Browsing Category
ଶିକ୍ଷା
ଅଗ୍ନିପଥ ଯୋଜନା: ସ୍ଥଳସେନା ଓ ନୌସେନାରେ ଆରମ୍ଭ ହେଲା ନିଯୁକ୍ତି ପ୍ରକ୍ରିୟା
ନୂଆଦିଲ୍ଲୀ: ଦେଶରେ ଅନେକ ସ୍ଥାନରେ ଅଗ୍ନିପଥ ଯୋଜନାକୁ ବିରୋଧ ପ୍ରଦର୍ଶନ କରାଯାଉଥିବା ବେଳେ ଭାରତୀୟ ସ୍ଥଳସେନା ଓ ନୌସେନା ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି। ଅଗ୍ନିପଥ ଯୋଜନା ଅନୁସାରେ ନିଯୁକ୍ତି ପ୍ରକ୍ରିୟା ପାଇଁ…
ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବରଗଡ଼ ଛାତ୍ର ଅନ୍ୱେଷ ସାହୁଙ୍କ କେଭିପିୱାଇ ପରୀକ୍ଷାରେ କୃତୀତ୍ୱ
ବରଗଡ଼ ସ୍ଥିତ ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସିଏଚଏସଇ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷ ବିଜ୍ଞାନ ଛାତ୍ର ଶ୍ରୀମାନ୍ ଅନ୍ୱେଷ ସାହୁ ଚଳିତ ବର୍ଷ ଅନୁଷ୍ଠିତ ସର୍ବ ଭାରତୀୟ କେଭିପିୱାଇ ପରୀକ୍ଷାରେ ୧୦୩୫ ର୍ୟାଙ୍କ୍ (ସାଧାରଣ…
ସାଇନ୍ସ ଗ୍ରାଜୁଏଟଙ୍କ ପାଇଁ ଭଲ ସୁଯୋଗ, AAI ରେ ରହିଛି ୪୦୦ ଭ୍ୟାକେନ୍ସୀ, ଜାଣନ୍ତୁ ଡିଟେଲ୍
ନୂଆଦିଲ୍ଲୀ: ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ(ଏଏଆଇ)ରେ ଜୁନିୟର ଏକ୍ସିକ୍ୟୁଟିଭ ଏୟାର ଟ୍ରାଫିକ୍ କଣ୍ଟ୍ରୋଲରେ ୪୦୦ ପଦବୀରେ ନିଯୁକ୍ତି ସୁଯୋଗ ରହିଛି । ଏହି ସବୁ ଖାଲି ପଦବୀରେ ଆବେଦନ କରିବା ପାଇଁ ୧୪ ଜୁଲାଇ ଶେଷ…
(Video) ସାବଧାନ, ମନ୍ତ୍ରୀ ଆସୁଛନ୍ତି: ଗଣଶିକ୍ଷା ମନ୍ତ୍ରୀଙ୍କ ବାଣରେ ଥରହର ହେଲେଣି ରାଜ୍ୟର ଅଳସୁଆ ଶିକ୍ଷକ, ଶିକ୍ଷୟିତ୍ରୀ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କାର୍ଯ୍ୟରେ ଅବହେଳା କରୁଥିବା ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ଆଉ ତ୍ରାହି ନାହିଁ । ଶେଷରେ ବ୍ରହ୍ମାସ୍ତ୍ର ପ୍ରୟୋଗ କରିବାକୁ ବାଧ୍ୟ ହୋଇଛନ୍ତି ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ।…
ନୂତନ ଶିକ୍ଷାନୀତି-୨୦୨୦: ଘରୋଇ ସ୍କୁଲରେ NCERT ବହି ବାଧ୍ୟତାମୂଳକ, ନିୟମ ଅବମାନନା କଲେ କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନୂତନ ଶିକ୍ଷାନୀତି ୨୦୨୦ରେ ଏକ ବଡ଼ଧରଣର ପରିବର୍ତ୍ତନ କରାଯିବ । ପାଠ୍ୟକ୍ରମରେ ଆଞ୍ଚଳିକ ଭାଷା, ଧନ୍ଦାମୂଳକ ଶିକ୍ଷା ଓ ଯୁଗ ଉପଯୋଗୀ ଶିକ୍ଷାକୁ ପ୍ରାଧାନ୍ୟ ଦିଆଯିବ । ଘରୋଇ ସ୍କୁଲମାନଙ୍କରେ…
