Browsing Category
ନିଯୁକ୍ତି
ମୋଦୀଙ୍କ ଚାକିରୀ ଭେଟି: ନିଯୁକ୍ତି ମେଳା ମାଧ୍ୟମରେ ପୁଣି ୭୧,୦୦୦ ନୂତନ ନିଯୁକ୍ତି ପତ୍ର ବଣ୍ଟନ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୁବା ମାନଙ୍କୁ ଏକ ବଡ ଉପହାର ଦେଇଛନ୍ତି । ନିଯୁକ୍ତି ମେଳାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ ପ୍ରାୟ ୭୧,୦୦୦ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି ।…
ରାଉରକେଲା SAIL ରେ ଚାକିରି କରିବାକୁ ଚାହୁଁଛନ୍ତି କି ? ୩୦ ନଭେମ୍ବର ଭିତରେ କରନ୍ତୁ ଆବେଦନ
ରାଉରକେଲା SAIL ରେ ଚାକିରି କରିବାକୁ ଚାହୁଁଥିଲେ ଆସିଛି ଖୁସି ଖବର । ଆଇଟିଆଇ ପାସ୍ କରିଥିବା ଓଡିଶା ଯୁବପିଢିମାନେ ଏଥିରେ ଲାଭବାନ ହେବେ । ସେଲ୍ ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଖାଲିପଡିଛି ଅପାରଣ୍ଟିସ ପଦବୀ।…
ଭାରତୀୟ ୟୁରାନିୟମ ନିଗମ ଲିମିଟେଡ ପକ୍ଷରୁ ବାହାରିଲା ୨୩୯ଟି ପଦବୀ
ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଭଲ ଖବର ଆସିଛି । ଭାରତୀୟ ୟୁରାନିୟମ୍ ନିଗମ ଲିମିଟେଡ (ୟୁସିଆଇଏଲ) ପକ୍ଷରୁ ୨୩୯ଟି ପଦବୀ ପାଇଁ ବିଜ୍ଞାପନ ବାହାରିଛି । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା…
ସ୍ୱାସ୍ଥ୍ୟସେବା ପାଇଁ ୨ ହଜାର ପଦବୀ ସୃଷ୍ଟି କଲେ ଓଡ଼ିଶା ସରକାର
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସ୍ୱାସ୍ଥ୍ୟ ସେବାରେ ଚାକିରି ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ପାଇଁ ଆସିଲା ଖୁସି ଖବର । କାରଣ ସ୍ୱାସ୍ଥ୍ୟ ସେବା ପାଇଁ ୨ ହଜାର ପଦବୀ ସୃଷ୍ଟି କରିଛନ୍ତି ରାଜ୍ୟ ସରକାର । ୩୦ ଜିଲ୍ଲା…
୨୨ ନଭେମ୍ବର ଭୁବନେଶ୍ୱର ଆୟୋଜନ ହେବ ନିଯୁକ୍ତି ମେଳା, ୩୦୦୦ ରୁ ଅଧିକ ପଦବୀରେ ହେବ ନିଯୁକ୍ତି
ଭୁବନେଶ୍ୱର: ଆସନ୍ତା ୨୨ ନଭେମ୍ବରରେ ନ୍ୟାସନାଲ କ୍ୟାରିଅର୍ ସର୍ଭିସ ଏକ ନିଯୁକ୍ତି ମେଳା ଆୟୋଜନ କରୁଛି। ଡିପ୍ଲୋମା ଇଞ୍ଜିନିୟର, ବ୍ୟବସାୟ ବିକାଶ ପରିଚାଳକ, କ୍ଲଷ୍ଟର ହେଡ୍ ପଦବୀ ପାଇଁ ୩୦୦୦ ରୁ ଅଧିକ ଖାଲି ପଦବୀ ପୂରଣ…
