Browsing Category

ଶିକ୍ଷା

ସାବଧାନ୍! ଆପଣଙ୍କ University ଅସଲି ତ? UGC ଜାରି କଲା ନକଲି ବିଶ୍ୱବିଦ୍ୟାଳୟ ତାଲିକା

ନୂଆଦିଲ୍ଲୀ: ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ବା ୟୁଜିସି ତରଫରୁ ଜାରି କରାଯାଇଛି ନକଲି ବିଶ୍ୱବିଦ୍ୟାଳୟର ତାଲିକା । ଦେଶର ଅନେକ ରାଜ୍ୟରେ ଏକାଧିକ ନକଲି ୟୁନିଭର୍ସିଟି ଖୋଲି ଛାତ୍ରଛାତ୍ରୀମାନଙ୍କ ଭାଗ୍ୟ ସହ ଖେଳାଯାଉଛି…

କନିଷ୍ଠ ସହାୟକ ପଦ ପାଇଁ ଜାରି ହେଲା ବିଜ୍ଞପ୍ତି: ଓଡ଼ିଶା ରାଜ୍ୟ ଆରକ୍ଷୀ ଗୃହ ନିର୍ମାଣ ଓ କଲ୍ୟାଣ ନିଗମରେ ନିଯୁକ୍ତି ସୁଯୋଗ

ଚାକିରି ଖୋଜୁଥିବା ରାଜ୍ୟର ସମସ୍ତ ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ନିଯୁକ୍ତି ସୁଯୋଗ । ଓଡ଼ିଶା ରାଜ୍ୟ ଆରକ୍ଷୀ ଗୃହ ନିର୍ମାଣ ଓ କଲ୍ୟାଣ ନିଗମ ଲିମିଟେଡ (ଓପିଏଚଡବ୍ଲ୍ୟୁସି) ପକ୍ଷରୁ କନିଷ୍ଠ ସହାୟକ ପଦ ପାଇଁ ବିଜ୍ଞପ୍ତି…

‘ଅଲ୍ ଇଣ୍ଡିଆ ବାର୍’ ପରୀକ୍ଷା ପାଇଁ ବଢ଼ିଲା ରେଜିଷ୍ଟ୍ରେସନ୍ ତାରିଖ, ଏହି ଦିନ ପଯ୍ୟନ୍ତ କରିପାରିବେ ଆପ୍ଲାଏ

ନୂଆଦିଲ୍ଲୀ: ଚଳିତ ବର୍ଷ ବାର୍ କାଉନସିଲ୍ ଅଫ୍ ଇଣ୍ଡିଆ ‘ଅଲ୍ ଇଣ୍ଡିଆ ବାର୍ କାଉନସିଲ୍’ ପରୀକ୍ଷାର ୧୮ ତମ ଅଧିବେଶନର କାର୍ଯ୍ୟସୂଚୀ ପ୍ରକାଶ କରିଛି । କାର୍ଯ୍ୟସୂଚୀ ଅନୁଯାୟୀ, ଏହି ପରୀକ୍ଷା ଅକ୍ଟୋବର ମାସରେ କରାଯିବ ।…

ଅକ୍ଟୋବର ୧୬ ତାରିଖରୁ ସ୍କୁଲ ସମୟରେ ହେବ ପରିବର୍ତ୍ତନ: ଆଜିଠୁ ମେଡିକାଲ ଟାଇମ ବଦଳିଲା

ନୂଆଦିଲ୍ଲୀ: ଆଜି ଅକ୍ଟୋବର ପହିଲାରୁ ଦେଶରେ ଅନେକ କିଛି ପରିବର୍ତ୍ତନ କରାଯାଇଛି । ଏଥିସହିତ ବଦଳିଯାଇଛି ମେଡିକାଲ ବ୍ୟବସ୍ଥାର ସମୟ । ତେବେ ଆସନ୍ତା ୧୬ ତାରିଖରୁ ସ୍କୁଲଗୁଡ଼ିକରେ ମଧ୍ୟ ଟାଇମିଙ୍ଗ ପରିବର୍ତ୍ତନ ହେବାକୁ…

NCLରେ ଖାଲି ପଡିଛି ୧୧୪୦ରୁ ଅଧିକ ପଦବୀ, ଇଛୁକ ପ୍ରାର୍ଥୀ ତୁରନ୍ତ କରନ୍ତୁ ଆବେଦନ

ଓଡିଶା ଭାଷ୍କର : ସରକାରୀ ଚାକିରୀ କରିବାକୁ ଚାହୁଁଥିବା ପିଲାଙ୍କ ପାଇଁ ଏକ ଖୁସି ଖବର । ନର୍ଦନ କୋଲ୍ଡଫିଲ୍ଡସ ଲିମିଟେଡ(NCL)ରୁ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରାଯାଇଛି । ବିଜ୍ଞପ୍ତି ଅନୁସାରେ, NCL କମ୍ପାନୀ…

