Browsing Category

ଶିକ୍ଷା

ଘୁଞ୍ଚିଲା ‘ଓଏସ୍‌ଏସ୍‌ସି’ର ଏହି ସବୁ ପରୀକ୍ଷା ତାରିଖ, ଜାଣନ୍ତୁ ସବିଶେଷ ସୂଚନା

ଭୁବନେଶ୍ୱର: ଓଡ଼ିଶା କର୍ମଚାରୀ ଚୟନ ଆୟୋଗ(ଓଏସ୍‌ଏସ୍‌ସି)ର ଏହି ମାସରେ ହେବାକୁ ଥିବା ଅନେକ ନିଯୁକ୍ତି ପରୀକ୍ଷାକୁ ସ୍ଥଗିତ ରଖିଛି। ଆୟୋଗ ପକ୍ଷରୁ ମିଳିଥିବା ସବିଶେଷ ସୂଚନା ଅନୁଯାୟୀ ବୈଷୟିକ ସହାୟକ ୨୦୨୧…

JE ପଦବୀରେ ବମ୍ପର ନିଯୁକ୍ତି ବାହାର କଲା ଏସ୍‌ଏସ୍‌ସି: ଜାଣନ୍ତୁ କ’ଣ ରହିଛି ଯୋଗ୍ୟତା ଏବଂ ଦରମା

ନୂଆଦିଲ୍ଲୀ: ସରକାରୀ ଚାକିରି ଆଶାୟୀଙ୍କ ପାଇଁ ଖୁସି କବର ଆଣିଛି କର୍ମଚାରୀ ଚୟନ ଆୟୋଗ(ଏସ୍‌ଏସ୍‌ସି)। ଜୁନିୟର ଯନ୍ତ୍ରୀ( ସିଭିଲ୍,ମେକାନିକ,ଇଲେକ୍ଟ୍ରିକାଲ ଏବଂ ଏବଂ ପରିମାଣ ସର୍ବେକ୍ଷଣ ଏବଂ ଚୁକ୍ତିନାମା) ପଦବୀରେ…

ସରକାରୀ ଚାକିରୀ ଆଶାୟୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ, ୧୯୮ ନୂଆ ଓଆର୍‌ଏସ୍ ପଦବୀ ସୃଷ୍ଟି କଲେ ରାଜ୍ୟ ସରକାର

ସରକାରୀ ଚାକିରୀ ଆଶାୟୀଙ୍କ ପାଇଁ ଖୁସି ଖବର। ଓଡ଼ିଶା ରାଜସ୍ବ ସେବା (ଓଆର୍‌ଏସ୍) ଗ୍ରୁପ୍‌-ବି କ୍ୟାଡର୍ ରେ ନୂତନ ପଦବୀ ସୃଷ୍ଟି କରିଛନ୍ତି ରାଜ୍ୟ ସରକାର। ବର୍ତମାନ ଓଆର୍‌ଏସ୍ ପଦବୀ ସଂଖ୍ୟା ୧୦୯୨ ରହିଛି। ସେଥି…

ମହିଳା ଅଗ୍ନିବୀର ପାଇଁ ଆବେଦନ ଆରମ୍ଭ: ଜାଣନ୍ତୁ ଓଡ଼ିଶାରେ କେବେ ଓ କେଉଁଠାରେ ହେବ ନିଯୁକ୍ତି ରାଲି?

ନୂଆଦିଲ୍ଲୀ: ଭାରତୀୟ ସେନାରେ ଅଗ୍ନିପଥ ଯୋଜନା ଅଧିନରେ ଅଗ୍ନିବୀରଙ୍କୁ ନିଯୁକ୍ତି କରାଯାଉଛି । ଏହି ପର୍ଯ୍ୟାୟରେ ମହିଳା ଅଗ୍ନିବୀର ନିଯୁକ୍ତିକୁ ନେଇ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି । ଏପରି ପରିସ୍ଥିତିରେ…

ମ୍ୟାଟ୍ରିକ, ଯୁକ୍ତଦୁଇ ଓ ଗ୍ରାଜୁଏଟ ଛାତ୍ରଛାତ୍ରୀଙ୍କୁ ମିଳିବ ମାସିକ ୨୪ ହଜାର: ମେଧାବୀ ନ୍ୟାସନାଲ ସ୍କଲାରସିପ ପାଇଁ କରନ୍ତୁ ଆବେଦନ

