Browsing Category

ଶିକ୍ଷା

ଅକ୍ଟୋବର ୨୩ରେ ହେବ ଜାତୀୟ ଗ୍ରାମାଞ୍ଚଳ ମେଧାବୃତ୍ତି ପରୀକ୍ଷା: ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଘୋଷଣା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜାତୀୟ ଗ୍ରାମାଞ୍ଚଳ ମେଧାବୃତ୍ତି ପରୀକ୍ଷା (ଏନଆରଟିଏସ) ୨୦୨୪କୁ ନେଇ ଆସିଛି ଏକ ବଡ଼ ଖବର । କଟକ ସ୍ଥିତ ମାଧ୍ୟମିକ ଶିକ୍ଷା ପରିଷଦ (ବିଏସଇ) ଦ୍ୱାରା ପରିଚାଳିତ ହେବାକୁ ଥିବା ଏହି ପରୀକ୍ଷା…

ଅକ୍ଟୋବର ୨୬ରେ ହେବ ରିସର୍ଚ୍ଚ ଆସିଷ୍ଟାଣ୍ଟ ଇଣ୍ଟରଭ୍ୟୁ: ଓଡ଼ିଶା ହାଇକୋର୍ଟ ତରଫରୁ ୯୦ ଜଣ ପ୍ରାର୍ଥୀ ଶର୍ଟଲିଷ୍ଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ହାଇକୋର୍ଟର ରିସର୍ଚ୍ଚ ଆସିଷ୍ଟାଣ୍ଟ ନିଯୁକ୍ତିକୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ଗତ ଅଗଷ୍ଟ ମାସରେ ମୋଟ ୨୦ଟି ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ସାକ୍ଷାତକାର ମାଧ୍ୟମରେ…

ଓଡ଼ିଶାରେ ବୃହତ୍ ନିଯୁକ୍ତି: ୯୦୦୦ ପଦ ପୂରଣ ପାଇଁ ଆରମ୍ଭ ହେଲା ଆବେଦନ ପ୍ରକ୍ରିୟା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ ତରଫରୁ ଆସିଛି ଏକ ବଡ଼ ନିଯୁକ୍ତି ସୁଯୋଗ । ୩୫୦୦ରୁ ଅଧିକ ପ୍ରାର୍ଥୀଙ୍କୁ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ନିଯୁକ୍ତି ଦିଆଯିବ । ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ…

ଆସନ୍ତା ୧୮ରୁ ପୁରୀର ଏହି ସ୍ଥାନରେ ହେବ ଅଗ୍ନିପଥ ନିଯୁକ୍ତି ଶିବିର, ଜାଣନ୍ତୁ କିପରି ଡାଉନଲୋଡ୍ କରିବେ ଆଡମିଟକାର୍ଡ

ଅଗ୍ନିପଥ ଯୋଜନାରେ ଚୟନ ହୋଇଥିବା ପ୍ରାର୍ଥୀଙ୍କ ପାଇଁ ଆସନ୍ତା ୧୮ରୁ୨୬ ତାରିଖ ପର୍ଯ୍ୟନ୍ତ ପୁରୀ ତାଳବଣିଆସ୍ଥିତ ଜିଲ୍ଲା ସ୍ପୋର୍ଟସ୍ କମ୍ପେ୍ଲକ୍ସ ଏବଂ ଇନଡୋର ଷ୍ଟାଡିୟମରେ ନିଯୁକ୍ତି ଶିବିର ଅନୁଷ୍ଠିତ ହେବ । ଏଥିରେ…

ଓଡ଼ିଶାର ପ୍ରାର୍ଥୀଙ୍କ ପାଇଁ ଇଣ୍ଡିଆନ୍ ପୋଷ୍ଟ ପେମେଣ୍ଟ ପେମେଣ୍ଟ ବ୍ୟାଙ୍କ ତରଫରୁ ନିଯୁକ୍ତି ସୁଯୋଗ: ଆରମ୍ଭ ହେଲା ଅନଲାଇନ୍ ଆବେଦନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବ୍ୟାଙ୍କି କ୍ଷେତ୍ରରେ ଚାକିରି ସନ୍ଧାନରେ ରହିଥିବା ସମସ୍ତ ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ସୁଯୋଗ । ଇଣ୍ଡିଆନ୍ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ (ଆଇପିପିବି) ତରଫରୁ ଅନେକ ପଦରେ ନିଯୁକ୍ତି ପାଇଁ…