NTPC ପରୀକ୍ଷା ଫଳାଫଳ ପାଇଁ ଘୋଷଣା ହେଲା ଟାଇମ୍ ଟେବୁଲ: ୨୦୨୩ ମାର୍ଚ୍ଚ ସୁଦ୍ଧା ୨୫,୨୮୧ ଜଣଙ୍କୁ ଦିଆଯିବ ନିଯୁକ୍ତି
ନୂଆଦିଲ୍ଲୀ: ରେଳବାଇ ପକ୍ଷରୁ ସମସ୍ତ ପରୀକ୍ଷାର୍ଥୀଙ୍କ ପାଇଁ ଏକ ବଡ଼ ଖବର ଆସିଛି । ପ୍ରଥମ ଥର ପାଇଁ ରେଳବାଇ ପକ୍ଷରୁ ନନ-ଟେକ୍ନିକାଲ ପପୁଲାର କ୍ୟାଟେଗୋରୀ ପରୀକ୍ଷାର ରେଜଲ୍ଟ ପାଇଁ ଟାଇମ୍ ଟେବୁଲ ସ୍ଥିର କରାଯାଇଛି ।…
SAIL ପକ୍ଷରୁ ବାହାରିଲା ୨୫୯ଟି ପଦବୀ
ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର । ଷ୍ଟିଲ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ (ସେଲ) ପକ୍ଷରୁ ଅନେକ ପଦବୀ ପାଇଁ ଚାକିରି ବାହାରିଛି । ପ୍ରାର୍ଥୀମାନେ କନସଲଟାଣ୍ଟ, ଏମଓ ଏବଂ ଅନ୍ୟ ପଦବୀରେ ନିଯୁକ୍ତି…
ରେଳ କର୍ମଚାରୀଙ୍କ ବଢିବ ଦରମା, ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କଲେ ଘୋଷଣା
ନୂଆଦିଲ୍ଲୀ: ରେଳ କର୍ମଚାରୀଙ୍କ ପାଇଁ ଖୁସି ଖବର ଦେଇଛନ୍ତି କେନ୍ଦ୍ର ସରକାର। ପ୍ରାୟ ୮୦,୦୦୦ ରେଳ କର୍ମଚାରୀଙ୍କ ପାଇଁ ସରକାର ଦରମା ବୃଦ୍ଧି କରିବାକୁ ଯାଉଛନ୍ତି ବୋଲି ରେଳ ମନ୍ତ୍ରୀ ଘୋଷଣା କରିଛନ୍ତି। ରେଳ…
Agniveer Rally:ପ୍ରଥମ ଦିନରେ ୫୮ ପ୍ରତିଶତ ଯୁବକ ମାନେ ଛାଡିଲେ ଭର୍ତ୍ତି ରାଲି
ନୂଆଦିଲ୍ଲୀ:ଅଗ୍ନିପଥ ଯୋଜନାକୁ ନେଇ ଯୁବମାନଙ୍କ ମନରେ ଯେତେ ଆଗ୍ରହ ଆଉ ଉତ୍କଷ୍ଠା ଥିଲା ଲାଗୁଛି ସେ ସବୁ ଯେମିତି ଅନ୍ୟ କିଛିରେ ରୂପାନ୍ତରିତ ହୋଇଛି । ଭାରତ ମାତାର ସୁରକ୍ଷା କରିବା ପାଇଁ ଯେଉଁ ଉତ୍ସାହର ସହ ଯୁବା ମାନେ…
OSSC ନିଯୁକ୍ତି: ୧୨୨୫ଟି ପଦବୀ ପାଇଁ ଆରମ୍ଭ ହେଲା ଆବେଦନ ପ୍ରକ୍ରିୟା
ରାଜ୍ୟର ଚାକିରି ଆଶାୟୀଙ୍କ ପାଇଁ ଏକ ବଡ଼ ଖବର । ଓଡ଼ିଶା ଷ୍ଟାଫ ସିଲେକ୍ସନ କମିସନ (ଓଏସଏସସି) ପକ୍ଷରୁ ନିଯୁକ୍ତି କ୍ଷେତ୍ରରେ ଏକ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି । ଏଣିକି ରାଜ୍ୟର ବିଭିନ୍ନ ବିଭାଗରେ ଖାଲିଥିବା ସ୍ନାତକ…