fbpx
BJD
BJD SKY
BJD SKY
Browsing Category

ଅପରାଧ

Kashmir Pandit:ଗଡୁଛି ମୁଣ୍ଡ ,କିଏ ଦେବ ସୁରକ୍ଷା ?

ମୁମ୍ବାଇ : ବଲିଉଡର ପ୍ରସିଦ୍ଧ କଳାକାର ଅନୁପମ ଖେର, ଯିଏକି ଜଣେ ଭିଲେନ୍ ଭାବରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ ଏବଂ ଆଜି ତାଙ୍କ ତାଲିକାରେ ଅନେକ ଚମତ୍କାର ଚଳଚ୍ଚିତ୍ର ଯୋଡି ହୋଇଛି । ଅନୁପମ ଖେରଙ୍କ ଫିଲ୍ମ…

ବିଦ୍ୟାଳୟରେ ଅଶ୍ଳୀଳ ନାଚ, ଭିଡିଓ ଭାଇରାଲ ହେବା ପରେ ପ୍ରଧାନଶିକ୍ଷକ…

ଉତ୍ତରପ୍ରଦେଶ :ସ୍ୱାଧୀନତା ଦିବସ ରେ ଆମେ ଦେଶାତ୍ମକ ବୋଧକ ଗୀତ ଗାଉ କିନ୍ତୁ ଏକ ବିଦ୍ୟାଳୟର ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମରେ ନୃତ୍ୟଶିଳ୍ପୀଙ୍କୁ ଡାକିବା ପାଇଁ ଏକ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ…

ଯୋଧପୁରରେ ପୋଲିସ୍ ଖୋଜୁଛି ଗଧ, ମିଳିଲେ ହୋଇଯିବେ ମାଲାମାଲ୍: ଇଏ କି’ ଘଟଣା?

ଆପଣମାନେ ଅନେକ ସମୟରେ ଗୃହପାଳିତ ପଶୁ ଚୋରି ହେଉଥିବା କଥା ଶୁଣିଥିବେ । କିନ୍ତୁ ଏବେ ଏଭଳି ଏକ ଭିନ୍ନ ଚୋରି ଘଟଣା ସାମ୍ନାକୁ ଆସିଛି । ଯାହା ଆପଣଙ୍କୁ ହୁଏତ ଅଜବ ଲାଗିପାରେ । ଯୋଧପୁରର ଗ୍ରାମୀଣ ଅଞ୍ଚଳରୁ ୧୬ ଗଧ ଚୋରି…

ରାଜଧାନୀରେ ଗୋଡ଼ାଇ ଗୋଡ଼ାଇ ଯୁବକଙ୍କ ହାଣିଲେ ଦୁର୍ବୁତ୍ତ, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିନଦ୍ୱିପ୍ରହରରେ ରାଜଧାନୀ ଛାତି ଉପରେ ଜଣେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ୬ ଦୁର୍ବୁତ୍ତ । ଜୟଦେବ ବିହାର ଅଞ୍ଚଳରେ ଘଟିଛି ଏହି ଚାଞ୍ଚଲ୍ୟକର ଘଟଣା । ସୂଚନା ଅନୂଯାୟୀ, ନୟାପଲ୍ଲୀ…

(Video) ହସ୍ପିଟାଲ ପରିସରରେ ଜଘନ୍ୟ କାଣ୍ଡ! ମା’ ସାମ୍ନାରେ ୨୫ ବର୍ଷୀୟ ପୁଅକୁ ହତ୍ୟା କଲେ ୨ ଦୁର୍ବୃତ୍ତ

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ଭୀମଭୋଇ ହସ୍ପିଟାଲ ପରିସରରେ ଘଟିଛି ହତ୍ୟାକାଣ୍ଡ । ମା’ ସାମ୍ନାରେ ୨୫ ବର୍ଷୀୟ ପୁଅକୁ ହାଣି ହତ୍ୟା କରିଛନ୍ତି ୨ ଦୁର୍ବୃତ୍ତ । ପୁଅକୁ ବଞ୍ଚାଇବା ଉଦ୍ୟମ ବେଳେ ମା'କୁ ମଧ୍ୟ ହାଣି…

ପରକୀୟା ପ୍ରୀତି ହେଲା କାଳ : ପ୍ରେମିକକୁ ଭେଟିବା ପାଇଁ ମନ୍ଦିର ଯାଇଥିଲେ ଭାଉଜ, ଦିଅର ଦେଖିଦେବାରୁ …

ଅଲିଗଡ: ପ୍ରେମ ପ୍ରସଙ୍ଗ ଓ ପରକୀୟା ପ୍ରୀତିର ଅନେକ ମାମଲା ଆପଣ ଦେଖିଥିବେ । ଏପରି କିଛି ସାମାନ୍ୟ ଓ କିଛି ଅଜବ ମାମଲା ଉତ୍ତରପ୍ରଦେଶ ଅଲିଗଡ଼ରୁ ସାମ୍ନାକୁ ଆସିଛି, ଯେଉଁଠାରେ ପ୍ରେମି ସହ ମହିଳାଙ୍କର ବୁଲି ମହଙ୍ଗା…

ଗିରଫ ପରେ ହେଲା ଖୁଲାସା: ଅଫଜଲ ନାଁରେ ଫୋନ କଲ୍ ରେ ଅମ୍ବାନୀଙ୍କୁ ଦେଇଥିଲା ଧମକ

ମୁମ୍ବାଇ: ରିଲାଏନ୍ସ ଗ୍ରୁପ୍ ଚେୟାରମ୍ୟାନ୍ ମୁକେଶ ଅମ୍ବାନୀଙ୍କୁ କଲ୍ କରି ହତ୍ୟା ଧମକ ଦେଇଥିବା ୫୬ ବର୍ଷୀୟ ବିଷ୍ଣୁ ବିଭୁ ଭୌମିକଙ୍କୁ ପୋଲିସ ଧରିଛି । ଏହି ବ୍ୟକ୍ତିଜଣକ ପେଷାରେ ଜଣେ ବଣିଆ, ତାଙ୍କର ଦକ୍ଷିଣ…

ହ୍ୟାରିପୋଟର ଲେଖିକାଙ୍କୁ ମିଳିଲା ହତ୍ୟାଧମକ: ଏବେ ତୁମ ପାଳି

ନୂଆଦିଲ୍ଲୀ :ପ୍ରସିଦ୍ଧ ଲେଖକ ସଲମାନ ରୁଶଦିଙ୍କୁ ପ୍ରାଣଘାତି ଆକ୍ରମଣ ପରେ ବର୍ତ୍ତମାନ ହ୍ୟାରିପୋଟର ଉପନ୍ୟାସର ଲେଖିକା ଜେ.କେ ରୋୱଲିଙ୍ଗଙ୍କୁ ମିଳିଛି ହତ୍ୟା ଧମକ । ସଲମାନ ରୁଶିଦଙ୍କ ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା…

କୋର୍ଟରେ ଘଟିଲା ଅଘଟଣ:ପୁର୍ନମିଳନ ପାଲଟିଲା ଶେଷମିଳନ…

ବେଙ୍ଗାଲୁରୁ: କର୍ଣ୍ଣାଟକର ଏକ ପାରିବାରିକ କୋର୍ଟରେ ସ୍ତ୍ରୀର ତଣ୍ଟି କାଟିଲା ସ୍ୱାମୀ। ଛାଡପତ୍ର ପାଇଁ ଆବେଦନ କରିବା ପରେ କାଉନସେଲିଂ ଅଧିବେଶନରେ ଯୋଗ ