Browsing Category
ଅପରାଧ
ଚଳନ୍ତା ଟ୍ରେନ୍ରେ ନାବାଳିକାକୁ ଅସଦାଚରଣ; ରେଳ କର୍ମଚାରୀଙ୍କୁ ପିଟି ପିଟି ହତ୍ୟା କଲେ ଯାତ୍ରୀ
ପାଟନା: ବରାଉନିରୁ ବିହାରର ନୂଆଦିଲ୍ଲୀ ଅଭିମୁଖେ ଯାଉଥିବା ହମସଫର ଏକ୍ସପ୍ରେସର ଏସି ବଗିରେ ଜଣେ ରେଳ କର୍ମଚାରୀଙ୍କୁ ହତ୍ୟା କରିଛନ୍ତି ଯାତ୍ରୀ । ଜଣେ ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗ ହେବା ଏହି ହତ୍ୟାକାଣ୍ଡର କାରଣ…
Video; ଶିବଲିଙ୍ଗ ଉପରୁ ନାଗ ଚୋରି, ନେବା ପୂର୍ବରୁ ଓ ପରେ ପ୍ରଣାମ-କାନ ଧରି କ୍ଷମା ପ୍ରାର୍ଥନା
ପଟନା: ବିହାରର ଛପରାର ଏକ ମନ୍ଦିରରେ ଚୋରିର ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଚୋର ପ୍ରଥମେ ମନ୍ଦିରକୁ ଯାଇ ଭଗବାନ ଶିବଙ୍କୁ ପ୍ରଣାମ କରିବା ପରେ ଅଷ୍ଟଧାତୁର ଅତି ପ୍ରାଚୀନ ନାଗରାଜଙ୍କୁ ଏକ କପଡ଼ାରେ ଗୁଡ଼ାଇ…
କୋଲକାତା ଦୁଷ୍କର୍ମ-ହତ୍ୟା ମାମଲା: ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ କନିଷ୍ଠ ଡାକ୍ତର, ଲୋଡିଲେ ହସ୍ତକ୍ଷେପ
କୋଲକାତା: ପଶ୍ଚିମବଙ୍ଗର ରାଜଧାନୀ କୋଲକାତାର ଆରଜି କର ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଜଣେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାକୁ ବିରୋଧ କରି ଜୁନିୟର ଡାକ୍ତରମାନେ ୩୫ ଦିନ ଧରି ଆନ୍ଦୋଳନ ଚଳାଇଛନ୍ତି।…
ପୁରୁଷ ବନ୍ଧୁଙ୍କ ସହ ଯାଇଥିଲେ ହୋଟେଲ, ଜଳିଗଲେ ଯୁବତୀ, ପରିବାର ଆଣିଲା ହତ୍ୟା ଅଭିଯୋଗ
ରାଉରକେଲା: ରାଉରକେଲାରେ ଚାଞ୍ଚଲ୍ୟ । ପୁରୁଷ ବନ୍ଧୁଙ୍କ ସହ ଯୁବତୀ ଜଣେ ଯାଇଥିଲେ ସହରରେ ଥିବା ଏକ ହୋଟେଲକୁ । ହୋଟେଲଟି ଥିଲା ରାଉରକେଲା ଷ୍ଟେସନ ରୋଡରେ । ସେଠାରେ ଉଭୟ ଏକ ରୁମ ନେଇଥିଲେ । କିନ୍ତୁ ପଛରେ ଯୁବତୀଙ୍କୁ…
କିଏ ଏହି ଘୋଷ୍ଟ ହ୍ୟାକର୍ସ, ଯିଏ ମରିଯାଇଥିବା ଲୋକଙ୍କ ନାମରେ କରୁଛି ଠକେଇ, ଜାଣନ୍ତୁ ଡିଟେଲ୍ସ
ନୂଆଦିଲ୍ଲୀ: ସ୍କାମର୍ସ ଲୋକଙ୍କୁ ଠକିବା ପାଇଁ ନୂଆ-ନୂଆ ଉପାୟ ଆପଣଉଛି। ବେଳେ ବେଳେ ଗିଫ୍ଟ ନାମରେ , ବେଳେ ବେଳେ ଡେଲିଭରୀ ନାମରେ, ବେଳେ ବେଳେ KYC ଅପଡେଟ ନାମରେ ଲୋକଙ୍କୁ ନିଜ ଜାଲରେ ଫସାଯାଉଛି ଏବଂ ସେମାନଙ୍କ…
ଦିଲ୍ଲୀ ମଦ ଘୋଟାଲାରେ କେଜରିୱାଲଙ୍କୁ ମିଳିଛି ଜାମିନ, ପୂର୍ବରୁ ଅନେକ ମଧ୍ୟ ପାଇଛନ୍ତି ବେଲ୍
ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଓ ସିବିଆଇ ଗିରଫ କରିବାକୁ ନେଇ ଦ୍ୱିମତ ପ୍ରକାଶ ପାଇଛି । କେଜରିୱାଲଙ୍କୁ ଆଜି ସୁପ୍ରିମ କୋର୍ଟ ସିବିଆଇ…
ସେନା ଅଧିକାରୀଙ୍କ ବାନ୍ଧବୀଙ୍କୁ ଗଣଦୁଷ୍କର୍ମ, ବିରୋଧୀଙ୍କ ଘେରାବନ୍ଦୀରେ ବିଜେପି ସରକାର
ଇନ୍ଦୋର: ମଧ୍ୟପ୍ରଦେଶର ଇନ୍ଦୋରରେ ଦୁଇ ସେନା ଅଧିକାରୀ ନିଜ ଦୁଇ ବାନ୍ଧବୀଙ୍କ ସହ ରାତିରେ ବୁଲିବାକୁ ଯାଇଥିବା ବେଳେ ଘଟିଯାଇଛି ଅଘଟଣ । ସେନା ଅଧିକାରୀଙ୍କଠାରୁ ସବୁ ଟଙ୍କା ଲୁଟିନେବା ସହ ୬ ଦୁର୍ବୃତ ମହିଳାଙ୍କ ସହ ଗଣ…
ପରକୀୟା ପ୍ରୀତି ସନ୍ଦେହରେ ଜ୍ୱାଇଁର ଜଘନ୍ୟ କାଣ୍ଡ; ଶ୍ୱଶୁର ଘରେ କାଟିଲା ସ୍ତ୍ରୀର ତଣ୍ଟି
ବାରିପଦା: (ଓଡ଼ିଶା ଭାସ୍କର) କପ୍ତିପଦା ଥାନା ଭଙ୍ଗାବନ୍ଧ ଗାଁରେ ଜ୍ୱାଇଁର ଜଘନ୍ୟ କାଣ୍ଡ । ଶ୍ୱଶୁର ଘରେ ସ୍ତ୍ରୀର ତଣ୍ଟି କାଟିଲା ସ୍ୱାମୀ । ଛୁରିରେ ତଣ୍ଟି କାଟି ଘଟଣା ସ୍ଥଳରୁ ଫେରାର୍ ହୋଇଗଲା ସ୍ୱାମୀ । ଗୁରୁତର…
ୟୁପିର ସବୁଠାରୁ ବଡ ଚୋରି ଘଟଣା, ସାମଗ୍ରୀ ଜବତ ପରେ ବି କେହିନାହିଁ ଦାବିଦାର, ପୋଲିସ କରିବ କଣ?
ନୂଆଦିଲ୍ଲୀ: ସାଧାରଣତଃ ଚୋରି, ରାହାଜାନୀ ପରି ଘଟଣାରେ, ପୋଲିସ ଚୋରକୁ ଧରି ଯେତେବେଳେ ଲୋକଙ୍କୁ ସେମାନଙ୍କ ସାମଗ୍ରୀ ଚିହ୍ନଟ କରି ନେବାକୁ କୁହେ, ଅନେକ ଅଛନ୍ତି ନିଜ ଜିନିଷଠାରୁ ଅଧିକ ମୂଲ୍ୟର ଜିନିଷ ନେଇଯାଆନ୍ତି ।…
ସେଲ୍ଟର୍ ହୋମରେ ଯୌନ ନିର୍ଯାତନା ଅଭିଯୋଗ; ୪୦୨ ନାବାଳିକା ଉଦ୍ଧାର, ୧୭୧ ଜଣ ଗିରଫ
ନୂଆଦିଲ୍ଲୀ: ସେଲ୍ଟର୍ ହୋମରେ ଯୌନ ନିର୍ଯାତନା ଅଭିଯୋଗ ଆସିଛି । ୪୦୨ ନାବାଳିକାଙ୍କୁ ଉଦ୍ଧାର କରିଛି ପୋଲିସ । ମାଲେସିଆରେ ପୁଲିସ ବୁଧବାର ୪୦୨ ଜଣ ନାବାଳିକାଙ୍କୁ ସେଲ୍ଟର୍ ହୋମରୁ ଉଦ୍ଧାର କରିଛି । ଏହି ସେଲ୍ଟର୍…