Browsing Category

କରୋନା

#ମିଲଖା ସିଂଙ୍କୁ କରୋନା ନେଇଗଲା…

ଚଣ୍ଡୀଗଡ଼(ଓଡ଼ିଶା ଭାସ୍କର): ଆଉ ନାହାନ୍ତି ଫ୍ଲାଇଂ କିଙ୍ଗ୍ ମିଲଖା ସିଂ। ଦୀର୍ଘଦିନ ଧରି ମହାମାରୀ କରୋନା ସହ ଲଢେଇ କରି ସେ ଏବେ ଆଖି ବୁଜି ଦେଇଛନ୍ତି ଭାରତର ଏହି କୃତୀ କ୍ରୀଡ଼ାବିତ୍ ଙ୍କ ବିୟୋଗରେ ଭିଭିନ୍ନ ମହଲରୁ…

ବାପୁଜୀ ନଗର ଓ ୟୁନିଟ୍‌-୪ ଆମିଷ ମାର୍କେଟ୍‌କୁ ବନ୍ଦ କଲା ବିଏମ୍‌ସି, ଜୁନ୍ ୨୫ ଯାଏଁ ପଡିବ ତାଲା

ଭୁବନେଶ୍ବର(ଓଡ଼ିଶା ଭାସ୍କର): ରାଜ୍ୟରେ ସାମାନ୍ୟ କଟକଣା କୋହଳ ପରେ କୋଭିଡ୍ ନିୟମ ଭୁଲି ଅକାରଣରେ ବଜାରରେ ଜମାଉଛନ୍ତି ଭିଡ। ବିଭିନ୍ନ ମାକେର୍ଟରେ ଲାଗୁଛି ଗହଳି ଚହଳି। ମହାମାରୀ ସମୟରେ ଜୀବନ ଜୀବିକାକୁ ସୁୁଚାର…

ଟିକା ନେଉଥିବା ଲୋକଙ୍କ ହସ୍ପିଟାଲରେ ଭର୍ତ୍ତି ହେବାର ସମ୍ଭାବନା ୮୦ ପ୍ରତିଶତ କମ

ନୂଆଦିଲ୍ଲୀ : ଭାରତରେ କରୋନାର ଦ୍ଵିତୀୟ ଲହରର ପ୍ରକୋପ କମିବାରେ ଲାଗିଛି। ତଥାପି ମନରୁ ଭୟ ଏଯାଏଁ ଦୂର ହୋଇ ନାହିଁ  । ଦେଶରେ ଟିକାକରଣ ଯୁଦ୍ଧକାଳୀନସ୍ତରରେ ଜାରି ରହିଛି । ଏହା ମଧ୍ୟରେ ନୀତି ଆୟୋଗର ସଚିବ ଭିକେ…

ନିଲମ୍ବିତ ହେଲେ ତହସିଲଦାର, ମାନି ନଥିଲେ କୋଭିଡ୍ ନିୟମ, ମହଙ୍ଗା ପଡ଼ିଲା ନାଗିନ୍ ଡ୍ୟାନ୍ସ

ଯାଜପୁର,ଜଗତସିଂହପୁର(ଓଡ଼ିଶା ଭାସ୍କର): ଭାଇ ବାହାଘରରେ ନାଚିଥିଲେ ତହସିଲଦାର । କିନ୍ତୁ ମାସ୍କ ଖୋଲି ନାଚିବା ନେଇ ତାଙ୍କ ବିରୋଧରେ ଉଠିଥିଲା ଅଭିଯୋଗ । କୋଭିଡ୍ ନିୟମ ଉଲ୍ଲଂଘନ କରିବା ସମ୍ପ୍ରତି ଏହି ମହିଳା…

ଅକ୍ଟୋବରରୁ ଆରମ୍ଭ ହେବ କୋଭିଡ୍ ମହାମାରୀର ତୃତୀୟ ଲହର, ଜାଣନ୍ତୁ ଏନେଇ କଣ କହିଲେ ୪୦ ଜଣିଆ ବିଶେଷଜ୍ଞ

