Browsing Category

ବାଣିଜ୍ୟ

ପେଟ୍ରୋଲ-ଡିଜେଲ ପରେ ଚାଷ କରିବା ବି ହେଲା ମହଙ୍ଗା, ବଢ଼ିଗଲା ଏହି ଜିନିଷର ମୂଲ୍ୟ

ନୂଆଦିଲ୍ଲୀ: ସାଧାରଣ ଲୋକଙ୍କ ପାଇଁ ପେଟ୍ରୋଲ-ଡିଜେଲର ମୂଲ୍ୟ ବୃଦ୍ଧି ମୁଣ୍ଡବିନ୍ଧାର କାରଣ ପାଲଟିଛି । ଏବେ ଚାଷ କରିବା ବି ମହଙ୍ଗା ହେବ । ଡିଜେଲ ମୂଲ୍ୟ ବୃଦ୍ଧି ମଧ୍ୟରେ ଡିଏପି-ପୋଟାଶ ସମେତ ଅନେକ ସାରର ମୂଲ୍ୟ…

ଆଜିଠୁ ସକାଳ ୯ରୁ ଖୋଲିବ ବ୍ୟାଙ୍କ: ଘଣ୍ଟାଏ ଅଧିକ ଚାଲିବ କାମ

ନୂଆଦିଲ୍ଲୀ: ସମସ୍ତ ବ୍ୟାଙ୍କ, ଫରେକ୍ସ ଏବଂ ସିକ୍ୟୁରିଟି ମାର୍କେଟ ସୋମବାରରୁ ସକାଳ ୧୦ ବଦଳରେ ୯ଟାରୁ ଖୋଲିବ । ଆରବିଆଇ ଅନୁସାରେ, ୧୦ ଏପ୍ରିଲ ୨୦୨୨ରୁ ବ୍ୟାଙ୍କଗୁଡ଼ିକର ଖୋଲିବା ସମୟରେ ପରିବର୍ତ୍ତନ ହୋଇଛି । କିନ୍ତୁ…

‘୧୫-୧୫-୧୫’ ଫର୍ମୂଲା ଆପ୍ଲାଏ କରି ବହୁଲୋକ କୋଟିପତି ବନି ଯାଉଛନ୍ତି, ଆପଣ କାହିଁକି ପାରିବେନି, ଫଲୋ କରନ୍ତୁ ଏହିସବୁ ଟିପ୍ସ

ନୂଆଦିଲ୍ଲୀ: ଟଙ୍କା କାହାକୁ ବା ଭଲ ଲାଗେନା, ଆଉ କୋଟିପତି ହେବାର ସ୍ୱପ୍ନ କିଏ ବା ଦେଖେନା । ମାତ୍ର ଏହା ଏତେ ସହଜ ନୁହେଁ । ସ୍ୱପ୍ନ ଦେଖିବା ସହଜ, ମାତ୍ର ତାକୁ ପୂରଣ କରିବା କଷ୍ଟ ନୁହେଁ ପ୍ରାୟତଃ ଅସମ୍ଭବ । ତେବେ…

ଏହି ସରକାରୀ ଯୋଜନାରେ ୧୦ ବର୍ଷ ପରେ ଦ୍ୱିଗୁଣିତ ହେବ ଟଙ୍କା, ଜାଣନ୍ତୁ ସମସ୍ତ ଫିଚର୍ସ

ନୂଆଦିଲ୍ଲୀ: ଯଦି ଆପଣ ଆଗାମୀ ଦିନରେ ନିବେଶ କରିବାକୁ ଚିନ୍ତା କରୁଛନ୍ତି, ତେବେ ପୋଷ୍ଟ ଅଫିସର ସେଭିଂ ସ୍କିମରେ କରିପାରିବେ । ଏହି ଯୋଜନାରେ ଆପଣଙ୍କୁ ଭଲ ରିଟର୍ଣ୍ଣ ମିଳିବା ସହିତ ନିବେଶ କରିଥିବା ଟଙ୍କା ସମ୍ପୂର୍ଣ୍ଣ…

ଚାଲିଛି ପ୍ରସ୍ତତି, ଖୁବ୍‌ଶୀଘ୍ର ଆସିବ ଏଲ୍‌ଆଇସିର ଆଇପିଓ

ନୂଆଦିଲ୍ଲୀ : ଆଇପିଓ ଜାରି ପୂର୍ବରୁ ଫରେନ୍‌ ଏକ୍ସଚେଞ୍ଜ ମ୍ୟାନେଜ୍‌ମେଣ୍ଟ ଆକ୍ଟ ନିୟମରେ ସଂଶୋଧନ ନୋଟିଫିକେସନ୍‌ ଜାରି କରିଛି ଏଆଇସି । କ୍ୟାବିନେଟ୍‌ ମଞ୍ଜୁରୀ ପରେ ଡିପାର୍ଟମେଣ୍ଟ ଫର୍‌ ପ୍ରମୋଶାନ ଅଫ୍‌ ଇଣ୍ଡଷ୍ଟ୍ରି…

