fbpx
BJD
BJD SKY
BJD SKY
Browsing Category

ଅପରାଧ

ଖୋଲୁଛି ଗୁମର, ଡ଼ିଜିପିଙ୍କୁ ଭେଟିଲେ ଗୁଇନ୍ଦା ନିର୍ଦ୍ଦେଶକ

ଭୁବନେଶ୍ୱର: ମନ୍ତ୍ରୀ ନବ ଦାସ ହତ୍ୟା ମାମଲା ଦିନକୁ ଦିନ ନୂଆ ମୋଡ ନେବାକୁ ବସିଛି । ଏପର୍ଯ୍ୟନ୍ତ କାରଣ ଅସ୍ପଷ୍ଟ ରହିଥିବା ବେଳେ ତଦନ୍ତ ଆଗେଇ ଚାଲିଛି । ସେଥିପାଇଁ ଏହି ମାମଲାର ତଦାରଖ କରୁଥିବା ଜଷ୍ଟିସ ଦାସଙ୍କ ଘରେ…

(VIDEO) ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲା: କ୍ରାଇମ୍ ସିନକୁ ଯାଇ ସତ କହୁଛି ଅଭିିଯୁକ୍ତ ଗୋପାଳ 

ଝାରସୁଗୁଡା : ଆଜକୁ ୬ ଦିନ ବିତିଗଲାଣି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣା । ମନ୍ତ୍ରୀଙ୍କୁ ହତ୍ୟାପରଠାରୁ ଆଜି ଯାଏଁ ପ୍ରତ୍ୟେକ ଦିନ କିଛି ନା କିଛି ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଯାହାକି…

ଚେକିଂ ସମୟରେ ଅଘଟଣ; ଉପଜିଲ୍ଲାପାଳଙ୍କୁ ନିସ୍ତୁକ ମାଡ

ବାଲେଶ୍ୱର: ବାଲେଶ୍ୱର ଉପଜିଲ୍ଲାପାଳଙ୍କୁ ଆଜି ଆକ୍ରମଣ ହୋଇଛି । ଫଳରେ ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଚି । ତେବେ ସହଦେବଖୁଣ୍ଟା ଥାନା ଦହପଡା ନିକଟରେ ହେଉଥିବା ଚେକିଂ ସମୟରେ ଏହି ଅଘଟଣ ଘଟିଛି…

(Video)ଦେଖନ୍ତୁ କିପରି ଦ୍ରୁତ ଗତିରେ ଆସୁଥିବା କାରଟି ବାଇକକୁ ଧକ୍କା ଦେଲା ଆଉ ତାପରେ ୪ କିଲୋମିଟର ଟାଣି ନେଲା

ନୂଆଦିଲ୍ଲୀ:ଗୁରୁଗ୍ରାମରେ ରୋଡ଼ ରେଜ ମାମଲା ସାମ୍ନାକୁ ଆସିଛି। ଏହି ଘଟଣାର ଭୟଙ୍କର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଘଟଣାରେ ଦୁଇଜଣ ବାଇକ୍ ଆରୋହୀଙ୍କ ଜୀବନ ଅଳ୍ପକେ ବଞ୍ଚି ଥିବାର କୁହାଯାଉଛି।…

ରାୟଗଡ଼ା ଚୋରୀ ମାମଲା; ମିଳିଲା ୪୦୦ ଗ୍ରାମ ସୁନା

ରାୟଗଡ଼ା: ରାୟଗଡ଼ା ସହରରେ ଦିନକୁ ଦିନ ଚୋରି ବୃଦ୍ଧି ପାଇବାରେ ଲାଗିଛି । ଗତ ଜାନୁଆରୀ ୧୭ତାରିଖ ଦିନ ଚୋରୀ ହୋଇଥିବା ଘଟଣାରେ ଆଜି ୪୦୦ଗ୍ରାମର ସୁନା ଜବତ ସହ ୫ଜଣଙ୍କୁ ଗିରଫ କରିଛି ପୋଲିସ । ସୂଚନା ଅନୁଯାୟୀ,…

