Browsing Category

ଶିକ୍ଷା

ଦେଶରେ ଲାଗୁ ହେଲା ‘ଆଣ୍ଟି ପେପର ଲିକ୍’ ଆଇନ; ଖିଲାଫ କଲେ ୧୦ବର୍ଷ ଜେଲ, ୧କୋଟି ଜରିମାନା

ନୂଆଦିଲ୍ଲୀ: ନିଟ୍ ପ୍ରଶ୍ନପତ୍ର ଲିକ୍ ଓ ପରେ ୟୁଜିସି-ନେଟ୍ ପରୀକ୍ଷା ବାତିଲକୁ ନେଇ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଛି। ସେପଟେ ପେପର ଲିକ୍ ରୋକିବା ପାଇଁ ସରକାର ଏକ ବଡ଼ ନିଷ୍ପତ୍ତି ନେଇ କଠୋର ଆଇନ ପ୍ରଣୟନ କରିଛନ୍ତି।…

ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (OTET) ପାଇଁ ବିଜ୍ଞପ୍ତି ପ୍ରକାଶ, ଜାଣନ୍ତୁ କେବେ ପରୀକ୍ଷା ?

ଭୁବନେଶ୍ୱର : ଚଳିତ ବର୍ଷର ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି) ନିମନ୍ତେ ତାରିଖ ଚୂଡ଼ାନ୍ତ ହୋଇଛି। ଆସନ୍ତା ଅଗଷ୍ଟ ୯ ତାରିଖରେ ପରୀକ୍ଷା ଅନୁଷ୍ଠିତ ହେବ। ଉକ୍ତ ଦିନ ସକାଳ ୯ଟାରୁ ପୂର୍ବାହ୍ନ ସାଢେ ୧୧ଟା…

ସ୍ଥଗିତ ହେଲା CSIR-UGC-NET ପରୀକ୍ଷା: NTA ପକ୍ଷରୁ ସୂଚନା ଜାରି

ନୂଆଦିଲ୍ଲୀ: ସିଏସଆଇଆର-ୟୁଜିସି-ନେଟ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ଏହି ପରୀକ୍ଷ।।ର ଆୟୋଜନ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ତରଫରୁ କରାଯାଇଥାଏ । ଜୁନ୍ ୨୫ରୁ ୨୭ ତାରିଖ ପର୍ଯ୍ୟନ୍ତ ଏହି ହେବା ନେଇ ସ୍ଥିର…

ଓଡ଼ିଶା ପ୍ଲାନିଂ ସର୍ଭିସ କ୍ୟାଡର ସହକାରୀ ନିର୍ଦ୍ଦେଶକ ଲିଖିତ ପରୀକ୍ଷା ତାରିଖ ଘୋଷଣା ହେଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ପ୍ଲାନିଂ ସର୍ଭିସ କ୍ୟାଡରରେ ଆସିଷ୍ଟାଣ୍ଟ ଡାଇରେକ୍ଟର ପଦର ନିଯୁକ୍ତି ନେଇ ଲିଖିତ ପରୀକ୍ଷା ତାରିଖ ଘୋଷଣା କରାଯାଇଛି । ଜୁଲାଇ ମାସ ୨୭ (ଶନିବାର) ଓ ୨୮ (ରବିବାର) ଦିନ କଟକ ଜୋନରେ…

ଜୁନ ୨୫ରୁ ଆରମ୍ଭ ହେବାକୁ ଥିବା ACF, ଫରେଷ୍ଟ ରେଞ୍ଜର ଲିଖିତ ପରୀକ୍ଷା ସ୍ଥଗିତ: OPSC ଜାରି କଲା ସୂଚନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସହକାରୀ ବନ ସଂରକ୍ଷକ (ଏସିଏଫ), (ଗ୍ରୁପ-ଏ) (ଜେବି) ଓ ଫରେଷ୍ଟ ରେଞ୍ଜର ପଦ ପାଇଁ ଆବେଦନ କରିଥିବା ପ୍ରାର୍ଥୀଙ୍କ ପାଇଁ ଆସିଛି ଏକ ବଡ଼ ଅପଡେଟ୍ । ରାଜ୍ୟ ସରକାରଙ୍କ ଜଙ୍ଗଲ, ପରିବେଶ ଓ…

