Browsing Category

ବାଣିଜ୍ୟ

ଚିନ୍ତାର ବିଷୟ: ହ୍ରାସ ପାଇଲା ଗହମ-ଚାଉଳର ଷ୍ଟକ୍,୫ ବର୍ଷରେ ସର୍ବନିମ୍ନସ୍ତରେ ପହଞ୍ଚିଲା  

ନୂଆଦିଲ୍ଲୀ: ଦେଶରେ ସରକାରୀ ଗୋଦାମଗୁଡିକରେ ମହଜୁଦ ଶସ୍ୟର ପରିମାଣ ଗତ ପାଞ୍ଚ ବର୍ଷରେ ସର୍ବନିମ୍ନସ୍ତରରେ ପହଞ୍ଚିଛି। ଦେଶରେ ୮୦ କୋଟି ଲୋକଙ୍କୁ ସବସିଡିରେ ଖାଦ୍ୟ ଯୋଗାଉଥିବା ସରକାରୀ କଳ ଉପରେ ଆଗାମୀ ଦିନରେ ବହୁତ…

ମୋଦୀ ସରକାରଙ୍କ ଏହି ଯୋଜନାରେ ମାସକୁ ମିଳିବ ୧୫ ହଜାର ଟଙ୍କା! ତୁରନ୍ତ କରନ୍ତୁ ଆବେଦନ

ନୂଆଦିଲ୍ଲୀ: ମୋଦୀ ସରକାରଙ୍କ ‘ଆୟୁଷ୍ମାନ ଭାରତ ଯୋଜନା'କୁ କେବଳ ଦେଶରେ ନୁହେଁ ସମଗ୍ର ବିଶ୍ୱରେ ପ୍ରଶଂସା କରାଯାଉଛି । ଏହି ଯୋଜନା ମାଧ୍ୟମରେ ଗରିବ ଲୋକଙ୍କୁ ଉନ୍ନତ ଚିକିତ୍ସାରେ ସାହାଯ୍ୟ କରାଯାଉଛି । ସ୍ୱାସ୍ଥ୍ୟ…

DCB ବ୍ୟାଙ୍କର ଦମଦାର ଇନ୍ସୁରାନ୍ସ କଭର; ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଜୀବନ ବୀମା

ମୁମ୍ବାଇ :ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଦ୍ୱାରା ରେପୋ ରେଟ୍ ବୃଦ୍ଧି ପରେ ବ୍ୟାଙ୍କଗୁଡିକ ମଧ୍ୟ ସୁଧ ହାର ବୃଦ୍ଧି କରିବା ଆରମ୍ଭ କରିଛନ୍ତି। ଋଣ ଉପରେ ସୁଧ ହାର ବୃଦ୍ଧି ବ୍ୟତୀତ ବ୍ୟାଙ୍କ ଜମା ଉପରେ ସୁଧ…

ପରଟା ଉପରେ ଲାଗିବ ୧୮ ପ୍ରତିଶତ GST: କୋର୍ଟଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ଯଦି ଆପଣ ପରଟା ଖାଉଛନ୍ତି, ତେବେ ସାବଧାନ ହୋଇଯାଆନ୍ତୁ । ପରଟା ଉପରେ ଆପଣଙ୍କୁ ୧୮ ପ୍ରତିଶତ ଦ୍ରବ୍ୟ ଓ ସେବା କର (ଜିଏସଟି) ଦେବାକୁ ପଡ଼ିବ । ରୁଟି ଓ ପରଟା ଦୁଇଟି ଅଲଗା ଜିନିଷ । ଏହି ଦୁଇ ସାମଗ୍ରୀ ଉପରେ…

ଭାରତ ହେବ ୧୦ ଟ୍ରିଲିୟନ ଡଲାରର ଅର୍ଥବ୍ୟବସ୍ଥା, IMF କହିଲା ଏହି ଫର୍ମୁଲା ଆସିବ କାମରେ

ନୂଆଦିଲ୍ଲୀ: ନିକଟରେ ଅନ୍ତରାଷ୍ଟ୍ରୀୟ ମୁଦ୍ରା କୋଷ ଭାରତର ଅଭିବୃଦ୍ଧି ଅନୁମାନ ୬୦ ବେସିସ୍ ପଏଣ୍ଟ ହ୍ରାସ କରିଥିଲା । ବିଶ୍ୱରେ ଗଭୀର ହେଉଥିବା ମାନ୍ଦାବସ୍ଥା ମଧ୍ୟରେ ଏଭଳି ହେବା ସ୍ୱାଭାବିକ । କିନ୍ତୁ ଏହି ଅନୁମାନ…

