fbpx
Browsing Category

ବାଣିଜ୍ୟ

୨୦ ହଜାରରୁ ଉର୍ଦ୍ଧ୍ୱ ନଗଦ ଋଣ ପ୍ରଦାନ କରିପାରିବ ନାହିଁ NBFC, ନିର୍ଦ୍ଦେଶ ଦେଲା RBI

ନୂଆଦିଲ୍ଲୀ: ଗ୍ରାହକଙ୍କୁ ଋଣ ପ୍ରଦାନ କରିବା ଉପରେ ଲାଗିଲା ରୋକ୍ । ବର୍ତ୍ତମାନ ନନ୍ ବ୍ୟାଙ୍କି ଫାଇନାନ୍ସ କମ୍ପାନୀ(NBFC) ଏହାର ଗ୍ରାହକଙ୍କୁ ୨୦ ହଜାରରୁ ଉର୍ଦ୍ଧ୍ୱ ନଗଦ ଋଣ ପ୍ରଦାନ କରିପାରିବ ନାହିଁ । ଏନେଇ RBI…

ଭାରତରେ ଗୁଗଲ୍ ଲଞ୍ଚ କଲା ୱାଲେଟ୍ ଆପ୍‌, ଏବେ ଗୁଗଲ ପେ’ର କ’ଣ ହେବ?

ନୂଆଦିଲ୍ଲୀ: ଭାରତରେ ଗୁଗଲ ଲଞ୍ଚ କଲା ଗୁଗଲ ୱାଲେଟ୍ । ଆପଣ ଗୁଗଲ ପ୍ଲେ ଷ୍ଟୋରରୁ ଏହି ଆପ୍‌କୁ ଡାଉନଲୋଡ୍ କରିପାରିବେ । କେତେକ ୟୁଜର୍ସଙ୍କୁ କିଛିଦିନ ପୂର୍ବରୁ ଏହାର ଆକ୍ସେସ୍ ମିଳିଯାଇଛି । ଏହି ଗୁଗଲ ୱାଲେଟରେ ଆପଣ…

ମଦର୍ସ ଡେ’ରେ ମାଆଙ୍କୁ ଦିଅନ୍ତୁ ଏହି ବିଶେଷ ଆର୍ଥିକ ଉପହାର, ସୁରକ୍ଷିତ କରନ୍ତୁ ଭବିଷ୍ୟ

ଓଡ଼ିଶା ଭାସ୍କର: ‘ମାଆ’ କେବଳ ଏକ ଶବ୍ଦ ନୁହେଁ ବରଂ ଏକ ଅନୁଭବ । ଦୁନିଆର ମୂଲ୍ୟବାନ ଜିନିଷ ବି ମାଆ ସାମ୍ନାରେ ଫିକା ପଡ଼ିଯାଏ । ମାଆର ପଣତ ତଳେ ବ୍ୟକ୍ତି ସମସ୍ତ ଦୁଃଖ କଷ୍ଟ ଭୁଲିଯାଏ । ମାଆକୁ ସ୍ପୋଶାଲ ଫିଲ୍ କରାଇବା…

ଦେଶରେ ବଢ଼ୁଛି ‘ଘୋଷ୍ଟ ସପିଂ ସେଣ୍ଟର’, ରିପୋର୍ଟରେ ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟଜନକ ଆକଳନ

ନୂଆଦିଲ୍ଲୀ: ଦେଶର ଆଠଟି ପ୍ରମୁଖ ସହରରେ ଖାଲି ସପିଂ ମଲ ସଂଖ୍ୟା ଗତ ବର୍ଷ ୫୭ ରୁ ୬୪ କୁ ବୃଦ୍ଧି ପାଇଛି । ଏହାର କାରଣ ହେଉଛି ଖୁଚୁରା ବିକ୍ରେତା ଏବଂ ଗ୍ରାହକଙ୍କ ପ୍ରିମିୟମ ଗୁଣକୁ ଅଣଦେଖା କରିବା । ରିଏଲ୍ ଇଷ୍ଟେଟ୍…

ଇପିଏଫରୁ ଅନଲାଇନରେ ଟଙ୍କା ଉଠାଇବାକୁ କେତେ ଦିନ ଲାଗିବ ? ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ନୂଆଦିଲ୍ଲୀ: କ’ଣ ଆପଣ ମଧ ଇପିଏଫଓ ଆକାଉଣ୍ଟରୁ ଟଙ୍କା ଉଠାଇବାକୁ ଚାହୁଁଛନ୍ତି କି? କିନ୍ତୁ ଏହାକୁ ଉଠାଇବାକୁ ସକ୍ଷମ ନୁହଁନ୍ତି କିମ୍ବା ବହୁତ ସମୟ ଲାଗୁଛି । ଏହି ପ୍ରକାରର ସମସ୍ୟା ଅନେକ ଲୋକଙ୍କ ସହିତ ଦେଖାଯାଉଛି ।…

ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଉପରେ RBIର କାର୍ଯ୍ୟାନୁଷ୍ଠାନ: ଗ୍ରାହକଙ୍କ ଉପରେ ପଡ଼ିବ କି ପ୍ରଭାବ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ଅନେକ ସମୟରେ କିଛି ବ୍ୟାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥାଏ । ବ୍ୟାଙ୍କିଂ ନିୟମ ଉଲ୍ଲଂଘନ ଓ ଅନ୍ୟ କିଛି କାରଣରୁ ନିକଟରେ କେନ୍ଦ୍ରୀୟ…

Xiaomi, Redmi ଏବଂ Pocoରେ ଆସୁଛି ଭୟଙ୍କର ଭାଇରସ, ହ୍ୟାକର୍ସ ଚୋରାଇପାରନ୍ତି ପର୍ସନାଲ ଡାଟା

ନୂଆଦିଲ୍ଲୀ: Xiaomi, Redmi ଏବଂ Pocoର ଅନେକ ସ୍ମାର୍ଟଫୋନରେ ଭାଇରସ ମିଳିଥିବା ଖବର ସାମ୍ନାକୁ ଆସିଛି । ସାଇବର ସିକ୍ୟୁରିଟୀ ଫର୍ମ ସାଓମୀର ଏହି ସ୍ମାର୍ଟଫୋନରେ ୨୦ ପ୍ରକାର ଭୟଙ୍କର ଲୁପ ଖୋଜି ବାହାର କରିଛନ୍ତି ।…

ହ୍ରାସ ପାଇଲା ସୁନା ଏବଂ ରୂପା ଦର, ଜାଣନ୍ତୁ କେତେ ଶସ୍ତା ହେଲା ମୂଲ୍ୟବାନ ଧାତୁ

ନୂଆଦିଲ୍ଲୀ: ଘରୋଇ ବାୟଦା ବଜାରରେ ମଙ୍ଗଳବାର ଦିନ ସୁନା-ରୂପା ଦର କମିବା ଦେଖାଦେଇଛି । ଏମସିଏକ୍ସ ଏକ୍ସଚେଞ୍ଜରେ ୫ ଜୁନ ୨୦୨୪ର ଡେଲିଭରୀ ସୁନା ମଙ୍ଗଳବାର ସକାଳେ ୦.୦୩ ପ୍ରତିଶତ ବା ୧୯ ଟଙ୍କା କମିଛି । ଏଥିରେ ସୁନା ଦର…

ଏକ ମାସ ପରେ ଆପଣଙ୍କର ଆକାଉଣ୍ଟ ବନ୍ଦ ହୋଇଯିବ: ଗ୍ରାହକଙ୍କ ପାଇଁ ଚେତାବନୀ ଜାରି କଲା PNB

ନୂଆଦିଲ୍ଲୀ: ଆପଣଙ୍କର ଆକାଉଣ୍ଟ ଯଦି ସାର୍ବଜନିକ କ୍ଷେତ୍ରରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି)ରେ ରହିଛି ତେବେ ସେନେଇ ଆସିଛି ଏକ ଗୁରୁତ୍ୱପୂର୍ଣ୍ଣ ଖବର । ନିଜର ଗ୍ରାହକଙ୍କ ପାଇଁ ପିଏନବି ପକ୍ଷରୁ ଏକ ଚେତାବନୀ…

GSTATର ସଭାପତି ଭାବେ ଶପଥ ଗ୍ରହଣ କଲେ ଜଷ୍ଟିସ ସଞ୍ଜୟ କୁମାର, ଶପଥ ପାଠ କରାଇଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ: ସୋମବାର ଝାଡ଼ଖଣ୍ଡ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ୍‌(ଅବସରପ୍ରାପ୍ତ) ସଞ୍ଜୟ କୁମାର ମିଶ୍ର ଦ୍ରବ୍ୟ ଓ ସେବା କର ଆପିଲେଟ୍ ଟ୍ରିବୁନାଲ(GSTAT)ର ପ୍ରଥମ ସଭାପତି ଭାବେ ଶପଥ ଗ୍ରହଣ କରିଛନ୍ତି ।…