Browsing Category

ବାଣିଜ୍ୟ

Google Pay ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର, ଏଣିକି ଘରେ ବସି ପାଇପାରିବେ ୧ ଲକ୍ଷର ଲୋନ୍

ନୂଆଦିଲ୍ଲୀ: ଯଦି ଆପଣ ଲୋନ୍ ପାଇବାକୁ ଚାହୁଁଥାନ୍ତି, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଆସିଛି । ନିକଟରେ ‘ଗୁଗଲ ପେ’ ଆପ୍ ଏଭଳି ଏକ ଯୋଜନାର ଶୁଭାରମ୍ଭ କରିଛି, ଯାହାଦ୍ୱାରା କି ଆପଣମାନେ ୧ ଲକ୍ଷ ପର୍ଯ୍ୟନ୍ତ ଲୋନ୍…

ପୁଣି ଥରେ ରେକର୍ଡ ସ୍ତରକୁ ଯାଉଛି ସୁନା ଦର! ୭ ଦିନରେ ୨୨୦୦ ଟଙ୍କା ହେଲା ମହଙ୍ଗା

ନୂଆଦିଲ୍ଲୀ: ସୁନା ଦର ଲଗାତାର ବଢ଼ିବାରେ ଲାଗିଛି । ବଢ଼ୁଥିବା ଦାମ୍ ସହିତ ସୁନା ଦର ପୁଣିଥରେ ନିଜର ରେକର୍ଡ ସ୍ତରକୁ ଯିବାକୁ ଲାଗିଲାଣି । ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ସୁନା ଦର ଆଜି ୦.୫୬ ପ୍ରତିଶତ ବୃଦ୍ଧି ପାଇଛି ।…

ଅଟୋ ସେକ୍ଟରରେ ଲାଗୁ ହେବ PLI Scheme: ଦିଆଯିବ ସାଢ଼େ ସାତ ଲକ୍ଷ ଲୋକଙ୍କୁ ଚାକିରି

ନୂଆଦିଲ୍ଲୀ: ଜନସାଧାରଣଙ୍କ ପାଇଁ ବାହନ ପ୍ରସ୍ତୁତ କରୁଥିବା କମ୍ପାନୀମାନଙ୍କ ପକ୍ଷରୁ ଏକ ଶୁଭ ଖବର ଆସିଛି । ନିକଟରେ ଭାରି ଉଦ୍ୟୋଗ ମନ୍ତ୍ରଣାଳୟ ପକ୍ଷରୁ ୨୦ଟି ବାହନ ପ୍ରସ୍ତୁତକାରୀ କମ୍ପାନୀକୁ ପ୍ରଡକ୍ସନ ଲିଙ୍କଡ…

ଏୟାର ଇଣ୍ଡିଆର ନୂଆ ସିଇଓ ପଦରେ ଇଲକର ଆଇସି ନିଯୁକ୍ତ, ଏପ୍ରିଲ୍‌ ୧ରୁ ଗ୍ରହଣ କରିବେ ଦାୟିତ୍ୱ

ନୂଆଦିଲ୍ଲୀ: ଟାଟା ସନ୍ସ ତୁର୍କୀ ଏୟାରଲାଇନ୍ସର ପୂର୍ବତନ ଚେୟାରମ୍ୟାନ୍‌ ଇଲକର ଆଇସିଙ୍କୁ ଏୟାର ଇଣ୍ଡିଆର ନୂତନ ଏମଡି ତଥା ସିଇଓ ଭାବରେ ନିଯୁକ୍ତ କରିଛନ୍ତି । ସୋମବାର ଅନୁଷ୍ଠିତ କମ୍ପାନୀ ବୋର୍ଡର ବୈଠକରେ ଏହି…

ରିଲାଲନ୍ସ JIOର ବଡ଼ ପ୍ରସ୍ତୁତି, ସାଟେଲାଇଟରୁ ମିଳିବ 100 Gbpsର ଇଣ୍ଟରନେଟ ସ୍ପିଡ

ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ସୋମବାର ଏହାର ଉପଗ୍ରହଭିତ୍ତିକ ବ୍ରଡବ୍ୟାଣ୍ଡ ସେବା ବିଷୟରେ ଘୋଷଣା କରିଛି । କମ୍ପାନୀ ତରଫରୁ ସୂଚନା ଦିଆଯାଇଛି ଯେ ଜିଓ ପ୍ଲାଟଫର୍ମ ଲିମିଟେଡ SES ସହ ସହଭାଗିତାରେ ସାଟେଲାଇଟଭିତ୍ତିକ…

