fbpx
Browsing Category

ଶିକ୍ଷା

ମାଗଣା ସିଭିଲ୍ ସର୍ଭିସ୍ କୋଚିଂ: ମାର୍ଚ୍ଚ ୨୬ରେ ହେବ ପ୍ରବେଶିକା ପରୀକ୍ଷା, ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ଓଡ଼ିଶାର ଛାତ୍ରଛାତ୍ରୀଙ୍କର ସଂଖ୍ୟା କମିବାରେ ଲାଗିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନୂଆ ପଦକ୍ଷେପ ଗ୍ରହଣ କରି ମାଗଣା ସିଭିଲ୍…

No Layoffs: ଆମେରିକାରେ ଥିବା ପ୍ରବାସୀ ଭାରତୀୟ ପ୍ରଭାବିତ କର୍ମଚାରୀଙ୍କୁ ନିଯୁକ୍ତି ଦେବ TCS

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ସାରା ବିଶ୍ୱରେ ଛଟେଇ ସିଜିନ୍ ଚାଲିଛି । ଗୁଗଲ, ଫେସବୁକ, ଆମାଜନ, ମାଇକ୍ରୋସଫ୍ଟ ପରି ବହୁ ଅନ୍ତରାଷ୍ଟ୍ରୀୟ ଟେକ୍ କମ୍ପାନୀମାନେ କର୍ମଚାରୀଙ୍କୁ ଚାକିରିରୁ ଛଟେଇ କରିବା ନେଇ ଘୋଷଣା…

ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କ ନିଯୁକ୍ତି ମାନଦଣ୍ଡ ପରିବର୍ତ୍ତନ କଲେ ରାଜ୍ୟ ସରକାର: ବଦଳିଗଲା ଶିକ୍ଷାଗତ ଯୋଗ୍ୟତା ଓ ବୟସ ସୀମା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଶିକ୍ଷା, ସ୍ୱାସ୍ଥ୍ୟ, କୃଷି ପ୍ରତ୍ୟେକ କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାର ନୂଆ ନୂଆ ପଦକ୍ଷେପ ଗ୍ରହଣ କରୁଛନ୍ତି । ଶିକ୍ଷାର ବିକାଶ ପାଇଁ ରାଜ୍ୟ ସରକାର ଅଙ୍ଗନବାଡ଼ି କେନ୍ଦ୍ର ପାଇଁ ନୂଆ…

NIT ନିଯୁକ୍ତି ବିଜ୍ଞପ୍ତି: ଜୁନିୟର ଆସିଷ୍ଟାଣ୍ଟ, ଅଫିସ୍ ଆଟେଣ୍ଡାଣ୍ଟ, ଷ୍ଟେନୋ, ଇଞ୍ଜିନିୟର ପଦବୀ ଖାଲି

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ଏକ ବଡ଼ ଖୁସି ଖବର । ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜି (ଏନଆଇଟି), ଜଳନ୍ଧର ପକ୍ଷରୁ ଏହି ନିଯୁକ୍ତି ସୁଯୋଗ ଆସିଛି । ମୋଟ ୧୦୫ଟି ପଦବୀ ପାଇଁ ବିଜ୍ଞାପନ ବାହାରିଛି ।…

୨୦ ବର୍ଷ ପରେ ଆସିଲା ବୃତ୍ତି ପ୍ରୋତ୍ସାହନ, ପିଲାଙ୍କୁ ନପାଇ ଫେରଗିଲା ଡ୍ରାଫ୍ଟ

ଭଣ୍ଡାରେିପାଖରୀ : ଭଣ୍ଡାରେିପାଖରୀ ବକ୍ଲର ତତ୍କାଳୀନ ବେସିକ ସ୍କୁଲର ଛାତ୍ରୀ ମାଧୁରୀ ମଧୁମିତା ଦାସଙ୍କ ନିକଟକୁ ଦୀର୍ଘ ୨୦ ବର୍ଷ ପରେ ବୃତ୍ତି ଅର୍ଥ ଆସୁଛି । ସଂପୃକ୍ତ ବୃତ୍ତିଧାରୀଙ୍କୁ ନପାଇ ଡ୍ରାଫ୍ଟ ଆକାରରେ…