ଇନଷ୍ଟାଗ୍ରାମରେ କଥା ହୋଇ ହୋଟେଲ ଗଲେ, ଶେଷରେ ଏପରି ହେଲା ଘଟଣା

ନୂଆଦିଲ୍ଲୀ: ହରିଆଣା ଗୁରୁଗ୍ରାମର ଏକ ହୋଟେଲରେ ୧୬ବର୍ଷୀୟ ଝିଅଙ୍କ ସହ ରେପ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ଘଟଣାଟି ସେତେବେଳେ ଜଣା ପଡ଼ିଥିଲା ଯେତେବେଳେ ସେହି ପୁଅଟି ଝିଅର ମାଆଙ୍କୁ ଅଶ୍ଳିଳ ଫଟୋ ସହ ଭିଡ଼ିଓ…

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ହତ୍ୟା ମାମଲାରେ ନୂଆ ମୋଡ: କ୍ରାଇମବ୍ରାଞ୍ଚ ହାତରେ ଲାଗିଲା ୧୫ ପୃଷ୍ଟାର ରହସ୍ୟ କାଗଜ

ଭୁବନେଶ୍ୱର: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାକୁ ୫ ଦିନ ବିତିଯାଇଥିବା ବେଳେ କ୍ରାଇମବ୍ରଞ୍ଚ ତଦନ୍ତ ଆରମ୍ଭ କରିଛି । ଫଳରେ ପ୍ରତ୍ୟେକ ଦିନ କିଛି ନା କିଛି ତଥ୍ୟ ସାମ୍ନାକୁ ଆସୁଛି । ତେବେ ଅଭିଯୁକ୍ତ ଗୋପାଳ…

ବିବାହର ଚାରିଦିନ ପରେ ବୋହୂ ଫେରାର, ସାଙ୍ଗରେ ନେଇ ଚାଲିଗଲା ହୀରା ହାର ସହ ୧୭ ଭରି ସୁନା..

ରେୱାଡୀ: ହରିଆଣାର ରେୱାଡୀ ଠାରେ ଏକ ସାଂଘାତିକ ମାମଲା ସାମ୍ନାକୁ ଆସିଛି । ବିବାହର ୪ଦିନପରେ ଜଣେ ନବବଧୂ ଶାଶୁଘରୁ ଫେରାର ହୋଇଯାଇଛି । କୁହାଯାଉଛି ଯେ, ମହିଳାଙ୍କୁ ତାଙ୍କ ସ୍ୱାମୀ କଲେଜରେ ଛାଡ଼ିକି ଆସିବା ପରେ ସେ ଆଉ…

ଭାରତରେ ମଧ୍ୟ ପ୍ରାର୍ଥନା ସମୟରେ କେବେ ଭକ୍ତଙ୍କୁ ଏପରି ହତ୍ୟା କରାଯାଇ ନାହିଁ: ପେଶୱାର ମସଜିଦ ଆକ୍ରମଣ ଉପରେ ପାକ୍ ମନ୍ତ୍ରୀଙ୍କ ବୟାନ

ନୂଆଦିଲ୍ଲୀ :ପାକିସ୍ତାନର ପେଶୱାରର ଏକ ମସଜିଦରେ ପ୍ରାର୍ଥନା ବେଳେ ଆତ୍ମଘାତୀ ବିସ୍ଫୋରଣରେ ମୃତ୍ୟୁସଂଖ୍ୟା ୧୦୦ ଅତିକ୍ରମ କରିଛି। ଏହି ବିସ୍ଫୋରଣରେ ଆହତଙ୍କ ସଂଖ୍ୟା ୨୦୦ ରୁ ଅଧିକ। ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ…

ଆଜି ଗୋପାଳ ପାଳି,୪ ଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର:ମନ୍ତ୍ରୀ ନବଦାସ ଗୁଳିମାଡ ମାମଲାରେ ଆଜି ଠାରୁ ୪ଦିନିଆ ରିମାଣ୍ଡରେ ଯିବ ଗୋପାଳ ଦାସ । ଅଧିକ ପଚରାଉଚୁରା କରିବା ପାଇଁ ଗୋପାଳକୁ ରିମାଣ୍ଡରେ ନିଆଯିବ । ତେବେ ଏହା ସହିତ ଝାରସୁଗୁଡା ବଡମାଳ ଥାନାରେ ଏବେ…