fbpx
Browsing Category

ବାଣିଜ୍ୟ

ମେ ୧୩ରେ ଓଡ଼ିଶାର ୪ଟି ସହରରେ ବ୍ୟାଙ୍କ ବନ୍ଦ! ମତଦାନ ପାଇଁ ୧୦ଟି ରାଜ୍ୟର ୯୬ଟି ସହରରେ ବ୍ୟାଙ୍କ ଛୁଟି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାରା ଦେଶରେ ଲୋକସଭା ନିର୍ବାଚନର ମତଦାନ ୭ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ । ଏହା ମଧ୍ୟରେ ୩ଟି ପର୍ଯ୍ୟାୟରେ ମତଦାନ ସରିଥିବା ବେଳେ ଆସନ୍ତାକାଲି ଅର୍ଥାତ ମେ ୧୩ରେ ଚତୁର୍ଥ ପର୍ଯ୍ୟାୟ…

RBI ତରଫରୁ ନିର୍ଦ୍ଦେଶ! କ’ଣ ନେଇ ଆସିଥିଲ, କ’ଣ ନେଇ ଯିବ… ବ୍ୟାଙ୍କ ପାସବୁକରେ ଲେଖାଯିବ ଗୀତା ଜ୍ଞାନ!

ନୂଆଦିଲ୍ଲୀ: ବ୍ୟାଙ୍କ ପାସବୁକକୁ ନେଇ ଏକ ବଡ଼ ଅପଡେଟ ଦେଇଛି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ । ଏଣିକି ବ୍ୟାଙ୍କ ପାସବୁକରେ ହିନ୍ଦୁ ଧର୍ମର ମହାନ ଗ୍ରନ୍ଥ ଭାଗବତ-ଗୀତାକୁ ସାମିଲ କରାଯିବ । ପାସବୁକର ଶେଷ ପେଜରେ ଗୀତା ସାର…

FY25ରେ ୮୦୦୦୦କୋଟି ଟଙ୍କା ନିବେଶ କରିବ Adani Enterprises, ଏହି ସେକ୍ଟର୍ସ ଉପରେ ରହିବ ଫୋକସ

ନୂଆଦିଲ୍ଲୀ: ଅଦାନୀ ଗ୍ରୁପର ଫ୍ଲାଗସିପ କମ୍ପାନୀ ଅଦାନୀ ଏଣ୍ଟରପ୍ରାଇଜେଜ ଚଳିତ ଆର୍ଥିକ ବର୍ଷରେ ୮୦୦୦୦ କୋଟି ଟଙ୍କାର ନିବେଶ କରିବାର ପ୍ରସ୍ତୁତି ଚଳାଇଛି । ଗୌତମ ଅଦାନୀଙ୍କ ଅଦାନୀ ଏଣ୍ଟରପ୍ରାଇଜେଜ କମ୍ପାନୀ ୨୦୨୫…

ସରକାରଙ୍କ ଏହି ଯୋଜନାରେ ଏକ ଲକ୍ଷ ଲୋକଙ୍କୁ ମିଳିବ ରୋଜଗାର , ଜାଣନ୍ତୁ କ’ଣ କ’ଣ ରହିଛି ଫାଇଦା

ନୂଆଦିଲ୍ଲୀ : ୧୦ ନିୟୁତ ଘରକୁ ସୌର ପ୍ୟାନେଲ ଯୋଗାଇବାରେ ସାହାଯ୍ୟ କରିବା ପାଇଁ ସରକାର ସୌର ପ୍ୟାନେଲ ସ୍ଥାପନ ଏବଂ ପରିଚାଳନାରେ ପାରଦର୍ଶୀ ଥିବା ୧୦୦,୦୦୦-ଶକ୍ତିଶାଳୀ କର୍ମଜୀବୀ ପ୍ରସ୍ତୁତ କରିବାକୁ ସରକାର କାର୍ଯ୍ୟ…

ATM କାର୍ଡରେ ମାଗଣାରେ ମିଳୁଛି ଲକ୍ଷ ଲକ୍ଷ ମୂଲ୍ୟର ବୀମା, ଦାବି ପାଇଁ ଏହି ନିୟମ ଜାଣିବା ଜରୁରୀ

ନୂଆଦିଲ୍ଲୀ :ବର୍ତ୍ତମାନ ସମୟରେ କେବଳ ଅଳ୍ପ ଲୋକ ଥିବେ,ଯେଉଁମାନେ ଏଟିଏମ୍ କାର୍ଡ ବ୍ୟବହାର କରନ୍ତି ନାହିଁ । ପ୍ରଧାନମନ୍ତ୍ରୀ ଜନ-ଧନ ଯୋଜନା ଦ୍ୱାରା ଏଟିଏମ୍ ବର୍ତ୍ତମାନ ସମସ୍ତଙ୍କ ଦୈନନ୍ଦିନ ଜୀବନର ଏକ ଅଂଶ…