FEMA ନିୟମ ସଂଶୋଧନକୁ କେନ୍ଦ୍ରର ମଞ୍ଜୁରୀ: LICରେ ହେବ ୨୦% ବିଦେଶୀ ପ୍ରତ୍ୟେକ୍ଷ ପୁଞ୍ଜି ନିବେଶ

ନୂଆଦିଲ୍ଲୀ: ଫରେନ ଏକ୍ସଚେଞ୍ଜ ମ୍ୟାନଜେମେଣ୍ଟ ଆକ୍ଟ (ଏଫଇଏମଏ) ରେ ସରକାର ସଂଶୋଧନ କରିଛନ୍ତି, ଏହି ସଂଶୋଧନ ଦ୍ୱାରା ଏଣିକି ଏଲଆଇସିରେ ୨୦ ପ୍ରତିଶତ ବିଦେଶୀ ପୁଞ୍ଜି ନିବେଶ ପାଇଁ ରାସ୍ତା ପ୍ରଶସ୍ତ ହୋଇଛି । ଆଇପିଓ…

ପେଟ୍ରୋଲ, ଡିଜେଲ, ସିଏନଜି ମୂଲ୍ୟ ବୃଦ୍ଧିକୁ ବିରୋଧ: ସୋମବାର ଧର୍ମଘଟ କରିବେ ଡ୍ରାଇଭର ସଂଗଠନ

ବଢୁଥିବା ପେଟ୍ରୋଲ, ଡିଜେଲ ଏବଂ ସିଏନଜି ଦର ବୃଦ୍ଧିକୁ ନେଇ ସମଗ୍ର ଦେଶରେ ସାଧାରଣରେ ଅସନ୍ତୋଶ ବୃଦ୍ଧି ପାଇବାରେ ଲାଗିଛି । ଏଭଳି ସ୍ଥିତିରେ ଦିଲ୍ଲୀ ଅଟୋ ରିକ୍ସା ସଂଗଠନ ଭଡ଼ା ହାର ବୃଦ୍ଧି ଏବଂ ସିଏନଜି ଦର ହ୍ରାସ ଦାବି…

LICର ଏହି ସ୍କିମରେ ଥରେ ଜମା କରନ୍ତୁ ପ୍ରିମିୟମ, ସବୁ ମାସରେ ମିଳିବ ୧୨,୦୦୦ ପେନସନ

ଲାଇଫ ଇନସ୍ୟୁରାନ୍ସ କର୍ପୋରେସନ(ଏଲଆଇସି) ନିଜର ଗ୍ରାହକଙ୍କ ପାଇଁ ଅନେକ ସୁବିଧାଜନକ ପେନସନ ସ୍କିମ ଆଣିଥାଏ । ଏଲଆଇସିର ଏହିଭଳି ଏକ ପେନସନ ସ୍କିମ ହେଉଛି ଏଲଆଇସି ସରଳ ପେନସନ ଯୋଜନା । ଏହି ସ୍କିମରେ ଥରେ ପ୍ରିମିୟମ…

ବର୍ଷକୁ ଲଗାନ୍ତୁ ୫୦ଟି ଗଛ: ଲାଭ କରିବେ ଅଢ଼େଇ ଲକ୍ଷ ଟଙ୍କା, ମୋଦୀ ସରକାର ଦେଉଛନ୍ତି ସବସିଡି

ନୂଆଦିଲ୍ଲୀ: କୃଷକ ଏବଂ କୃଷିର ଉନ୍ନତି ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା ରହିଛି । ଏମିତି ଏକ ଯୋଜନାରେ ଆପଣ ବର୍ଷକୁ ୨.୫ ଲକ୍ଷ ଟଙ୍କା ଆୟ କରିପାରିବେ । ଆଜି ଆମେ ଆଲୋଚନା କରିବା କେମିତି ମାତ୍ର ୫୦ଟି…

ନିଯୁକ୍ତି ପାଇଁ ବଡ଼ ସୁଯୋଗ: ଚଳିତ ବର୍ଷ ୪୦ ହଜାର ନିଯୁକ୍ତି ଦେବ ଟିସିଏସ୍‌

ନୂଆଦିଲ୍ଲୀ : କରୋନା ମହାମାରୀ ପାଇଁ ବିଗତ କିଛି ବର୍ଷ ଧରି ନିଯୁକ୍ତି କ୍ଷେତ୍ରରେ ଦେଖାଦେଇଛି ଉକ୍ରଟ ସମସ୍ୟା । ତେବେ କରୋନା ମହାମାରୀ ସ୍ଥିତିରେ ସୁଧାର ଆସିବା ପରେ ନିଯୁକ୍ତି ବଜାରରେ ମଧ୍ୟ ଉତ୍ସାହ ଫେରୁଛି  । ଦେଶର…