Browsing Category

ବାଣିଜ୍ୟ

ଡିସେମ୍ବରରେ ୧୬ ଦିନ ପାଇଁ ବନ୍ଦ ରହିବ ବ୍ୟାଙ୍କ, ଆଗରୁ ଜାଣିରଖନ୍ତୁ କେଉଁ କେଉଁ ଦିନ ?

ନୂଆଦିଲ୍ଲୀ: ଆଉ କିଛି ଦିନ ପରେ ଚଳିତ ବର୍ଷର ଶେଷ ମାସ ଅର୍ଥାତ୍ ଡିସେମ୍ବର ଆରମ୍ଭ ହେବ । ଯଦି ଆପଣ ଡିସେମ୍ବର ମାସରେ ବ୍ୟାଙ୍କ ସମ୍ବନ୍ଧୀୟ କୌଣସି କାମ କରିବାକୁ ଯାଉଛନ୍ତି, ତେବେ ପ୍ରଥମେ ଆରବିଆଇ ଦ୍ୱାରା ଦିଆଯାଇଥିବା…

ଏହି ଦୁଇଟି ସରକାରୀ ବ୍ୟାଙ୍କ ହୋଇଯିବ ପ୍ରାଇଭେଟ୍, ସଂସଦରେ ନୂଆ ନିୟମ ଆଣିବେ ସରକାର

ନୂଆଦିଲ୍ଲୀ: ଭାରତ ସରକାର ପବ୍ଲିକ ସେକ୍ଟର ବ୍ୟାଙ୍କକୁ ଘରୋଇକରଣ କରିବା ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି । ଗତ ସେପ୍ଟେମ୍ବର ମାସରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ବ୍ୟାଙ୍କଗୁଡ଼ିକ ଉପରୁ ପ୍ରମ୍ପଟ କରେକ୍ଟିଭ…

ସାମ୍‌ସଙ୍ଗ ଗ୍ୟାଲାକ୍ସି ଏ ୩୨. ୮ଜିବି ଭାରିଆଣ୍ଟ୍‌ର ଶୁଭାରମ୍ଭ, ଭର୍ଚୁଆଲ ମେମୋରୀ ଭାବେ ଅତିରିକ୍ତ ୪ ଜିବି ପର୍ଯ୍ୟନ୍ତ ବଢ଼ାଇ ପାରିବେ

ନୂଆଦିଲ୍ଲୀ: ଭାରତର ସର୍ବାଧିକ ବିଶ୍ୱସନୀୟ ସ୍ମାର୍ଟଫୋନ୍‌ ବ୍ରାଣ୍ଡ ସାମ୍‌ସଙ୍ଗ ପକ୍ଷରୁଗ୍ୟାଲାକ୍ସି ଏ୩୨ର ୮ଜିବି ଷ୍ଟୋରେଜ୍‌ ଭାରିଆଣ୍ଟ୍‌ର ଶୁଭାରମ୍ଭର ଘୋଷଣା କରାଯାଇଛି । ରାମ୍‌ ପ୍ଲସ୍‌ ସହିତ ଆପଣ ନିଜ…

ଶୀତକାଳୀନ ଅଧିବେଶନରେ ଉପସ୍ଥାପନ ହେବ କ୍ରିପ୍ଟୋ କରେନ୍ସି ବିଲ୍, ଲାଗିପାରେ ଲଗାମ୍

ନୂଆଦିଲ୍ଲୀ : ନଭେମ୍ବର ୨୯ରୁ ଆରମ୍ଭ ହେବାକୁ ଯାଉଛି ଶୀତକାଳୀନ ଅଧିବେଶନ। ଏହି ଅଧି ବେଶନରେ କେନ୍ଦ୍ର ସରକାର 'ଦ କ୍ରିପ୍ଟୋ କରେନ୍ସି ଆଣ୍ଡ ରେଗୁଲେସନ ଅଫ ଅଫିସିଆଲ ଡିଜିଟାଲ କରେନ୍ସି ବିଲ୍' ୨୦୨୧ ଉପସ୍ଥାପନ କରିବେ।…

ଏଣିକି ଦୁଇଟି ସେବା ପାଇଁ ଗୋଟିଏ UAN ନମ୍ବର, ଖୁବଶୀଘ୍ର EPF ସହ ସଂଯୋଗ ହେବ ESIC

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏଣିକି ରାଜ୍ୟ କର୍ମଚାରୀ ବୀମା ନିଗମ (ଇଏସଆଇସି) ସହ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି (ଇପିଏଫ) ମିଶିଯିବ । ଇଏସଆଇସି ଓ ଇପିଏଫ ଗୋଟିଏ ୟୁଏଏନ (ୟୁନିଭରସାଲ ଆକାଉଣ୍ଟ ନମ୍ବର)ରେ…