UGCର ପରାମର୍ଶ: ଅନଲାଇନ Ph.D ଓ M.Phil ବୈଧ ନୁହେଁ, ନାମ ଲେଖାଇବା ପୂର୍ବରୁ ଯାଞ୍ଚ କରନ୍ତୁ

ନୂଆଦିଲ୍ଲୀ: ଆଜିକାଲି ଅନେକ ଏଡୁଟେକ କମ୍ପାନୀ ଅଧିନରେ ଛାତ୍ରଛାତ୍ରୀ ଅନଲାଇନରେ ଶିକ୍ଷା ଗ୍ରହଣ କରୁଥିବା ଦେଖାଯାଉଛି । ବିଶେଷ କରି କିଛି ଛାତ୍ରଛାତ୍ରୀ ଅନଲାଇନରେ ପିଏଚଡି ଓ ଏମଫିଏଲ ଡିଗ୍ରୀରେ ନାମ ଲେଖାଉଥିବା…

ବଢ଼ିଲା ମାଟ୍ରିକ ପରୀକ୍ଷା ଅନଲାଇନ ଫର୍ମ ପୁରଣ ଅବଧି

କଟକ: ବଢ଼ିଲା ମାଟ୍ରିକ ପରୀକ୍ଷା ଅନଲାଇନ ଫର୍ମ ପୁରଣ ଅବଧି । ଅକ୍ଟୋବର ୫ ତାରିଖ ପର୍ଯ୍ୟନ୍ତ ଅବଧି ବଢ଼ାଇଲା ବୋର୍ଡ । ଏହା ପରେ ଆଉ ଅବଧି ବଢ଼ିବନି ବୋଲି ସ୍ପଷ୍ଟ କଲା ବୋର୍ଡ । ଚଳିତ ବର୍ଷ ଆସନ୍ତା ଫେବୃଆରୀ ୨୦ରୁ…

ESIC ନିଯୁକ୍ତି ବିଜ୍ଞାପନ: ୧୦୩୮ଟି ପଦ ଖାଲି, ଓଡ଼ିଶାର ଶାଖା କାର୍ଯ୍ୟାଳୟରେ ଚାକିରି ସୁଯୋଗ

ଚାକିରି ଖୋଜୁଥିବା ରାଜ୍ୟର ସମସ୍ତ ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ସୁଯୋଗ । କର୍ମଚାରୀ ରାଜ୍ୟ ବୀମା ନିଗମ (ଇଏସଆଇସି) ପକ୍ଷରୁ ଜାରି କରାଯାଇଛି ନିଯୁକ୍ତି ବିଜ୍ଞାପନ । ମୋଟ ୧୦୩୮ଟି ପଦ ଖାଲି ଥିବା ବେଳେ ଓଡ଼ିଶା ସମେତ…

ଟିସିଏସରେ ଶେଷ ହେଉଛି ୱାର୍କ ଫ୍ରର୍ମ ହୋମ୍!୧ ଅକ୍ଟୋବରରୁ ସପ୍ତାହରେ ୫ ଦିନ ଅଫିସ୍ ଯିବେ କର୍ମଚାରୀ

ନୂଆଦିଲ୍ଲୀ: ଆଇଟି କମ୍ପାନୀ ଟାଟା କନସଲଟାନ୍ସି ସର୍ଭିସେସ୍ (ଟିସିଏସ) ରେ ହାଇବ୍ରିଡ୍ କାର୍ଯ୍ୟ ୧ ଅକ୍ଟୋବର ୨୦୨୩ ରୁ ଶେଷ ହୋଇପାରେ । ସପ୍ତାହରେ ପାଞ୍ଚ ଦିନ ଅଫିସରେ ଯୋଗଦେବାକୁ କମ୍ପାନୀ ଏକ ଇଣ୍ଟରନାଲ ଇ-ମେଲ…

ନ୍ୟାସନାଲ ହାଉସିଂ ବ୍ୟାଙ୍କରେ ବାହାରିଲା ନିଯୁକ୍ତି: ମାତ୍ର ୧୭୫ ଟଙ୍କାରେ କରନ୍ତୁ ଆବେଦନ

ନୂଆଦିଲ୍ଲୀ: ବ୍ୟାଙ୍କିଙ୍ଗ କ୍ଷେତ୍ରରେ କ୍ୟାରିୟର କରିବାକୁ ପ୍ରସ୍ତୁତ ହେଉଥିବା ପ୍ରାର୍ଥୀଙ୍କ ପାଇଁ ନ୍ୟାସନାଲ ହାଉସିଂ ବ୍ୟାଙ୍କରେ ନିଯୁକ୍ତି ବାହାରିଛି । ଜେନେରାଲ୍ ମ୍ୟାନେଜର, ଆସିଷ୍ଟାଣ୍ଟ ଜେନେରାଲ୍ ମ୍ୟାନେଜର…