Browsing Category
ବାଣିଜ୍ୟ
୧୩୩ଟି ଟ୍ରେନକୁ ବାତିଲ କଲା ରେଲବାଇ: ଏପରି ଚେକ୍ କରନ୍ତୁ ଷ୍ଟାଟସ୍
ନୂଆଦିଲ୍ଲୀ: ଯଦି ଆଜି ଆପଣ ଟ୍ରେନ୍ ଯାତ୍ରା କରିବାକୁ ଯାଉଛନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ ରହିଛି । ଭାରତୀୟ ରେଲୱେ ପକ୍ଷରୁ ଆଜି ଅନେକ ଟ୍ରେନକୁ ବାତିଲ କରାଯାଇଛି । ଦେଶରେ ଲକ୍ଷାଧିକ ଲୋକ ପ୍ରତିଦିନ ଟ୍ରେନରେ…
ଦିପାବଳୀରେ ଗୁଡ୍ ନ୍ୟୁଜ୍ ଦେବ EPFO! ଆକାଉଣ୍ଟକୁ ଆସିବ PF ସୁଧ
ନୂଆଦିଲ୍ଲୀ: ଦଶହରା ଓ ଦିପାବଳୀ ଅବସରରେ କେନ୍ଦ୍ର ଓ ରାଜ୍ୟ ସରକାର କର୍ମଚାରୀମାନଙ୍କୁ ଉପହାର ବର୍ଷା କରୁଛନ୍ତି । ତେବେ ନିକଟରେ କେନ୍ଦ୍ର ସରକାର କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରିଥିଲେ । ଆଗକୁ ଦିପାବଳୀ…
ଭାରତ ରୁଷରୁ ତେଲ କିଣିବା ବନ୍ଦ କରିବ କି? ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କଲେ ପେଟ୍ରୋଲିୟମ ମନ୍ତ୍ରୀ
ନୂଆଦିଲ୍ଲୀ: ଋଷଠାରୁ ତେଲ କିଣିବାରୁ ଭାରତକୁ କେଉଁ ଦେଶ ଅଟକାଇ ପାରିବେ ନାହିଁ। କେନ୍ଦ୍ରୀୟ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ହରଦୀପ ସିଂ ପୁରୀ ସଫାସଫା ଏହା କହିଛନ୍ତି ଯେ, ଭାରତ ଏହାର ଆବଶ୍ୟକତା…
Jio 5G Welcome Offer କେଉଁ ମାନଙ୍କୁ ମିଳିବ? କଣ ଏଥି ପାଇଁ ଆପଣଙ୍କୁ ଅଲଗା ରିଚାର୍ଜ କରିବାକୁ ପଡିବ ?
ନୂଆଦିଲ୍ଲୀ: ଜିଓ ଏହାର ୫ଜି ସେବା Jio True 5G ଲଞ୍ଚ କରିଛି। ଦଶ'ରା ଅବସରରେ କମ୍ପାନୀ ଚାରିଟି ସହରରେ ୫ଜି ସେବା ଆରମ୍ଭ କରିଛି। ଦିଲ୍ଲୀ, ମୁମ୍ବାଇ, କୋଲକାତା ଏବଂ ବାରାଣାସୀରେ ରହୁଥିବା ଜିଓ ବ୍ୟବହାରକାରୀମାନେ ୫ଜି…
EPF ଖାତାରେ କିପରି ଲିଙ୍କ୍ କରିବେ ନୁଆ ବ୍ୟାଙ୍କ ଆକାଉଣ୍ଟ ? ଜାଣନ୍ତୁ ଅନଲାଇନ୍ ଅପଡେଟ୍ କରିବାର ପୂରା ପ୍ରକ୍ରିୟା
ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟତ ନିଧି ପାଣ୍ଠି(ଇପିଏଫ) ଖାତା ଜମା ଉପରେ ସରକାର ସୁଧ ପ୍ରଦାନ କରିଥାନ୍ତି। ତେବେ କିଛି ବୈଷୟିକ ଅସୁବିଧା କାରଣରୁ ଇପିଏଫ ଖାତାଧାରୀଙ୍କ ଷ୍ଟେଟମେଣ୍ଟ ଦେଖାଇ ନଥାଏ। ତେବେ ଏହାକୁ ନେଇ…
ଜନଧନ ଆକାଉଣ୍ଟ ଥିଲେ ମିଳିବ ୧.୩୦ ଲକ୍ଷ ଟଙ୍କା, ତୁରନ୍ତ କରନ୍ତୁ ଏହି କାମ!
