Browsing Category
ଶିକ୍ଷା
ବିପର୍ଯ୍ୟୟକୁ ସାମନା କରିବାର କୌଶଳ ଶିଖିବେ ସ୍କୁଲ ଛାତ୍ରଛାତ୍ରୀ: ସ୍କୁଲରେ ହେବ ସ୍ୱତନ୍ତ୍ର କାର୍ଯ୍ୟକ୍ରମ
ଭୁବନେଶ୍ୱର: ଏବେ ପିଲାବେଳୁ ହିଁ ଦିଆଯିବ ସମସ୍ୟା ସହ ଲଢିବାର କ୍ଷମତା । ଓଡ଼ିଶାରେ ପ୍ରତ୍ୟେକ ବର୍ଷ ବିପର୍ଯ୍ୟୟ ଘଟୁଥିବା ବେଳେ ଏହାକୁ ସାମନା କରିବା ସାଧାରଣ ଲୋକଙ୍କ ପାଖରେ କଷ୍ଟସାଧ୍ୟ ହୋଇପଡ଼ୁଛି । ତେଣୁ ଏବେ ଏହାର…
DU ଜାରି କଲା ପିଜି ଆଡମିସନର କାର୍ଯ୍ୟସୂଚୀ, ଜାଣନ୍ତୁ ଏହିସବୁ ଜରୁରୀ ତାରିଖ
ନୂଆଦିଲ୍ଲୀ: ଦିଲ୍ଲୀ ୟୁନିଭର୍ସିଟି ପିଜି ପ୍ରୋଗ୍ରାମରେ ଆବେଦନକୁ ନେଇ ବଡ଼ ଘୋଷଣା କରିଛି । DU ତରଫରୁ ସିଏସଏଏସ ପୋର୍ଟାଲରେ ପୋଷ୍ଟ ଗ୍ରାଜୁଏସନ ପ୍ରୋଗ୍ରାମ ଦାଖଲ ପାଇଁ ରେଜିଷ୍ଟ୍ରେନ ପ୍ରକ୍ରିୟା ଆରମ୍ଭ କରିଛି ।…
ଆସନ୍ତାକାଲି ପରିବର୍ତ୍ତେ ଆଜି ହେବ ଯୁକ୍ତ ଦୁଇ ପାଠ୍ୟକ୍ରମରେ ସ୍ପଟ୍ ନାମଲେଖା
ଭୁବନେଶ୍ୱର: ଯୁକ୍ତ ଦୁଇ ପାଠ୍ୟକ୍ରମରେ ସ୍ପଟ୍ ନାମଲେଖା ଆସନ୍ତାକାଲି ପରିବର୍ତ୍ତେ ଆଜି ହେବ । ମହରମ ପର୍ବ ପାଇଁ ରାଜ୍ୟ ସରକାର ଆସନ୍ତାକାଲି ଛୁଟି ଘୋଷଣା କରିଥିବାରୁ ଯୁକ୍ତ ଦୁଇ ପାଠ୍ୟକ୍ରମରେ ନାମ ଲେଖାଇବାକୁ ଥିବା…
ରାଜ୍ୟର ଡିଗ୍ରୀ କଲେଜରେ ସେଲଫ ଫାଇନାନ୍ସିଂ ପାଠ୍ୟକ୍ରମରେ ଲାଗିବ କଟକଣା: ଉଚ୍ଚଶିକ୍ଷା ବିଭାଗର ନିଷ୍ପତ୍ତି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏଣିକି ମନଇଚ୍ଛା ଖୋଲିପାରିବନି ସେଲଫ ଫାଇନାନ୍ସିଂ କୋର୍ସ । ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲମାନଙ୍କରେ ଲାଗୁହେବ କଟକଣା । ରେଗୁଲାର କୋର୍ସ ସିଟର ସର୍ବାଧିକ ୨୦…
ଗ୍ରାଜୁଏସନ୍ ସମୟରେ କରନ୍ତୁ ଏହି କୋର୍ସ, ଫଟାଫଟ୍ ମିଳିଯିବ ଚାକିରି
ନୂଆଦିଲ୍ଲୀ: ଆଜିକାଲି ବେକାରୀ ସମସ୍ୟା ବହୁତ ବୃଦ୍ଧି ପାଇଛି, ଯେଉଁ କାରଣରୁ ଲୋକମାନେ ଚାକିରି ପାଇଁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଉଥିବାର ଦେଖିବାକୁ ମିଳନ୍ତି । ଅନେକ ଥର ଏପରି ମଧ୍ୟ ଦେଖାଯାଇଛି ଯେ, ଅତି…
ହାୟର ଏଜୁକେସନ୍ ଉପରେ ମହଙ୍ଗା ମାଡ଼: ୨୦ ବର୍ଷରେ ୮ ଗୁଣ ବଢ଼ିଲା MBAର ଫିସ୍, ଏବେ ଖର୍ଚ୍ଚ କରିବାକୁ ପଡ଼ିବ ୨୪ ଲକ୍ଷ
