fbpx
Browsing Category

ବାଣିଜ୍ୟ

ହ୍ରାସ ପାଇଲା ସୁନା ଏବଂ ରୂପା ଦର, ଜାଣନ୍ତୁ କେତେ ଶସ୍ତା ହେଲା ମୂଲ୍ୟବାନ ଧାତୁ

ନୂଆଦିଲ୍ଲୀ: ଘରୋଇ ବାୟଦା ବଜାରରେ ମଙ୍ଗଳବାର ଦିନ ସୁନା-ରୂପା ଦର କମିବା ଦେଖାଦେଇଛି । ଏମସିଏକ୍ସ ଏକ୍ସଚେଞ୍ଜରେ ୫ ଜୁନ ୨୦୨୪ର ଡେଲିଭରୀ ସୁନା ମଙ୍ଗଳବାର ସକାଳେ ୦.୦୩ ପ୍ରତିଶତ ବା ୧୯ ଟଙ୍କା କମିଛି । ଏଥିରେ ସୁନା ଦର…

ଏକ ମାସ ପରେ ଆପଣଙ୍କର ଆକାଉଣ୍ଟ ବନ୍ଦ ହୋଇଯିବ: ଗ୍ରାହକଙ୍କ ପାଇଁ ଚେତାବନୀ ଜାରି କଲା PNB

ନୂଆଦିଲ୍ଲୀ: ଆପଣଙ୍କର ଆକାଉଣ୍ଟ ଯଦି ସାର୍ବଜନିକ କ୍ଷେତ୍ରରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି)ରେ ରହିଛି ତେବେ ସେନେଇ ଆସିଛି ଏକ ଗୁରୁତ୍ୱପୂର୍ଣ୍ଣ ଖବର । ନିଜର ଗ୍ରାହକଙ୍କ ପାଇଁ ପିଏନବି ପକ୍ଷରୁ ଏକ ଚେତାବନୀ…

GSTATର ସଭାପତି ଭାବେ ଶପଥ ଗ୍ରହଣ କଲେ ଜଷ୍ଟିସ ସଞ୍ଜୟ କୁମାର, ଶପଥ ପାଠ କରାଇଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ: ସୋମବାର ଝାଡ଼ଖଣ୍ଡ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ୍‌(ଅବସରପ୍ରାପ୍ତ) ସଞ୍ଜୟ କୁମାର ମିଶ୍ର ଦ୍ରବ୍ୟ ଓ ସେବା କର ଆପିଲେଟ୍ ଟ୍ରିବୁନାଲ(GSTAT)ର ପ୍ରଥମ ସଭାପତି ଭାବେ ଶପଥ ଗ୍ରହଣ କରିଛନ୍ତି ।…

ଇଣ୍ଟରନାସନାଲ ନମ୍ବରରେ NRI କରିପାରିବେ ୟୁପିଆଇ ପେମେଣ୍ଟ, ICICI ବ୍ୟାଙ୍କ ଆରମ୍ଭ କଲା ଏହି ସୁବିଧା

ନୂଆଦିଲ୍ଲୀ:ଭାରତ ନିଜ ୟୁପିଆଇ ସେବାକୁ ସାରା ଦୁନିଆରେ ପ୍ରସାରିତ କରିବା ଲାଗି ପ୍ରୟାସ ଜାରି ରଖିଛି । ଅନେକ ଦେଶ ସହ ଏହି ସମ୍ବନ୍ଧରେ ବୁଝାମଣା ବି ହୋଇସାରିଛି । ଏହା ବ୍ୟତୀତ ଅନେକ ଦେଶ ୟୁପିଆଇ ସର୍ଭିସକୁ ଆରମ୍ଭ…

ଦେଶରେ କ୍ରମାଗତ ଭାବରେ ବୃଦ୍ଧି ପାଉଛି ଉଦ୍ୟୋଗ, ବର୍ତ୍ତମାନ ସୁଦ୍ଧା ୧.୮୫ ଲକ୍ଷ କମ୍ପାନୀ ପଞ୍ଜିକୃତ

ନୂଆଦିଲ୍ଲୀ: ଦେଶରେ ଉଦ୍ୟୋଗ, ଶିଳ୍ପସ୍ତର ବର୍ତ୍ତମାନ ବୃଦ୍ଧି ପାଇବାରେ ଲାଗିଛି । ଫଳରେ ଉଦ୍ୟୋଗୀ ଏବଂ କମ୍ପାନୀଗୁଡ଼ିକ ସଫଳତା ହାସଲ କରିଛନ୍ତି । ଏନେଇ କେନ୍ଦ୍ର ସରକାରଙ୍କ ଏକ ବିଜ୍ଞପ୍ତିରୁ ପ୍ରକାଶ ପାଇଛି ।…

ଲୋକସଭା ନିର୍ବାଚନ ପରେ ୨୫ ପ୍ରତିଶତ ବଢିଯିବ ମୋବାଇଲ ଶୁଳ୍କ, ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ଫଳାଫଳ ଜୁନ ୪ରେ ପ୍ରକାଶ ପାଇବା ପରେ ମୋବାଇଲ ଶୁଳ୍କ ବଢିବା ନେଇ ଅନୁମାନ କରାଯାଇଛି । ନଭେମ୍ବର ୨୦୨୧ ପରେ ଟେଲିକମ କମ୍ପାନୀମାନ ମୋବାଇଲ ଶୁଳ୍କ ବଢାଇନାହାନ୍ତି । ହେଲେ ଚଳିତ ବର୍ଷର…

ଲାଞ୍ଜିଗଡ଼ ବର୍ଦ୍ଧିତ ଶକ୍ତି ଦକ୍ଷତା ପାଇଁ ଉନ୍ନତ ଶକ୍ତି ପରିଚାଳନା ବ୍ୟବସ୍ଥାକୁ ନିୟୋଜିତ କଲା ବେଦାନ୍ତ

କଳାହାଣ୍ଡି: ଲାଞ୍ଜିଗଡ଼ ଭାରତର ଅଗ୍ରଣୀ ମେଟାର୍ଲଜିକାଲ ଗ୍ରେଡ ଆଲୁମିନା ଉତ୍ପାଦକ ଏହାର ୟୁନିଟରେ ବିଦ୍ୟୁତ ଉତ୍ପାଦନ କେନ୍ଦ୍ରରେ ଉନ୍ନତ ଶକ୍ତି ପରିଚାଳନା ବ୍ୟବସ୍ଥା ଗ୍ରହଣ କରିଛି । ଏହା ୧୨୦ଟି ଜଟିଳ ବୈଦ୍ୟୁତିକ…

ଶୀଘ୍ର ଶୀଘ୍ର ସରିଯାଉଛି କି ଆପଣଙ୍କ ଫୋନ୍‌ର ଡାଟା, ତୁରନ୍ତ ଅଫ୍ କରି ଦିଅନ୍ତୁ ଫୋନ୍‌ରେ ଏହି ସେଟିଂ

ଓଡ଼ିଶା ଭାସ୍କର: ସ୍ମାର୍ଟଫୋନ୍ ଆମ ସମସ୍ତଙ୍କ ଜୀବନର ଏକ ଜରୁରୀ ଅଂଶ ପାଲଟିଯାଇଛି । ଏହାସହିତ ଇନଷ୍ଟାଗ୍ରାମ ପରି ଆପ୍ ବହୁ ଲୋକଙ୍କ ଦୈନିକ ଜୀବନର ଏକ ଅଂଶ ପାଲଟିଯାଇଛି । ଇନଷ୍ଟାଗ୍ରାମ ରିଲ୍ସରେ ଲୋକମାନେ ଘଣ୍ଟାଘଣ୍ଟା…

ଡ୍ରିପ୍ ପ୍ରାଇସିଂ ଉପରେ ସରକାରଙ୍କ ଚେତାବନୀ , ଜାଣନ୍ତୁ ଏହା ଆପଣଙ୍କୁ କିପରି କ୍ଷତି ପହଞ୍ଚାଉଛି 

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏକ ଟୁଇଟରେ କହିଛନ୍ତି ଯେ, ତାଙ୍କ ସରକାର ଡ୍ରିପ୍ ପ୍ରାଇସିଂ ଶେଷ କରିବାକୁ ଚେଷ୍ଟା କରୁଛନ୍ତି । ଏହା ଗ୍ରାହକଙ୍କ ପାଇଁ ବହୁତ କ୍ଷତି ଘଟାଇପାରେ  । ସେ କହିଥିଲେ ଯେ…

୨ କି ୩ ନୁହେଁ, ଏହି ସପ୍ତାହରେ ୫ ଦିନ ବନ୍ଦ ରହିବ ବ୍ୟାଙ୍କ: ଦେଖନ୍ତୁ ଲିଷ୍ଟ୍

ନୂଆଦିଲ୍ଲୀ: ଏହି ସପ୍ତାହ ବ୍ୟାଙ୍କ ଛୁଟିର ଲମ୍ବା ଲିଷ୍ଟ୍ ରହିଛି । ଏହି ସପ୍ତାହରେ ବ୍ୟାଙ୍କଗୁଡିକ ୨ କିମ୍ବା ୩ ଦିନ ନୁହେଁ ବରଂ ପୂର୍ଣ୍ଣ ୫ ଦିନ ପାଇଁ ବନ୍ଦ ହେବାକୁ ଯାଉଛି । ଯେଉଁଥିରେ ଅକ୍ଷୟ ତୃତୀୟା ଏବଂ ଲୋକସଭା…