ନୂଆଦିଲ୍ଲୀ: କେନ୍ଦ୍ର ସରକାର ସାଧାରଣ ଜନତାଙ୍କ ପାଇଁ ଅନେକ ଯୋଜନା କରିଛନ୍ତି। ଯାହାର ଉପଯୋଗ କରି ଲୋକେ ଉପକୃତ ହୋଇପାରିବେ। ତେବେ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଅଧୀନରେ ୪୬.୯୫ କୋଟି ଲୋକ…
ଚଳିତମାସରେ ବିକ୍ରି ହେବାକୁ ଯାଉଛି ବଡ଼ ସରକାରୀ ବ୍ୟାଙ୍କ ! ପ୍ରସ୍ତୁତି ଆରମ୍ଭ, ଆପଣଙ୍କର ନାହିଁ ତ ଆକାଉଣ୍ଟ ?
ନୂଆଦିଲ୍ଲୀ: ଘରୋଇଗରଣ ବିରୋଧରେ ସରକାରୀ କର୍ମଚାରୀମାନେ ଲଗାତାର ଧର୍ମଘଟ କରିବାରେ ଲାଗିଛନ୍ତି । ଏହା ପରେ ବି ସରାକର ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ସରକାର ଚଳିତମାସରେ ଆଇଡିବିଆଇ ବ୍ୟାଙ୍କର ଘରୋଇକରଣ କରିବାକୁ…
ଗ୍ୟାସ୍ ସିଲିଣ୍ଡରକୁ ନେଇ ଆସିଲା ନୂଆ ନିୟମ: କେବଳ ଏହି ଲୋକଙ୍କୁ ମିଳିବ ସବସିଡିର ଟଙ୍କା
ନୂଆଦିଲ୍ଲୀ: ସାଧାରଣ ଲୋକଙ୍କ ପାଇଁ ଆସିଛି ବଡ଼ ଖବର । ଯଦି ଆପଣ ଗ୍ୟାସ ସିଲିଣ୍ଡର ବ୍ୟବହାର କରୁଛନ୍ତି, ତେବେ ବର୍ଷକରେ କେତୋଟି ସିଲିଣ୍ଡର ନେଇପାରିବେ ଜାଣିଛନ୍ତି କି ? ଏହାକୁ ନେଇ ନିୟମ ଜାରି ହୋଇଛି । ତେବେ ଆସନ୍ତୁ…
Gautam Adani କରିବେ ୬୦ ହଜାର କୋଟି ଟଙ୍କାର ବିନିଯୋଗ: ଶିଳ୍ପ ଓ ନିଯୁକ୍ତି ବିକାଶ ପାଇଁ ବଢାଇବେ ପାଦ
ଜୟପୁର: ରାଜସ୍ଥାନରେ ଶିଳ୍ପ ଏବଂ ନିଯୁକ୍ତିକୁ ପ୍ରୋତ୍ସାହିତ କରିବା ପାଇଁ ନିବେଶ ରାଜସ୍ଥାନ ସମ୍ମିଳନୀ ଆରମ୍ଭ ହୋଇଛି । ଏହି ଶିଖର ସମ୍ମିଳନୀରେ ଗୌତମ ଆଦାନୀ ରାଜସ୍ଥାନରେ ୬୦ ହଜାର କୋଟି ନିବେଶ କରିବାକୁ ଘୋଷଣା…
ସାଧାରଣ ଜନତାଙ୍କୁ ପୁଣି ମହଙ୍ଗା ମାଡ଼, ବୃଦ୍ଧି ପାଇଲା CNG ଦାମ୍
ନୂଆଦିଲ୍ଲୀ: ପୁଣି ସାଧାରଣ ନାଗରିକଙ୍କୁ ଲାଗିଛି ଝଟକା । ଦୀପାବଳି ପୁର୍ବରୁ ଆଇଜିଏଲ ଦ୍ୱାରା CNG ଦାମ୍ କିଲୋ ପ୍ରତି ୩ଟଙ୍କା ବୃଦ୍ଧି କରାଯାଇଛି । ଶନିବାରଠାରୁ ବର୍ଦ୍ଧିତ ଦର ଲାଗୁ ହେବ । ରାଜଧାନୀ ଦିଲ୍ଲୀରେ CNG…