Browsing Category
ବାଣିଜ୍ୟ
‘ଅତ୍ୟନ୍ତ ଯନ୍ତ୍ରଣାଦାୟକ ନିଷ୍ପତ୍ତି’: ୨୦ ପ୍ରତିଶତ କର୍ମଚାରୀଙ୍କୁ ଛଟେଇ କରିବ ଶେୟାରଚାଟ୍
ନୁଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ଶେୟାରଚାଟ୍ ଏହାର ୨୦ ପ୍ରତିଶତ କର୍ମଚାରୀଙ୍କୁ ଛଟେଇ କରିବାକୁ ପ୍ରସ୍ତୁତି କରୁଛି । କମ୍ପାନୀ ଏହାର ନିଷ୍ପତ୍ତିକୁ ବାହ୍ୟ ଅର୍ଥନୈତିକ କାରଣକୁ ଦାୟୀ କରିଛି ଯାହା ଦ୍ୱାରା ଏହା…
ଅଫିସ୍ ଖାଲି କରୁଛନ୍ତି ମେଟା, ମାଇକ୍ରୋସଫ୍ଟ: ହଜାର ହଜାର କର୍ମଚାରୀଙ୍କ ଉପରେ ଝୁଲିଲା ଖଣ୍ଡା
ନୂଆଦିଲ୍ଲୀ: ବିଶ୍ୱ ବଜାରକୁ ଆର୍ଥିକ ମାନ୍ଦାବସ୍ଥା ଗ୍ରାସ କରିଥିବା ବେଳେ ଏହାର ଜୋରଦାର ପ୍ରଭାବ ଆଇଟି କ୍ଷେତ୍ର ଉପରେ ପଡିଛି। ଅନେକ ବଡ଼ କମ୍ପାନୀ ହଜାର ହଜାର ସଂଖ୍ୟାରେ ଛଟେଇ କରୁଛନ୍ତି। ଏହାରି ମଧ୍ୟରେ ଖବର ଆସୁଛି…
ଓଡ଼ିଶାରେ ମୋବାଇଲ୍ ଗେମର ସଂଖ୍ୟା ସର୍ବାଧିକ ବୃଦ୍ଧି, ବିଶ୍ୱରେ ସର୍ବାଧିକ ଗ୍ରାହକ ଭାରତରେ
ଭୁବନେଶ୍ୱର: ମୋବାଇଲ ଗେମରଙ୍କ ସଂଖ୍ୟା ଓଡ଼ିଶାରେ ସର୍ବାଧିକ ୫୫% ବୃଦ୍ଧି ପାଇଛି। କେବଳ ଭୁବନେଶ୍ୱରରେ ମୋବାଇଲ ଗେମରଙ୍କ ସଂଖ୍ୟା ୧୬୫୨% ବଢିଥିବା ଇଣ୍ଡିଆ ମୋବାଇଲ୍ ଗେମିଂ ରିପୋର୍ଟ(ଆଇଏମ୍ଜିଆର) ୨୦୨୨ରେ କୁହାଯାଇଛି।…
ଆପଣ ବି ଜୀବନରେ ହୋଇପାରିବେ କୋଟିପତି: ଭଲରେ ବୁଝନ୍ତୁ, କେବଳ ଥରେ ଟ୍ରାଏ କରନ୍ତୁ ୪୧୬ ଟଙ୍କିଆ ଫର୍ମୂଲା
ନୂଆଦିଲ୍ଲୀ: ପଇସା କାହାକୁ ବା ଭଲ ନ ଲାଗେ, ଜୀବନରେ କୋଟିପତି ହେବାକୁ କିଏ ବା ନ ଚାହେଁ । ଅର୍ଥ ଆଜି ମଣିଷ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟି ଯାଇଛି । ପଇସା ଦ୍ୱାରା ଯେ ସବୁକିଛି କିଣିହେବ, ଏହା ଶତ ପ୍ରତିଶତ ସତ…
Airtelର ଶସ୍ତା ପ୍ଲାନ ,ମାତ୍ର ୩୫ ଟଙ୍କାରେ ଆପଣଙ୍କୁ ମିଳିବ ଏହି ସବୁ ଫାଇଦା
ନୂଆଦିଲ୍ଲୀ:ନିଜ ଗ୍ରାହକ ମାନଙ୍କ ପାଇଁ ଏୟାରଟେଲ ଏକ ଶସ୍ତା ପ୍ଲାନ ଆଣିଛି । ଯାହା ମାତ୍ର ୩୫ ଟଙ୍କାରେ ଆପଣଙ୍କୁ ମିଳିବ । ଏୟାରଟେଲ ନିଜ ରିଚାର୍ଜ ପୋର୍ଟଫୋଲିଓରେ ଏହି ନୂଆ ପ୍ଲାନ ଆଡ କରିଛି । ତେବେ ଏହା ହେଉଛି ଏକ…
ଏହି ଲୋକ ମାନଙ୍କ ପାଇଁ ବଢିଲା ପୁରୁଣା ପେନସନ ଯୋଜନା, ସରକାର ଦେଲେ ନିର୍ଦ୍ଦେଶ!