ନୂଆଦିଲ୍ଲୀ: ଗୋଟିଏ ପଟେ ପ୍ରାୟତଃ ପ୍ରତ୍ୟେକ କ୍ଷେତ୍ର କିମ୍ବା ଶିଳ୍ପରେ କାର୍ଯ୍ୟରତ ବୃତ୍ତିଗତଙ୍କ ଚାହିଦା ହ୍ରାସ ପାଉଛି ଓ ପ୍ରତିଯୋଗିତା ଅଧିକ ବଢ଼ୁଥିବା ବେଳେ ଅନ୍ୟପଟରେ ଭଲ ଅନୁଷ୍ଠାନଗୁଡ଼ିକର ବୃତ୍ତିଗତ ପାଠ୍ୟକ୍ରମ…
ଫେବ୍ରୁଆରୀ ୨୦ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା
କଟକ: ଆସନ୍ତା ମାଟ୍ରିକ ପରୀକ୍ଷା ପାଇଁ ଘୋଷଣା ହୋଇଛି ତାରିଖ। ଗୁରୁବାର ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେସନ ଓଡ଼ିଶା ପକ୍ଷରୁ ତାରିଖ ପ୍ରକାଶ ପାଇଛି। ୨୦ରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇ ୪ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା…
OSSC ଜେଇ ପ୍ରଶ୍ନପତ୍ର ଲିକ୍ ମାମଲା: ଗିରଫ ହେଲା ମାଷ୍ଟର ମାଇଣ୍ଡ
ଭୁବନେଶ୍ୱର: OSSC ଜେଇ ସିଭିଲ୍ ମେନ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲାରେ ମାଷ୍ଟର ମାଇଣ୍ଡ ଗିରଫ ହୋଇଥିବା ଖବର ସାମ୍ନାକୁ ଆସିଛି । ବାଲେଶ୍ୱର ପୋଲିସ ବିହାରରୁ ମାଷ୍ଟର ମାଇଣ୍ଡକୁ ଗିରଫ କରିଥିବା ସୂଚନା ମିଳିଛି ।…
ନିଯୁକ୍ତି ପର୍ବ: ଆଜି ୩୨୫ ଶିକ୍ଷକମାନଙ୍କୁ ନିଯୁକ୍ତି ଦେବେ ମୁଖ୍ୟମନ୍ତ୍ରୀ , ବିଦ୍ୟାଳୟ ଗଣଶିକ୍ଷା ବିଭାଗର ସୂଚନା
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱରର ଲୋକସେବା ଭବନରେ ୩୨୫ ସ୍ନାତକୋତ୍ତର ଶିକ୍ଷକ ଏବଂ ୨୦୨୩ ମସିହା ଦ୍ୱାଦଶ ଶ୍ରେଣୀ ବାର୍ଷିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ରଛାତ୍ରୀ ଏବଂ…
ବିଦ୍ୟାଳୟରେ ପିଲା ପଢିବେ Road Safety Rules: ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପାଇଁ ଗଣଶିକ୍ଷା ବିଭାଗର ନିଷ୍ପତ୍ତି
ଭୁବନେଶ୍ୱର: ସାରା ରାଜ୍ୟରେ ବୃଦ୍ଧି ପାଇବାରେ ଲାଗିଛି ସଡ଼କ ଦୁର୍ଘଟଣା । ରିପୋର୍ଟ ଅନୁସାରେ, ପ୍ରତିଦିନ ରାଜ୍ୟରେ ୧୫ରୁ ଅଧିକ ଲୋକଙ୍କ ମୃତ୍ୟୁ ହେଉଛି । ତେବେ ସଡ଼କ ସୁରକ୍ଷା ନିୟମକୁ ଅବମାନନା କରୁଥିବାରୁ ଅଧିକାଂଶ…