ସୌନ୍ଦର୍ଯ୍ୟ ପାଇଁ ହରାଇବେ ଚାକିରି ! ଭାଇରାଲ ହେଉଛି ହାୟରିଂ ମ୍ୟାନେଜରଙ୍କ ପୋଷ୍ଟ

ନୂଆଦିଲ୍ଲୀ: ଅଧିକାଂଶ ବ୍ୟକ୍ତି ଭଲ ଚାକିରିଟିଏ ପାଇବା ପାଇଁ ଅନେକ ପରିଶ୍ରମ କରିଥାନ୍ତି । ଏଥିମଧ୍ୟରୁ କିଛି ଅନଲାଇନ/ ଅଫଲାଇନ୍ କୋଚିଂର ସାହାରା ନେଇଥାନ୍ତି । ଚାକିରି ପାଇବା ପୂର୍ବରୁ ଜଣେ ବ୍ୟକ୍ତିଙ୍କୁ ଲିଖିତ…

OCS-2023 ପ୍ରିଲିମିନାରୀ ପରୀକ୍ଷା ପାଇଁ ଜାରି ହେଲା ଟାଇମ୍ ଟେବୁଲ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ପ୍ରଶାସନିକ ସେବା (ଓସିଏସ)- ୨୦୨୩ର ପ୍ରିଲିମିନାରୀ ପରୀକ୍ଷାକୁ ନେଇ ଆସିଛି ଏକ ଗୁରୁତ୍ୱପୂର୍ଣ୍ଣ ଖବର । ଆସନ୍ତା ୨୭ ତାରିଖରେ ଓସିଏସ-୨୦୨୩ ପ୍ରିଲିମ୍ସ ପରୀକ୍ଷା ଅନୁଷ୍ଠିତ ହେବାକୁ…

ଦଶମ ଓ ଦ୍ବାଦଶ ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର, ଏତିକି ଉପସ୍ଥାନ ନଥିଲେ ଦେଇପାରିବେନି ପରୀକ୍ଷା

ଭୁବନେଶ୍ବର: 2025 ମସିହାରେ ବୋର୍ଡ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର । CBSE ଦଶମ ଏବଂ ଦ୍ବାଦଶ ବୋର୍ଡ ପରୀକ୍ଷା ପାଇଁ 75 ପ୍ରତିଶତ ଉପସ୍ଥାନ ବାଧ୍ୟତାମୂଳକ । 2025 ମସିହାରେ ବୋର୍ଡ ପରୀକ୍ଷା…

ଏହି କମ୍ପାନୀ ଆରମ୍ଭ କଲା ନୂଆ ହାଇବ୍ରିଡ୍ ୱାର୍କ ପଲିସି, ବର୍ତ୍ତମାନ ୩ ଦିନ ଯିବାକୁ ପଡ଼ିବ ଅଫିସ୍

ନୂଆଦିଲ୍ଲୀ: ବର୍ତ୍ତମାନ ଭାରତର ଏକ ଅଗ୍ରଣୀ ଟେକ୍ କମ୍ପାନୀ ୱିପ୍ରୋରେ ୱାର୍କ ଫ୍ରମ୍ ହୋମର ଦିନ ଆରମ୍ଭ ହେବାକୁ ଯାଉଛି । ୱିପ୍ରୋ ଚିଫ୍ ଏଚଆର ସୌରଭ ଗୋଭିଲ କମ୍ପାନୀର "ନ୍ୟୁ ହାଇବ୍ରିଡ ୱାର୍କ ପଲିସି’ ସେୟାର କରିଛନ୍ତି…

ବନ୍ଦ ହେବାକୁ ଯାଉଛି ସବୁ ମଦ୍ରାସା!; NCPCRର ଚିଠି, ସାଧାରଣ ସ୍କୁଲରେ ଭର୍ତ୍ତି ହେବେ ମଦ୍ରାସାରେ ପଢ଼ୁଥିବା ପିଲା

ନୂଆଦିଲ୍ଲୀ: ସମସ୍ତ ମଦ୍ରାସା ବୋର୍ଡକୁ ବନ୍ଦ କରିବାକୁ ସୁପାରିସ କଲା ଏନ୍‌ସିପିସିଆର୍‌ । ମଦ୍ରାସା ବୋର୍ଡ ସହ ତାକୁ ରାଜ୍ୟ ପାଣ୍ଠି ଯୋଗାଣ ବନ୍ଦ କରିବାକୁ ସୁପାରିସ । ଏନେଇ ସବୁ ରାଜ୍ୟର ମୁଖ୍ୟ ସଚିବଙ୍କୁ ଚିଠି କଲେ…