UGC NET ପାସ୍ ନକରି ବି ଜଣେ ପ୍ରଫେସର ହୋଇପାରିବ: ଜାଣନ୍ତୁ କ’ଣ ରହିଛି ପ୍ରୋସେସ୍

ନୂଆଦିଲ୍ଲୀ: ୟୁଜିସି ନେଟ୍ ୨୦୨୪ ଜୁନ ସେସନର ପରୀକ୍ଷାକୁ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ରଦ୍ଦ କରିଦିଆଯାଇଛି । ଜୁନ୍ ୧୮ରେ ଦେଶରେ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଆୟୋଜିତ ହୋଇଥିବା ଏହି ପରୀକ୍ଷାକୁ ଗୋଟିଏ ଦିନ ପରେ…

UGC ଜାରି କଲା ୧୫୭ ଡିଫଲ୍ଟର ବିଶ୍ୱବିଦ୍ୟାଳୟର ତାଲିକା, ଦେଖନ୍ତୁ ଓଡ଼ିଶାରୁ କେତେ ଚିହ୍ନଟ ?

ନୂଆଦିଲ୍ଲୀ: କେନ୍ଦ୍ରୀୟ ଅନୁଦାନ ଆୟୋଗ (ୟୁଜିସି) ଏହାର ଅଫିସିଆଲ୍ ୱେବସାଇଟରେ ଡିଫଲ୍ଟ ରାଜ୍ୟ ବିଶ୍ୱବିଦ୍ୟାଳୟଗୁଡ଼ିକର ତାଜା ସୂଚୀ ପ୍ରକାଶ କରିଛି । ଘୋଷଣା ଅନୁଯାୟୀ, ଦେଶର ମୋଟ ୧୫୭ ବିଶ୍ୱବିଦ୍ୟାଳୟକୁ ଡିଫଲ୍ଟର ଭାବେ…

ଡାର୍କନେଟରେ କେମିତି ଲିକ ହୁଏ ପେପର, ନେଟ ପରୀକ୍ଷାକୁ ନେଇ ଚର୍ଚ୍ଚାରେ ‘କଳା ଦୁନିଆ’

ଓଡିଶା ଭାସ୍କର: ବର୍ଷକୁ ୩୬୫ ଦିନ ଥାଏ ଆଉ ଦୁଇ ବର୍ଷକୁ ହୁଏ ପ୍ରାୟ ୭୩୦ ଦିନ । ଏହି ବର୍ଷଟିଏ, ଦୁଇବର୍ଷ ବା ତାହାଠୁ ଅଧିକ ସମୟ ପର୍ଯ୍ୟନ୍ତ ଜଣେ ଛାତ୍ର କଠିନ ପରିଶ୍ରମ, ଅଧ୍ୟବସାୟ କରି ଅଧ୍ୟୟନ କରେ ପରୀକ୍ଷାରେ ସଫଳ…

‘ମୁଁ ଏହାର ନୈତିକ ଦାୟିତ୍ୱ ବହନ କରୁଛି’, NEET ପେପର ଲିକ ମାମଲାକୁ ନେଇ ଏପରି କହିଲେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: ୟୁଜିସି-ନେଟ ଏବଂ ନୀଟ-ୟୁଜି ପରୀକ୍ଷାର ପେପର ଲିକ ମାମଲାକୁ ନେଇ ସାରା ଦେଶରେ ଆନ୍ଦୋଳନ ଦେଖାଦେଇଛି । ଏହାରି ମଧ୍ୟରେ କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ଏକ ଇଣ୍ଟରଭ୍ୟୁରେ କହିଛନ୍ତି ଯେ,…

ୟୁଜିସି-ନେଟ୍ ୨୦୨୪ ପେପର ଲିକ୍ ମାମଲା; ବାତିଲ ପରେ ତଦନ୍ତ ଆରମ୍ଭ କଲା CBI

ନୂଆଦିଲ୍ଲୀ: ୟୁଜିସି-ନେଟ୍ ୨୦୨୪ ପ୍ରଶ୍ନପତ୍ର ଲିକ୍ ହେବା ମାମଲା, କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପରୀକ୍ଷା ବାତିଲ କରିବାର ଦିନକ ପରେ ତଦନ୍ତ ଆରମ୍ଭ କରିଛି ସିବିଆଇ। ୟୁଜିସି ନେଟ୍ ପରୀକ୍ଷାକୁ ନେଇ ବୈଠକ ପରେ ସାଲିସ୍…