Jio ୟୁଜର୍ସଙ୍କୁ ଝଟକା! 5G ଆସୁଆସୁ କମ୍ପାନୀ ବନ୍ଦ କରିଦେଲା ୧୨ଟି ରିଚାର୍ଜ ପ୍ଲାନ

ନୂଆଦିଲ୍ଲୀ: ଦେଶର ଅଗ୍ରଣୀ ଟେଲିକମ ସେବା ପ୍ରଦାନକାରୀ ସଂସ୍ଥା ରିଲାଏନ୍ସ ଜିଓ ନିକଟରେ କିଛି ସହରରେ ନିଜର ୫ଜି ସେବା ଲଞ୍ଚ କରିଛି । ତେବେ ୫ଜି ସର୍ଭିସେସ ଆସୁଆସୁ ଜିଓ ଏକ ବଡ଼ ପଦକ୍ଷେପ ନେଇଛି । କମ୍ପାନୀ ଅଫିସିଆଲ…

କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀଙ୍କ ବଡ଼ ଘୋଷଣା: ଆସନ୍ତା ଏକ ବର୍ଷ ମଧ୍ୟରେ ସମାନ ହେବ ପେଟ୍ରୋଲ ଏବଂ ବୈଦ୍ୟୁତିକ କାରର ମୂଲ୍ୟ

ନୂଆଦିଲ୍ଲୀ: କେନ୍ଦ୍ର ସଡକ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ କହିଛନ୍ତି ଯେ ଆସନ୍ତା ଏକ ବର୍ଷ ମଧ୍ୟରେ ବୈଦ୍ୟୁତିକ ଯାନର ମୂଲ୍ୟ ପେଟ୍ରୋଲ କାର ମୂଲ୍ୟ ସହିତ ସମାନ ହେବ। ଏହି ଖବର କାର ଏବଂ ବାଇକ୍ ଆରୋହୀଙ୍କ…

ବରିଷ୍ଠ ନାଗରିକଙ୍କୁ ଟ୍ରେନ ଟିକେଟରେ ପୁଣି ମିଳିବ ରିହାତି; କିନ୍ତୁ ବଦଳିବ ନିୟମ! ଜାଣନ୍ତୁ କ’ଣ ରହିଛି ସରକାରଙ୍କ ପ୍ଲାନ

ନୂଆଦିଲ୍ଲୀ: ରେଳ ଯାତ୍ରୀମାନଙ୍କ ପାଇଁ ଆସିଛି ଗୁରୁତ୍ୱପୂର୍ଣ୍ଣ ଖବର। ଭାରତୀୟ ରେଳବାଇ କରୋନା ଅବଧିରେ ବନ୍ଦ ଥିବା ବରିଷ୍ଠ ନାଗରିକ ତଥା କ୍ରୀଡ଼ାବିତଙ୍କ ସମେତ ଅନ୍ୟ ବର୍ଗର ଯାତ୍ରୀଙ୍କୁ ରିହାତି ଟିକେଟ୍ ସେବା ପୁନଃ…

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ଟାଟା ସନ୍ସ ଚେୟାରମ୍ୟାନ୍ ଏନ. ଚନ୍ଦ୍ରଶେଖରନ୍

ଭୁବନେଶ୍ୱର: ଓଡ଼ିଶାରେ ନିଜର କ୍ଷମତା ବିସ୍ତାର କରୁ ଟିସିଏ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବିଷୟରେ ଟାଟା ସନ୍ସ ଚେୟାରମ୍ୟାନ୍ ଏନ. ଚନ୍ଦ୍ରଶେଖରନଙ୍କ ପାଖରେ ଏହି ପ୍ରସ୍ତାବ ରଖିଛନ୍ତି ମୁଖ୍ୟମନ୍ତ୍ରୀ। ଆଜି…

ମହଙ୍ଗା ମାଡ଼ ମଝିରେ ଆଉ ଏକ ଝଟକା: ୫ ବର୍ଷରେ ସର୍ବନିମ୍ନ ସ୍ତରରେ ଗଚ୍ଛିତ ଖାଦ୍ୟଶସ୍ୟ

ନୂଆଦିଲ୍ଲୀ: ଦେଶରେ ଜାରି ରହିଥିବା ମହଙ୍ଗା ମାଡ଼ ମଧ୍ୟରେ କେନ୍ଦ୍ର ସରକାରଙ୍କ ଏଜେନ୍ସି ଗୁଡ଼ିକର ଗଚ୍ଛିତ ଖାଦ୍ୟଶସ୍ୟ ୫ ବର୍ଷରେ ସର୍ବନିମ୍ନ ସ୍ତରକୁ ଖସି ଯାଇଛି। ଇଣ୍ଡିଆନ୍ ଫୁଡ୍ କର୍ପୋରେସନ୍(ଏଫସିଆଇ) ତଥ୍ୟ ଅନୁଯାୟୀ…