ଅଗ୍ନିବୀରଙ୍କୁ ରେଲୱେରେ ମିଳିବ ଚାକିରି! ଜାଣନ୍ତୁ କ’ଣ ରହିଛି ସରକାର ଯୋଜନା
ନୂଆଦିଲ୍ଲୀ(ଓଡ଼ିଶା ଭାସ୍କର): ଅଗ୍ନିପଥ ଯୋଜନାକୁ ନେଇ ସାରା ଦେଶରେ ଉତ୍ତେଜନା ମଧ୍ୟରେ ରେଳ ମନ୍ତ୍ରଣାଳୟ ଅଗ୍ନିଶମ କର୍ମଚାରୀଙ୍କ ପାଇଁ ଏକ ବଡ଼ ଘୋଷଣା କରିପାରେ। ଏହି ଯୋଜନା ଅଧୀନରେ କେନ୍ଦ୍ର ସରକାର ଅନେକ ସୁବିଧା…
ବିନା ପରୀକ୍ଷାରେ ଭାରତୀୟ ରେଲୱେରେ ଚାକିରି ପାଇବାର ସୁଯୋଗ, ଦରମା ୩୦୦୦୦
ନୁଆଦିଲ୍ଲୀ(ଓଡ଼ିଶା ଭାସ୍କର): ଭାରତୀୟ ରେଲରେ ଚାକିରି କରିବାକୁ ଆଶାୟୀମାନଙ୍କ ପାଇଁ ଆସିଛି ସୁବର୍ଣ୍ଣ ସୁଯୋଗ। ଉତ୍ତରପୁର୍ବ ରେଲୱେର ଜୁନିଅର ଟେକନିକାଲ ଆସିଷ୍ଟାଣ୍ଟ ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି।…
ଜୁଲାଇ ପ୍ରଥମ ସପ୍ତାହରେ ବାହାରିବ ମାଟ୍ରିକ ରେଜଲ୍ଟ: ଗଣଶିକ୍ଷା ମନ୍ତ୍ରୀ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମାଟ୍ରିକ ରେଜଲ୍ଟକୁ ଅପେକ୍ଷା କରିଥିବା ଛାତ୍ରଛାତ୍ରୀଙ୍କ ପାଇଁ ଆସିଛି ବଡ଼ ଖବର । ଜୁଲାଇ ପ୍ରଥମ ସପ୍ତାହରେ ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇବ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର…
ବରୁଣ ଗାନ୍ଧୀ କଲେ ଏପରି ଘୋଷଣା ଦେଶର ସମସ୍ତ ସାଂସଦ ଓ ବିଧାୟକ ଟେନ୍ସନ୍ରେ!
ନୂଆଦିଲ୍ଲୀ: ଅଗ୍ନିପଥ ସ୍କିମ୍କୁ ନେଇ ପୁରା ଦେଶରେ ବିଦ୍ରୋହ ପରି ସ୍ଥିତି ସୃଷ୍ଟି ହୋଇଥିବା ବେଳେ ଏହାକୁ ନେଇ ରାଜନୀତି ଲାଗି ରହିଛି। ଏହି ସମୟରେ ବିଜେପି ନେତା ବରୁଣ ଗାନ୍ଧୀ ଅଗ୍ନିବୀର କର୍ମଚାରୀଙ୍କୁ ପେନ୍ସନ୍…
ଭୁବନେଶ୍ୱର ଏମ୍ସରେ ବାହାରିଲା ନିଯୁକ୍ତି, ଦରମା ୩୫୦୦୦ ହଜାର
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ(ଏମ୍ସ) ଭୁବନେଶ୍ୱରରେ ସିନିୟର ରିସର୍ଚ୍ଚ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞାପନ ବାହାରିଛି। ସ୍ନାତକୋତ୍ତର ପାସ୍ କରିଥିବା ଯୁବକମାନେ ଏହି…