ନୂଆଦିଲ୍ଲୀ: ଛାତ୍ରଛାତ୍ରୀଙ୍କୁ ପ୍ରତ୍ୟେକ ମାସରେ ୨୪ ହଜାର ଟଙ୍କା ମିଳିବ । ଏଥିପାଇଁ ସେମାନଙ୍କୁ ଏକ ଅନଲାଇନ ପରୀକ୍ଷାରେ ପାସ୍ କରିବାକୁ ପଡ଼ିବ । ମେଧାବୀ ନ୍ୟାସନାଲ ସ୍କଲାରସିପ୍ ଯୋଜନା ମାଧ୍ୟମରେ ସକ୍ଷମ କ୍ୟାସ…

ବିଏସ୍‌ଏଫ୍‌ରେ ବାହାରିଲା ବମ୍ପର ନିଯୁକ୍ତି: ଦରମା ୨୯,୨୦୦

ନୂଆଦିଲ୍ଲୀ: ସରକାରୀ ଚାକିରି ଆଶାୟୀମାନଙ୍କ ପାଇଁ ଖୁସି ଖବର। ସୀମା ସୁରକ୍ଷା ବଳ(ବିଏସ୍‌ଏଫ୍‌)ରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ନିଯୁକ୍ତି ସବ ଇନସ୍ପେକଟର(ଷ୍ଟେନୋ) ଏବଂ ହେଡ କନେଷ୍ଟବଳ ପାଇଁ…

ଆଜିଠୁ ଯୁକ୍ତ୩ ଆବେଦନ: ୨୫ ପର୍ଯ୍ୟନ୍ତ ଚାଲିବ, ୩୧ରେ ପ୍ରଥମ ମେରିଟ ଲିଷ୍ଟ

ଭୁବନେଶ୍ୱର: ରାଜ୍ୟର ସମସ୍ତ ଡିଗ୍ରୀ କଲେଜରେ ଯୁକ୍ତ୩ ନାମଲେଖା ପାଇଁ ଗୁରୁବାରଠାରୁ ଆବେଦନ ଆରମ୍ଭ ହେବ। ସାମସ୍ ୱେବ୍‌ସାଇଟ୍‌ www.samsodisha.gov.in ରେ ଛାତ୍ରୀଛାତ୍ର ଗୁରୁବାର ପୂର୍ବାହ୍ନ ୧୧ଟାରୁ ୨୫ ତାରିଖ ରାତି…

Institute of Mathematics ପାଇବ ଏକକ ବିଶ୍ୱବିଦ୍ୟାଳୟର ମାନ୍ୟତା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅନ୍ଧାରୁଆ ସ୍ଥିତ ଗଣିତ ଓ ପ୍ରୟୋଗ ପ୍ରତିଷ୍ଠାନ (ଇନଷ୍ଟିଚ୍ୟୁଟ ଅଫ୍ ମାଥମେଟିକ୍ସ)କୁ ମିଳିବ ଏକକ ବିଶ୍ୱବିଦ୍ୟାଳୟର ମାନ୍ୟତା । ଆଗକୁ ଏହା ଏକ ସ୍ୱୟଂଶାସିତ ପ୍ରତିଷ୍ଠାନ ଭାବେ କାର୍ଯ୍ୟ…

ରାଜ୍ୟର ୨୪ ହଜାର ଯୁବକ ଯୁବତୀ ପାଇବେ ଚାକିରି, ୭୫ ହଜାର କୋଟିର ନିବେଶ ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ହଜାର ହଜାର ଚାକିରି ଆଶାୟୀଙ୍କ ପାଇଁ ଖୁସି ଖବର । ରାଜ୍ୟର ୨୪ ହଜାର ଯୁବକ, ଯୁବତୀ ପାଇବେ ଚାକିରି । ଏନେଇ ରାଜ୍ୟ ସରକାର ନୂଆ ପଦକ୍ଷେପ ନେଇଛନ୍ତି । ରାଜ୍ୟରେ ଅଧିକ ପୁଞ୍ଜି…

ରାଜ୍ୟର ସମସ୍ତ ୟୁନିଭରସିଟି ଓ ଅଟୋନମସ୍ କଲେଜ ହେବ ପେପରଲେସ୍, ଉଚ୍ଚଶିକ୍ଷା ବିଭାଗ କାର୍ଯ୍ୟକାରୀ କରିବ SAMARTH e-gov Portal

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଖୁବଶୀଘ୍ର ରାଜ୍ୟର ସସମସ୍ତ ୟୁନିଭରସିଟି ଓ ଅଟୋନମସ୍ କଲେଜଗୁଡ଼ିକ ପେପରଲେସ୍ ହେବ । ରାଜ୍ୟ ସରକାର ଏହାର କାର୍ଯ୍ୟକାରିତା ନେଇ ସମଥ ଇ-ଗଭ୍ ପୋର୍ଟାଲ ଲଞ୍ଚ କରିବେ । ଶିକ୍ଷା ମନ୍ତ୍ରଣାଳୟର…