Apple iTunes ଏବଂ Chrome ୟୁଜର୍ସଙ୍କୁ ବିପଦ! ଭୁଲରେ ବି କରନ୍ତୁନି ଏହି କାମ, ସରକାରଙ୍କ ପକ୍ଷରୁ ଜାରି ହେଲା ଆଲର୍ଟ

ନୂଆଦିଲ୍ଲୀ: ସରକାରଙ୍କ ପକ୍ଷରୁ ଆପଲ ଆଇଟ୍ୟୁନ୍ସ ଏବଂ ଗୁଗୁଲ ୟୁଜର୍ସଙ୍କ ପାଇଁ ଏକ କଡ଼ା ଚେତାବନୀ ଜାରି କରାଯାଇଛି । ଇଣ୍ଡିଆନ କମ୍ୟୁଟର ଏମରଜେନ୍ସି ରେସ୍ପନ୍ସ ଟିମ ଏହାର ତ୍ରୁଟିକୁ ନେଇ କହିଛି ଯେ, ହ୍ୟାକର୍ସ…

ଅକ୍ଷୟ ତୃତୀୟା ପରେ ପୁଣି ବଢ଼ିଲା ସୁନା ଦର, ଏବେ ଏତିକି ହୋଇଗଲା ରେଟ୍

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ ବଜାରରେ ବୃଦ୍ଧି ହେତୁ ଅକ୍ଷୟ ତୃତୀୟା ପରେ ଦେଶରେ ସୁନା ପୁଣି ମହଙ୍ଗା ହେବାକୁ ଲାଗିଛି । ଦେଶର କେତେକ ସ୍ଥାନରେ ସୁନା ମୂଲ୍ୟରେ ୧୨୫୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ଘଟିଛି । ଅକ୍ଷୟ ତୃତୀୟାରୁ…

PNB ଆକାଉଣ୍ଟଧାରୀମାନେ ମେ ୩୧ ପୂର୍ବରୁ କରିନିଅନ୍ତୁ ଏହି କାମ, ନଚେତ୍ ବନ୍ଦ ହୋଇଯିବ ଆକାଉଣ୍ଟ

ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି) ର ଆକାଉଣ୍ଟଧାରୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ରହିଛି । ବାସ୍ତବରେ ବ୍ୟାଙ୍କ ଜୁନ୍ ୧ ରୁ କିଛି ଆକାଉଣ୍ଟ ବନ୍ଦ କରିବାକୁ ପ୍ରସ୍ତୁତ ହେଉଛି । ଏଥିରେ ବିନା…

ପୋଷ୍ଟ ଅଫିସ ଜାରି କଲା ଆଡଭାଇଜରୀ: ସଂଶୋଧନ ହେଲା Protean ବ୍ୟବସ୍ଥା, ପ୍ୟାନ କାର୍ଡରେ ଗଡ଼ବଡ଼ି ଥିଲେ ଡାକଘର ଯୋଜନାରେ ନିବେଶ ରୋକାଯିବ

ନୂଆଦିଲ୍ଲୀ: ଆପଣମାନେ ଯଦି ଡାକଘର ଯୋଜନାରେ ନିବେଶ କରିବାକୁ ଇଚ୍ଛୁକ ତେବେ ସେନେଇ ଆସିଛି ଏକ ଜରୁରୀ ଖବର । ଏଣିକି ପୋଷ୍ଟ ଅଫିସରେ ଆପଣଙ୍କର ପ୍ୟାନ୍ କାର୍ଡ ଭେରିଫିକେସନ କରାଯିବ । ସେ କ୍ଷେତ୍ରରେ ଯଦି କୌଣସି ଗଡ଼ବଡ଼ି…

ଆସିଲା ଜିଓର ସବୁଠାରୁ ଶସ୍ତା ପୋଷ୍ଟପେଡ୍ ପ୍ଲାନ୍‌, ମିଳିବ ଅନଲିମିଟେଡ୍ ୫ଜି ଡାଟା

ଓଡ଼ିଶା ଭାସ୍କର: ଜିଓ ପ୍ଲାଟଫର୍ମରେ ଆପଣଙ୍କୁ ବିଭିନ୍ନ ପ୍ରକାର ପ୍ଲାନର ଅପ୍ସନ ମିଳିଥାଏ । କମ୍ପାନୀ ପ୍ରିପେଡ୍ ଓ ପୋଷ୍ଟପେଡ୍ ଦୁଇ ପ୍ରକାର ପ୍ଲାନସ୍ ପ୍ରଦାନ କରିଥାଏ । ଯଦି ଆପଣ ଏକ ଶସ୍ତା ପୋଷ୍ଟପେଡ୍ ପ୍ଲାନ…