Browsing Category

ବାଣିଜ୍ୟ

ତେଲରେ ଲାଗିଛି ନିଆଁ; ଭୁବନେଶ୍ୱରରେ ୯୯ ଡେଇଁଲା ପେଟ୍ରୋଲ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଦେଶର ଏକାଧିକ ମେଟ୍ରୋପଲିଟାନ ସହରରେ ତେଲ ଦର ସେଞ୍ଚୁରୀ ମାରି ସାରିଥିବା ବେଳେ ଭୁବନେଶ୍ୱର ଭଳି ଟିଅର-୨ ସହର ମଧ୍ୟ ପଛରେ ନାହାନ୍ତି । ରବିବାର ଭୁବନେଶ୍ୱରରେ ତେଲ ଦର ୯୯ ଟଙ୍କା ଅତିକ୍ରମ…

ଆସନ୍ତା ଜୁଲାଇ ମାସରେ ୧୫ ଦିନ ବନ୍ଦ ରହିବ ବ୍ୟାଙ୍କ, ଆଗରୁ ଦେଖିନିଅନ୍ତୁ ଲିଷ୍ଟ୍

ନୂଆଦିଲ୍ଲୀ: ଜୁଲାଇ ମାସରେ ଯଦି ଆପଣଙ୍କର ବ୍ୟାଙ୍କ ଜଡ଼ିତ କିଛି କାମ ଅଛି, ତେବେ ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର । ଜୁଲାଇ ମାସରେ ୨ କି ୪ ନୁହେଁ ବରଂ ୧୫ ଦିନ ବ୍ୟାଙ୍କ ବନ୍ଦ ରହିବ । ଅର୍ଥାତ୍ ମୋଟ ୩୦ ଦିନରୁ ୧୫…

କରୋନା ଚିକିତ୍ସା ପାଇଁ ଖର୍ଚ୍ଚ କଲେ ମିଳିବ ଟାକ୍ସ ଛାଡ଼ ସୁବିଧା: କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ

ନୂଆଦିଲ୍ଲୀ, (ଓଡ଼ିଶା ଭାସ୍କର):  କରୋନା ଚିକିତ୍ସା ଖର୍ଚ୍ଚକାରୀଙ୍କ ପାଇଁ କେନ୍ଦ୍ର ଅର୍ଥ ରାଷ୍ଟ୍ର ମନ୍ତ୍ରୀ ଅନୁରାଗ ଠାକୁର ବଡ଼ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ଯେଉଁ ବ୍ୟକ୍ତିମାନେ କରୋନା ଆକ୍ରାନ୍ତଙ୍କ…

ଏପଟେ ପେଟପାଟଣା ସେପଟେ କଟକଣା: ଚିନ୍ତାରେ ୧ ନମ୍ବର ହାଟ ବ୍ୟବସାୟୀ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ବିଗତ୮ ଦିନରେ ୩ଟି ମାର୍କେଟକୁ ସିଲ କଲାଣି ବିଏମସି । ଚାରି ନମ୍ବର ମାଛ ମାର୍କେଟ, ବାପୁଜୀ ନଗର ମାର୍କେଟ ପରେ ଆଜି ଏକ ନମ୍ବର ପରିବା ହାଟ କୁ ସମ୍ପୂର୍ଣ ସିଲ କରିଛି ବିଏମସି । ୧ ତାରିଖ…

ପିଏମସି ଉପରେ ବଢ଼ିଲା ଆରବିଆଇ କଟକଣା; ପଢ଼ନ୍ତୁ ପୂରା ଖବର

ମୁମ୍ବାଇ (ଓଡ଼ିଶା ଭାସ୍କର): ପଞ୍ଜାବ ଓ ମହାରାଷ୍ଟ୍ର କୋ ଅପରେଟିଭ୍ ବ୍ୟାଙ୍କ (ପିଏମ୍ସି) ଉପରେ ରହିଥିବା କଟକଣାକୁ ଶୁକ୍ରବାର ଆଉଥରେ ବଢ଼ାଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) । ପୂର୍ବରୁ ଲଗା ଯାଇଥିବା କଟକଣାକୁ…