ଏହି ତାରିଖରେ ବଜାରରୁ ଗାଏବ ହୋଇଯିବ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ: ପ୍ରଦୂଷଣ ରୋକିବାକୁ CPCBର ବଡ ନିଷ୍ପତ୍ତି

ନୂଆଦିଲ୍ଲୀ: ଇୟରବଡ୍, ହେଡ ଫୋନ ଇତ୍ୟାଦି ଉପରେ ଲାଗିବ ବ୍ୟାନ । ଆଉ ଆଗକୁ ବ୍ୟବହାର କରି ହେବନି ୱାୟାରଲେସ ହେଡଫୋନ କିମ୍ବା ଏମିତି କିଛି ଗ୍ୟାଜେଟ । ଦେଶରେ ପ୍ରଦୂଷଣ ରୋକିବା ପାଇଁ କେନ୍ଦ୍ର ନେଇଛି ଏମିତି ଏକ ବଡ…

Indian Coast Guardରେ ନିଯୁକ୍ତି ସୁଯୋଗ: ମିଳିବ ୧.୧୨ ଲକ୍ଷର ଦରମା, ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍ଲୀ: ଭାରତୀୟ କୋଷ୍ଟଗାର୍ଡରେ ସୃଷ୍ଟି ହୋଇଛି ଖାଲି ପଦ । ସ୍ନାତକ ମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ରହିଥିବା ବେଳେ ସର୍ବାଧିକ ବୟସ ସୀମା ୩୦ ବର୍ଷ ରହିଛି । ଇଚ୍ଛୁକ ଏବଂ ଯୋଗ୍ୟ ଆଶାୟୀ ଏହି ପଦରେ ଆବେଦନ କରିବା…

ମନରେଗାକୁ ନେଇ କଠୋର ହେଲେ ସରକାର, ଏବେ ବିନା କାମରେ ମିଳିବନି ଟଙ୍କା, ଦଲାଲୀ ହେବ ଶେଷ

ନୂଆଦିଲ୍ଲୀ: ସରକାର ଭ୍ରଷ୍ଟାଚାର ଏବଂ ଦୁର୍ନୀତି ରୋକିବାକୁ କଡ଼ା କାର୍ଯ୍ୟାନୁଷ୍ଠାନ ଉଠାଇବାକୁ ଯାଇ ମନରେଗା ଆଇନକୁ ଅଧିକ କଡ଼ା କରିବାକୁ ପ୍ରସ୍ତୁତି କରୁଛନ୍ତି । ଯଦି ଏଭଳି ହୁଏ ତେବେ ଆଗକୁ ମନରେଗାରେ ଉପକୃତ ହେଉଥିବା…

ପେନସନକୁ ନେଇ ନୂଆ ନିୟମ ଆଣିଲେ ସରକାର, ଜାଣନ୍ତୁ କ’ଣ

ନୂଆଦିଲ୍ଲୀ: କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଆସିଛି ବଡ଼ ଖବର । ଫ୍ୟାମିଲି ପେନସନକୁ ନେଇ ନୂଆ ନିୟମ ଜାରି କରିଛନ୍ତି ସରକାର । ଜାରି କରାଯାଇଥିବା ନିୟମ ଅନୁସାରେ, ମୃତ ସରକାରୀ କର୍ମଚାରୀଙ୍କ ମାନସିକ…

ଇଲେକ୍ଟ୍ରିକ୍‌ ଭେଇକିଲ୍‌ ବଜାରକୁ ଏଣ୍ଟ୍ରି କରିବ ମାରୁତି-ଟୟୋଟାର ପ୍ରଥମ ଇଭି ଏସ୍‌ୟୁଭି, ସିଙ୍ଗଲ୍ ଚାର୍ଜରେ ଦୌଡିବ ୫୦୦ କିମି

ନୂଆଦିଲ୍ଲୀ: ଦେଶର ବୃହତ୍ତମ ଚାରି ଚକିଆ ଯାନ କମ୍ପାନୀ ମାରୁତି ସୁଜୁକି ଇଣ୍ଡିଆ ଇଲେକ୍ଟ୍ରିକ୍‌ ଭେଇକିଲ୍‌ (ଇଭି) ସେଗମେଣ୍ଟରେ ପ୍ରବେଶ କରିବାକୁ ଯାଉଛି । ମାରୁତି ଏବଂ ଟୟୋଟା ମିଳିତ ଭାବରେ ଏକ ଗ୍ଲୋବାଲ୍‌ ମିଡାଇଜ୍‌…