କାଟ

ନୂଆଦିଲ୍ଲୀ: ମାଇକ୍ରୋସଫ୍ଟ କର୍ପୋରର ନିୟମିତ କର୍ମଚାରୀଙ୍କ ପାଇଁ ଖରାପ ଖବର ରହିଛି| କମ୍ପାନୀ ଚଳିତ ବର୍ଷ କର୍ମଚାରୀଙ୍କ ବେତନ ବୃଦ୍ଧି କରିବ ନାହିଁ। କେବଳ ଏତିକି ନୁହେଁ, ମାଇକ୍ରୋସଫ୍ଟ କର୍ମଚାରୀଙ୍କ ବୋନସ ଏବଂ…

ଏବେ SBI ଆଉ କରିପାରିବନି ବୋକା: ଜାଣନ୍ତୁ ବ୍ୟାଙ୍କରେ ଲଞ୍ଚ ବ୍ରେକର ଅସଲି ନିୟମ, କେତେ ସମୟ ପର୍ଯ୍ୟନ୍ତ କାମରୁ ନେଇପାରିବେ ଛୁଟି

ନୂଆଦିଲ୍ଲୀ: ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଆପଣ ଅନେକ ମିମ ଦେଖିଥିବେ ନିଶ୍ଚୟ । ଏଥିରେ ମଧ୍ୟାହ୍ନ ଭୋଜନ ବିରତି ନାମରେ କର୍ମଚାରୀମାନେ କିପରି ଅବହେଳା କରୁଛନ୍ତି ତାହା ଦେଖାଯାଉଛି । କିନ୍ତୁ ଆପଣ ଜାଣନ୍ତି କି…

ଚାଇନାର ଦକ୍ଷତା ଉପରେ ଭାରତର ଅଭିବୃଦ୍ଧି ହୋଇପାରିବ ନାହିଁ, ଅଗ୍ରଗତି ପାଇଁ ଉତ୍ପାଦନ କ୍ଷେତ୍ର ମଜବୁତ ହେବା ଆବଶ୍ୟକ:ଜୟଶଙ୍କର

ନୂଆଦିଲ୍ଲୀ: ଆମ ଦେଶରେ ଅନେକ ସମୟରେ ଆଲୋଚନା ହୁଏ ଆମେ ବ୍ୟବହାର କରୁଥିବା ଲାପଟପ୍ ହେଉ କିମ୍ବା ବଲ୍ବ, ଏହା ଚାଇନାରେ ତିଆରି । କେବଳ ଏତିକି ନୁହେଁ ଆମେ ବ୍ୟବହାର କରୁଥିବା ଓ ପ୍ରତିଟି ଭାରତୀୟଙ୍କ ଘରେ ଯେଉଁ ସବୁ ସବୁ…

ଖାଇବା ତେଲ ହେବ ଶସ୍ତା! ସୋୟାବିନ ଏବଂ ସୁର୍ଯ୍ୟମୁଖୀ ତୈଳ ଉପରୁ ସରକାର ହଟାଇଲେ ଆମଦାନୀ ଶୁଳ୍କ

ନୂଆଦିଲ୍ଲୀ: ଅଶୋଧିତ ସୋୟାବିନ୍ ତେଲ ଏବଂ ଅଶୋଧିତ ସୂର୍ଯ୍ୟମୁଖୀ ବିହନ ତେଲ ଉପରେ ଆମଦାନୀ ଶୁଳ୍କ ହଟାଇବାକୁ ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି। ଆମଦାନୀ ଶୁଳ୍କରେ ରିହାତି ପାଇ ଜନସାଧାରଣ ଉପକୃତ ହେବେ। ଦେଶରେ ଖାଇବା…

ବଡ ଖବର! ୪ ବର୍ଷ ଭିତରେ ବନ୍ଦ ହେବ ଡିଜେଲ ଗାଡି, ମୋଦୀ ସରକାର ନେଇ ପାରନ୍ତି ବଡ ନିଷ୍ପତ୍ତି

ନୂଆଦିଲ୍ଲୀ: ସାରା ଦେଶରେ ଡିଜେଲ କାର୍ ଚାଲୁଥିବା ବେଳେ ବର୍ତ୍ତମାନ ଇଲେକ୍ଟ୍ରିକ ଯାନର ଜମାନା ଆରମ୍ଭ ହୋଇଛି । ଦେଶରେ ଇଲେକ୍ଟ୍ରିକ ଯାନର ବ୍ୟବହାର ବୃଦ୍ଧି ହୋଇଛି । ତେଣୁ ସବୁଜ ପରିବେଶକୁ ଗୁରୁତ୍ୱ ଦେଇ ସରକାର ଡିଜେଲ…

ଯୁବକମାନଙ୍କୁ ଆତ୍ମନିର୍ଭରଶିଳ କରିବା ପାଇଁ ଛତିଶଗଡ଼ ସରକାର ଦେଉଛନ୍ତି ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା , ତେବେ ଜାଣନ୍ତୁ…

ରାୟପୁର: କୁହାଯାଏ ଦେଶର ପ୍ରଗତିରେ ଯୁବ ମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କାରଣ ସେମାନେ ଯେତେ ସୁପ୍ରତିଷ୍ଠିତ ହେବେ ଦେଶର ପ୍ରଗତିର ରଥ ସେତେ ଆଗକୁ ବଢିବ । ତେବେ ଏହି ପରିପ୍ରେକ୍ଷୀରେ ଯୁବ ମାନଙ୍କ ସହାୟତା…

ହ୍ୱାଟସ୍ ଆପ୍ ଉପରେ ଆଉ ବିଶ୍ୱାସ କରିହେବ ନାହିଁ: ଏଲନ ମସ୍କ

ନୂଆଦିଲ୍ଲୀ: ବିଲିୟନେୟାର ଟ୍ୱିଟର ମାଲିକ ଏଲନ ମସ୍କ ଦାବି କରିଛନ୍ତି ଯେ, ହ୍ୱାଟସ୍ ଆପ୍ ଉପରେ ଆଉ ବିଶ୍ୱାସ କରାଯାଇପାରିବ ନାହିଁ। ଏକ ଟ୍ୱିଟରେ ଏଲନ୍ ମସ୍କ ଏହି ଦାବି କରିଛନ୍ତି। ପ୍ରକୃତରେ ଜଣେ ୟୁଜର୍ସଙ୍କ ଫୋନରେ…

ସାଇବର ଅପରାଧକୁ ରୋକିବା ପାଇଁ ଓଡିଶାରେ ୫୧,୨୬୦ଟି ନକଲି ସିମ୍‍କାର୍ଡ ସଂଯୋଗ ବାତିଲ କଲା ଟେଲିକମ୍‍ ବିଭାଗ

ଭୁବନେଶ୍ୱର: ମୋବାଇଲ ସିମ୍‍ କଲ୍‍ ମାଧ୍ୟମରେ ବଢ଼ି ଚାଲିଥିବା ସାଇବର ଅପରାଧ ଓ ଅନ୍ୟ ଅର୍ଥନୈତିକ ଠକେଇ ରୋକିବା ପାଇଁ ଭାରତୀୟ ଟେଲିକମ୍‍ ବିଭାଗ ଏକ ବଡ଼ ପଦକ୍ଷେପ ନେଇଛି । କୃତ୍ରିମ ବୁଦ୍ଧିମତା ଜ୍ଞାନକୌଶଳ ବ୍ୟବହାର କରି…