fbpx
Browsing Category

ବାଣିଜ୍ୟ

ଚୀନଠୁ କରେନାର ପ୍ରତିଶେଧ ନେବ ଜାପାନ

ଭୁବନେଶ୍ୱର, ୧୬ । ୪ (ଓଡ଼ିଶା ଭାସ୍କର): କୋରୋନା ଭାଇରସ ପାଇଁ ବ୍ୟାପକ କ୍ଷତି ପାଇଁ ଏକ ବଡ଼ ମୂଲ୍ୟ ଦେବାକୁ ପଡ଼ିବ ବୋଲି ଚୀନକୁ ଜାପାନ ପୂର୍ବରୁ ଧମକ ଦେଇ ସାରିଥିଲା। ଆଉ ଏଥିପାଇଁ ଜାପାନ ହୁଏତ ତାର ପ୍ରତିଶୋଧ ନେବାର…

ଫ୍ଲାଇଟ୍ ଟିକେଟ୍ କ୍ୟାନସେଲ୍ ,ହେଲେ ମିଳିବନି ଟଙ୍କା ଫେରସ୍ତ ।

ଭୁବନେଶ୍ୱର,୧୫ ।୪(ଓଡିଶା ଭାସ୍କର): ଲକ୍ ଡାଉନ୍ ବୃଦ୍ଧି ପାଇବା ପରେ ବିମାନ କମ୍ପାନୀଗୁଡିକ ଟିକେଟ୍ ଟଙ୍କା ଫେରସ୍ତ ନକରିବାକୁ ନିଷ୍ପତ୍ତି ନେଇଛି । ଏହା ବଦଳରେ ଏହା ଗ୍ରାହକଙ୍କୁ ଏକ ନୂତନ ତାରିଖରେ ଯାତ୍ରା କରିବାର…

ଚୀନ ବିରୋଧରେ ଭାରତର ଆର୍ଥିକ ଯୁଦ୍ଧ ଆରମ୍ଭ

ଭୁବନେଶ୍ୱର,୧୫ ।୪(ଓଡିଶା ଭାସ୍କର): ଭାରତ ଚୀନ ବିପକ୍ଷରେ ଯୁଦ୍ଧ ଆରମ୍ଭ କରିଛି। ବର୍ତ୍ତମାନ ଚୀନ ବିରୋଧରେ ଅର୍ଥନୈତିକ ଯୁଦ୍ଧ ପାଇଁ ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି ଏବଂ ଭାରତ ଚାଇନାର ଫାର୍ମା ବଜାର ଉପରେ ନଜର…

ଲକ୍-ଡାଉନ୍ ପ୍ରଭାବ: ମୋବାଇଲ ଉପରେ ବଢିଲା ଜିଏସଟି ହାର

ଲକ୍-ଡାଉନ୍ ଯୋଗୁଁ ଲୋକମାନେ ଘରେ ବନ୍ଦୀ ରହିଥିବା ବେଳେ ବାଣିଜ୍ୟ ଓ ଶିଳ୍ପ କାରଖାନା ବନ୍ଦ ରହିଛି । ଏହାରି ମଧ୍ୟରେ ଏପ୍ରିଲ ୧ରୁ ଦେଶରେ ମୋବାଇଲ ଫୋନ୍ ଉପରେ ଲାଗିଥିବା ଜିଏସଟି ହାର ୧୨ ପ୍ରତିଶତରୁ ୧୮ ପ୍ରତିଶତକୁ…

ପୁଣି ମହଙ୍ଗା ହେଲା ସୁନା, ଭାଙ୍ଗିଲା ସମସ୍ତ ରେକର୍ଡ

ସମଗ୍ର ବିଶ୍ୱରେ ଆର୍ଥିକ ସଙ୍କଟ ଚାଲିଥିବା ବେଳେ ମହଙ୍ଗା ହେବାରେ ଲାଗିଛି ସୁନାଦର । ଗତ ଗୋଟିଏ ସପ୍ତାହ ଧରି ସୁନାର ଦାମ ଆକାଶ ଛୁଇଁବାରେ ଲାଗିଛି । ଏହି ସପ୍ତାହରେ ସୁନା ଦର ସମସ୍ତ ରେକର୍ଡ ଭାଙ୍ଗିବ ବୋଲି…

BSNLର ଜବରଦସ୍ତ ପ୍ଲାନ୍! ବିନା କୌଣସି ଚାର୍ଜରେ ପ୍ରତିଦିନ ୫ ଜିବିର ମାଗଣା ଇଣ୍ଟରନେଟ୍

କରୋନା ଭାଇରସ ପାଇଁ ଅଧିକରୁ ଅଧିକ ଲୋକ ଘରେ ବସି କାମ କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ଭାରତ ସଞ୍ଚାର ନିଗମ ଲିମିଟେଡ ବା BSNL ନିକଟରେ ଏକ ଜବରଦସ୍ତ ପ୍ଲାନ ଯୋଗାଇ ଦେଇଛି । ଘରେ ବସି କାମ କରୁଥିବା ଲୋକଙ୍କୁ…

ଲକ୍-ଡାଉନରେ HDFC ବ୍ୟାଙ୍କର ୨ଟି ବଡ ଉପହାର, ଜାଣନ୍ତୁ କଣ? 

ଲକ୍-ଡାଉନ୍ ସମୟରେ HDFC ବ୍ୟାଙ୍କ ନିଜ ଗ୍ରାହକମାନଙ୍କୁ ୨ଟି ବିଶେଷ ଉପହାର ଦେଇଛି । ପ୍ରଥମଟି ଲୋନ୍ ନେଉଥିବା ଗ୍ରାହକମାନଙ୍କ ପାଇଁ ହୋଇଥିବା ବେଳେ ୨ୟ ଉପହାରରେ ଏଟିଏମ୍ ମେସିନ୍ ସୁବିଧା ଆପଣଙ୍କ ଘର ବାହାରେ ରହିବ ।…

ଏସବିଆଇ ସଞ୍ଚୟ ଆକାଉଣ୍ଟରେ ସୁଧ ହାରକୁ  0.୨୫ ପ୍ରତିଶତ ହ୍ରାସ କରିଛି, ଏହି ତାରିଖରୁ ହେବ କାର୍ଯ୍ୟକାରୀ ।

ଭୁବନେଶ୍ୱର, ୯ I୪ (ଓଡ଼ିଶା ଭାସ୍କର): ଏପ୍ରିଲ ୧୫ ରୁ ପବ୍ଲିକ ସେକ୍ଟର ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ସେଭିଙ୍ଗ ବ୍ୟାଙ୍କ ଆକାଉଣ୍ଟରେ ଜମା ହୋଇଥିବା ରାଶି ଉପରେ ସୁଧ ହାରକୁ 0.୨୫ ପ୍ରତିଶତ ହ୍ରାସ କରିବାକୁ…

୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସମସ୍ତ ବିଚାରାଧୀନ ଆୟକର ତୁରନ୍ତ ଫେରସ୍ତ, ଉପକୃତ ହେବେ ଲକ୍ଷ ଟିକସଦାତା |

ଭୁବନେଶ୍ୱର, ୯ I୪ (ଓଡ଼ିଶା ଭାସ୍କର): କରୋନା ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର କିଛି ପ୍ରମୁଖ ରିଲିଫ ପ୍ୟାକେଜ ଘୋଷଣା କରିଛନ୍ତି। ଅର୍ଥ ମନ୍ତ୍ରଣାଳୟ ଏକ ପ୍ରେସ ବିଜ୍ଞପ୍ତି ଜାରି କରି କହିଛି ଯେ ପାଞ୍ଚ…