ନୂଆଦିଲ୍ଲୀ : ପେନ୍ସନ୍ ପାଇଁ ଲୋକଙ୍କ ବହୁତ ଆଶା ରହିଥାଏ । ଏହି ସମୟରେ, ଦିଲ୍ଲୀ ହାଇକୋର୍ଟର ଏକ ଡିଭିଜନ ବେଞ୍ଚ, କେନ୍ଦ୍ର ସରକାରଙ୍କୁ ପାରାମିଲିଟାରୀ ବାହିନୀର ସମସ୍ତ କର୍ମଚାରୀ, ସେନା, ନୌସେନା ଏବଂ ବାୟୁସେନା…
SBI ଗ୍ରାହକଙ୍କୁ ବଡ ଝଟକା ! ମହଙ୍ଗା ହେଲା ଋଣ ନେବା
ନୂଆଦିଲ୍ଲୀ: ଦେଶର ସର୍ବବୃହତ ପବ୍ଲିକ୍ ସେକ୍ଟର ବ୍ୟାଙ୍କ ଅର୍ଥାତ୍ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ପୁଣି ଥରେ ଋଣକୁ ମହଙ୍ଗା କରିଛି, ଏହି ଖବର କୋଟି କୋଟି ଗ୍ରାହକଙ୍କୁ ଚକିତ କରିଦେଇଛି। ବ୍ୟାଙ୍କ ଋଣ ହାରର…
ହକି ବିଶ୍ୱକପ୍ ପାଇଁ ସ୍ପେସିଆଲ ଅଫର, ରୁମ ମୂଲ୍ୟ ହ୍ରାସ କରିଲା OYO
ଭୁବନେଶ୍ୱର (ଭାସ୍କର ନ୍ୟୁଜ୍): ହକି ବିଶ୍ୱକପ ପାଇଁ ଏବେ ଓଡିଶା ଉଠୁଛି ପଡୁଛି। ଦେଶ ତଥା ଦେଶ ବାହାରୁ ଶତାଧିକ ହକି ପ୍ରେମୀ ମାନଙ୍କ ଓଡିଶାକୁ ସୁଅ ଛୁଟୁଛି। ରାସ୍ତା ଘାଟ ଠାରୁ ଆରମ୍ଭ କରି ହୋଟେଲ ଗୁଡିକ ମଧ୍ୟ…
ଆତ୍ମନିର୍ଭର ଭାରତକୁ ବଡ଼ ଝଟକା, ପ୍ରଥମ ଥର ଚୀନ୍ ସହିତ ଭାରତର ବାଣିଜ୍ୟ ନିଅଣ୍ଟ ୧୦୦ ବିଲିୟନ ଡଲାର ଅତିକ୍ରମ କଲା
ନୂଆଦିଲ୍ଲୀ: ୨୦୨୨ ମସିହାରେ ଭାରତ ଏବଂ ଚୀନ୍ ମଧ୍ୟରେ ବାଣିଜ୍ୟ ୧୩୫.୯୮ ବିଲିୟନ ଡ଼ଲାରରେ ପହଞ୍ଚିଛି। ଏହା ସହିତ ଚୀନ୍ ସହିତ ଭାରତର ବାଣିଜ୍ୟ ନିଅଣ୍ଟ ମଧ୍ୟ ୧୦୦ ବିଲିୟନ ଡଲାର ଅତିକ୍ରମ କରିଛି। ଦୁଇ ଦେଶ ମଧ୍ୟରେ…
ସୋସିଆଲ ମିଡ଼ିଆରେ ଷ୍ଟାର ହେବାକୁ ଚାହୁଁଛନ୍ତି କି ? ରାତାରାତି ବର୍ଷିବ ଟଙ୍କା, ଜାଣନ୍ତୁ କଣ ରହିଛି ସିକ୍ରେଟ୍
ନୂଆଦିଲ୍ଲୀ : ଆଜିକାଲି ଲୋକମାନେ ଇନଷ୍ଟାଗ୍ରାମ୍ ବା ଯୁଟ୍ୟୁବ୍ ରିଲ୍ସ ଦେଖି ଅନେକ କଥା ଭାବୁଛନ୍ତି - ଅନ୍ୟର Views ଦେଖି ଆପଣଙ୍କର ମଧ୍ୟ ସେପରି ରିଲ୍ସ କରି ଫେମସ ହେବାକୁ ଚାହୁଁଛନ୍ତି କି ? କେବଳ ବଡ଼ ନାମ ନୁହେଁ,…