IOCL ପକ୍ଷରୁ ବାହାରିଲା ୫୧୩ଟି ପଦବୀ: ଓଡ଼ିଶା ପ୍ରାର୍ଥୀଙ୍କ ପାଇଁ ଭଲ ସୁଯୋଗ

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର । ଭାରତୀୟ ତୈଳ ନିଗମ ଲିମିଟେଡ (ଆଇଓସିଏଲ) ପକ୍ଷରୁ ୫୧୩ଟି ପଦବୀ ପାଇଁ ବିଜ୍ଞାପନ ବାହାରିଛି । ପ୍ରାର୍ଥୀଙ୍କୁ ଜୁନିୟର ଇଞ୍ଜିନିୟରିଂ ଆଷ୍ଟିଷ୍ଟାଣ୍ଟ, ଜୁନିୟର…

୧୦ମ ପାସଙ୍କ ପାଇଁ ନିଯୁକ୍ତିର ସୁଯୋଗ: ବିଦ୍ୟୁତ୍ ବିଭାଗରେ ବାହାରିଲା ବମ୍ପର ନିଯୁକ୍ତି, ଶୀଘ୍ର କରନ୍ତୁ ଆବେଦନ

ନୂଆଦିଲ୍ଲୀ: ବିଦ୍ୟୁତ୍ ବିଭାଗରେ ଚାକିରି ଖୋଜୁଥିବା ଯୁବକମାନଙ୍କ ପାଇଁ ଏକ ଖୁସି ଖବର ଅଛି | ତେଲେଙ୍ଗାନା ଲିମିଟେଡ୍ ସାଉଥ୍ ଡିଷ୍ଟ୍ରିବ୍ୟୁସନ୍ ଇଲେକ୍ଟ୍ରିକ୍ କମ୍ପାନୀ (TSSPDCL) ଜୁନିଅର ଲାଇନମ୍ୟାନ୍ ପଦବୀରେ…

UGC ନୋଟିସ୍: ସମସ୍ତ ରାଜ୍ୟ ବିଶ୍ୱବିଦ୍ୟାଳୟ, ଘରୋଇ ବିଶ୍ୱବିଦ୍ୟାଳୟ ଓ ଡିମଡ ବିଶ୍ୱବିଦ୍ୟାଳୟରେ CUET ସ୍କୋର ଆଧାରରେ ହେବ ଆଡମିଶନ

ନୂଆଦିଲ୍ଲୀ: କମନ ୟୁନିଭରସିଟି ଏଣ୍ଟ୍ରାନ୍ସ ଟେଷ୍ଟ (ସିୟୁଇଟି)କୁ ନେଇ ଏକ ନୂଆ ଅପଡେଟ୍ ଆସିଛି । ସମସ୍ତ ରାଜ୍ୟ ଓ ଡିମଡ୍ ବିଶ୍ୱବିଦ୍ୟାଳୟମାନଙ୍କରେ ୟୁଜି ପାଠ୍ୟକ୍ରମରେ ପ୍ରବେଶ ନେଇ ସିୟୁଇଟି ୟୁଜି ସ୍କୋରକୁ ଗ୍ରହଣ…

BLF Bolangir ପକ୍ଷରୁ ବାହାରିଲା ବହୁ ପଦବୀ: ୧୧ ଦିନ ମଧ୍ୟରେ ଆବେଦନ କରନ୍ତୁ

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର । ବଲାଙ୍ଗିର ବ୍ଲକ ସ୍ତରୀୟ ଫେଡେରେସନ ଅଫିସ ତରଫରୁ ୧୧୩ଟି ପଦବୀ ପାଇଁ ବିଜ୍ଞାପନ ବାହାରିଛି । ପ୍ରାର୍ଥୀଙ୍କୁ କମ୍ୟୁନିଟି ସପୋର୍ଟ ଷ୍ଟାଫ ପଦରେ ନିଯୁକ୍ତି…

ଶିକ୍ଷକଙ୍କ ଦକ୍ଷତା ବୃଦ୍ଧି ହେଲେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉଜ୍ଜ୍ୱଳ ହେବ- କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ବିଦ୍ୟାଳୟ ଶିକ୍ଷାକୁ ମଜଭୁତ କରିବା, ସମାଜରେ ଆର୍ଥିକ ଦୃଷ୍ଟିରୁ ପଛୁଆ ଛାତ୍ରଛାତ୍ରୀଙ୍କୁ ସଶକ୍ତ କରିବା ଏବଂ ଶିକ୍ଷକଙ୍କୁ ତାଲିମ ପ୍ରଦାନ କରିବା ଦିଗରେ ଭୁବନେଶ୍ୱରଠାରେ ଆଜିଠାରୁ ଶିକ୍ଷା-ପ୍ରଶିକ୍ଷଣ ଏବଂ…