ଶୀଘ୍ର ଜମା କରନ୍ତୁ ଲାଇଫ୍ ସାର୍ଟିଫିକେଟ୍, ନହେଲେ ଆସନ୍ତା ମାସରୁ ବନ୍ଦ ହୋଇଯିବ ପେନସନ୍: ଜାଣନ୍ତୁ ନିୟମ ଓ ପ୍ରୋସେସ୍

ନୂଆଦିଲ୍ଲୀ: ପେନସନ୍ଭୋଗୀଙ୍କ ପାଇଁ ଆସିଛି ବଡ଼ ଖବର । ଭାରତରେ ପେନସନଭୋଗୀଙ୍କ ପାଇଁ ସବୁଠାରୁ ବଡ଼ ଡକ୍ୟୁମେଣ୍ଟ ହେଉଛନ୍ତି ଲାଇଫ୍ ସାର୍ଟିଫିକେଟ ବା ଜୀବନ ପ୍ରମାଣପତ୍ର । ନିୟମ ଅନୁସାରେ, ସମସ୍ତ ପେନସନଭୋଗୀମାନଙ୍କୁ ୩୦…

ଖୁସିଖବର: ୧୮ ଦିନ ପରେ ଚାଷୀଙ୍କ ଖାତାକୁ କ୍ରେଡିଟ୍ ହେବ ୪ହଜାର ଟଙ୍କା, ଚେକ୍ କରନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ପିଏମ୍ କିଷାନ୍ ସମନ ନିଧି ଯୋଜନାର ଲାଭାର୍ଥୀଙ୍କୁ ଆସନ୍ତା ମାସ ୧୫ରୁ ଡିସେମ୍ବର ରୁ ୨୫ ଡିସେମ୍ବର ମଧ୍ୟରେ ୧୦ମ କିସ୍ତି ଟଙ୍କା ମିଳିବ । କେନ୍ଦ୍ର ସରକାର ଗତବର୍ଷ ଡିସେମ୍ବର ୨୫ ତାରିଖରେ ଚାଷୀଙ୍କ ଖାତାକୁ…

୧ ଡିସେମ୍ବରରୁ PNB କରିବାକୁ ଯାଉଛି ବଡ଼ ପରିବର୍ତ୍ତନ; ଗ୍ରାହକଙ୍କ ପକେଟରେ ପଡିବ ସିଧା ପ୍ରଭାବ, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ନୂଆଦିଲ୍ଲୀ: ପଞ୍ଚାବ ନ୍ୟାସନାଲ ବ୍ୟାଙ୍କ ନିଜର ଆକାଉଣ୍ଟଧାରୀଙ୍କ ଝଟକା ଦେବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ବ୍ୟାଙ୍କ ନିଜର ସେଭିଙ୍ଗ ଆକାଉଣ୍ଟର ସୁଧ ହାରରେ ପରିବର୍ତ୍ତନ କରିବାକୁ ଯାଉଛି । ପଞ୍ଜାବ ନ୍ୟାସନାଲ…

ଏସ୍‌ବିଆଇ ପକ୍ଷରୁ ୪୦ କୋଟି ଗ୍ରାହକଙ୍କୁ ସତର୍କ ସୂଚନା, ବ୍ୟାଙ୍କ ଆକାଉଣ୍ଟ ସହ ଏହି ସବୁ ଡକ୍ୟୁମେଣ୍ଟ ଲିଙ୍କ ନ କଲେ ଆକାଉଣ୍ଟ ଅଚଳ ହୋଇଯିବ

ମୁମ୍ବାଇ: ବଡ ବ୍ୟାଙ୍କ ଏସ୍‌ବିଆଇ ନିଜ ଗ୍ରାହକଙ୍କୁ ସତର୍କ କରିଛି । ବ୍ୟାଙ୍କ ନିଜର ପ୍ରାୟ ୪୦ କୋଟି ଗ୍ରାହକଙ୍କୁ ସତର୍କ କରାଇଛି । ୨୦୨୨ ମାର୍ଚ୍ଚ ୩୧ ତାରିଖ ପୂର୍ବରୁ ଅଧାର ସହ ନିଜ ପ୍ୟାନ୍‌ କାର୍ଡ ଲିଙ୍କ କରିବାକୁ…

୭ ମାସରେ ସବୁଠାରୁ ଭୟଙ୍କର ମାର୍କେଟ କ୍ରାସ: ନିବେଶକ ହରାଇଲେ ୮ ଲକ୍ଷ କୋଟି

ନୂଆଦିଲ୍ଲୀ: କ୍ରମାଗତ ଚତୁର୍ଥ ଦିନ ପାଇଁ ତଳୁଆ ରହିଛି ଭାରତୀୟ ଶେୟାର ବଜାର । ବିଗତ ୭ ମାସ ମଧ୍ୟରେ ସବୁଠାରୁ ବଡ କ୍ରାସ ସହିତ ନିବେଶକ ମାନେ ଗୋଟିଏ ଦିନରେ ହରାଇଛନ୍ତି ୮ ଲକ୍ଷ କୋଟି । ସୋମବାର ଭାରତୀୟ ଶେୟାର ବଜାର…