ବାସୁମତୀ ଚାଉଳରେ ପାକିସ୍ତାନକୁ ମାତ ଦେଲା ଭାରତ

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର): ବାସୁମତୀ ଚାଉଳ ଉତ୍ପାଦନ ରପ୍ତାନୀକୁ ନେଇ ପଡୋଶୀ ରାଷ୍ଟ୍ର ପାକିସ୍ତାନ ସର୍ବଦା ଭାରତକୁ ପଛରେ ପକାଇବାକୁ ଚେଷ୍ଟା କରିଥାଏ । ଦୀର୍ଘବର୍ଷ ଧରି ଜାରି ରହିଥିବା ଏହି ଲଢେଇରେ ଶେଷରେ…

ମାତ୍ର ୯୯୯ ଟଙ୍କାରେ ବିମାନ ଯାତ୍ରା କରିବାର ସୁଯୋଗ, ସାଥିରେ ମିଳିବ ମାଗଣା ଫ୍ଲାଇଟ୍ ଭାଉଚର୍

ନୂଆଦିଲ୍ଲୀ : ଯଦି ଆପଣ ଯାତ୍ରା କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ପାଖରେ ରହିଛି ସୁବର୍ଣ୍ଣ ସୁଯୋଗ ଯେଉଁଠାରେ ଆପଣ ଶସ୍ତାରେ ବିମାନ ଯାତ୍ରା କରିପାରିବେ । ତେବେ କରୋନା କାଳରେ ଏୟାରଲାଇନ୍ କମ୍ପାନୀଗୁଡିକ…

ସେପ୍ଟେମ୍ବରରେ ଆସିବ JioPhone Next

ଆସନ୍ତା ସେପ୍ଟେମ୍ବରରେ ଲଞ୍ଚ ହେବ JioPhone Next । ରିଲାଏନ୍ସର ୪୪ତମ ବାର୍ଷିକ ସାଧାରଣ ବୈଠକରେ ରିଲାଏନ୍ସ ଇଣ୍ଡଷ୍ଟ୍ରୀ ଲିମିଟେଡ଼ର ସିଇଓ ମୁକେଶ ଅମ୍ବାନୀ ଘୋଷଣା କରିଛନ୍ତି । ଏହା କମ୍ପାନୀର ସବୁଠୁ ଶସ୍ତା…

ଜିଓ ଡାଟାରେ ୪୫ ପ୍ରତିଶତ ଅଭିବୃଦ୍ଧି, ସବୁଜ ଶକ୍ତି ପାଇଁ ୬୦ ହଜାର କୋଟି

ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ପକ୍ଷରୁ ଶୁକ୍ରବାର ଏହାର ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆରଆଇଏଲ୍ ମୁଖ୍ୟ ମୁକେଶ ଅମ୍ବାନୀ ଭର୍ଚୁଆଲ ମାଧ୍ୟମରେ ଏହି ବୈଠକକୁ ସମ୍ବୋଧିତ କରିଥିଲେ ।…

ଆରମ୍ଭ ହେବ ଜିଓ ଇନଷ୍ଟିଚ୍ୟୁଟ୍, ମୁକେଶ ଅମ୍ବାନୀ କଲେ ଘୋଷଣା

ନୂଆଦିଲ୍ଲୀ: ଜିଓ ନେଟୱର୍କ ୪୨.୫ କୋଟି ଗ୍ରାହକଙ୍କୁ ସେବା ଯୋଗାଉଛି । ସେହିପରି ଚଳିତ ବର୍ଷରୁ ଆରମ୍ଭ ହେବ ଜିଓ ଇନଷ୍ଟିଚ୍ୟୁଟ୍ । ରିଲାଏନ୍ସ ଇଣ୍ଡଷ୍ଟ୍ରିର ୪୪ତମ ସାଧାରଣ ବୈଠକରେ ଉଦବୋଧନ ଦେଇ ଏହାର ଅଧ୍ୟକ୍ଷ ମୁକେଶ…