ବେଙ୍ଗାଲୁରୁ: କୋଭିଡ୍ ର ଦ୍ୱିତୀୟ ଲହର ଦେଶରେ ଆତଙ୍କ ଖେଳାଇ ଥିବା ବେଳେ ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ଭାରତ ଏବେ ଠାରୁ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଏବେ ଠାରୁ ହିଁ ବିଭିନ୍ନ ରାଜ୍ୟର ସରକାରଙ୍କ ତତ୍ପରତା ପ୍ରକାଶ…

ଦଇବ ଦାଉ: ଆଜି ହୋଇଥାନ୍ତା ବାହାଘର, ଘରୁ ଉଠିଲା ପୁଅର କୋକେଇ

ଭଦ୍ରକ(ଓଡ଼ିଶା ଭାସ୍କର): ଘରର ଥିଲା ସେ ‘ମଣି’ । ଚନ୍ଦ୍ର ପରି ହସହସ ମୁହଁ । ମାତ୍ର ୨୮ବର୍ଷର ଭେଣ୍ଡାପୁଅ । ତା’ ବାହାଘର ପାଇଁ ଘରେ ଥିଲା ଖୁସିଖୁସିର ପରିିବେଶ। ଖାଲି ସେତିକି ନୁହେଁ, ପୁଅର ବିବାହ ପାଇଁ ଲଗ୍ନଧରା…

ଏଣିକି ବିନା ଟେଷ୍ଟରେ ପାଇପାରିବେ ଡ୍ରାଇଭିଂ ଲାଇସେନ୍ସ, ଜାଣନ୍ତୁ କିପରି

ନୂଆଦିଲ୍ଲୀ: କରୋନା ମହାମାରୀ ଓ ଲକଡାଉନ୍ ସମୟରେ ଅନେକ ଲୋକ ନୂଆ ଡ୍ରାଇଭିଂ ଲାଇସେନ୍ସ ପାଇପାରି ନଥିଲେ । ସେଥିପାଇଁ ଅନେକଙ୍କ ମନରେ ଅସନ୍ତୋଷ ରହିଥିଲା । ଅନ୍ୟପକ୍ଷରେ ବାରମ୍ବାର ଆରଟିଓ ଅଫିସକୁ ଯିବା ଓ ସେଠାରେ…

ସାବରମତୀ ନଦୀରୁ ମିଳିଲା କରୋନା ଭାଇରସ୍ ; ସବୁ ନମୁନା ସଂକ୍ରମିତ

ନୂଆଦିଲ୍ଲୀ: ପ୍ରତିଦିନ କରୋନା ଭାଇରସ୍ ସମ୍ବନ୍ଧରେ କିଛି କିଛି ନୂତନ ସୂଚନା ମିଳୁଛି । ଏପର୍ଯ୍ୟନ୍ତ ଦେଶର ଅନେକ ସହରରେ ସ୍ୱେରେଜ୍ ଲାଇନ୍ରେ କରୋନା ଭୂତାଣୁ ଜୀବନ୍ତ ଅଛି ବୋଲି ପ୍ରମାଣିତ ହୋଇଛି । ସମ୍ପ୍ରତି…

ଦେଶରେ ୨ ହଜାର ତଳକୁ ଖସିଲା ଦୈନିକ ମୃତ୍ୟୁ

ନୂଆଦିଲ୍ଲୀ : ଦେଶରେ ଦୈନିକ ମୃତ୍ୟୁ ୨ ହଜାର ତଳକୁ ଖସିଛି । ବିଭିନ୍ନ ରାଜ୍ୟରେ ଲାଗୁ କରାଯାଇଥିବା କଟକଣାର ଫଳସ୍ୱରୂପ ଦେଶରେ ଧିରେଧିରେ କରୋନା ନିମ୍ନମୁଖୀ ହେବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୧୫୯୭…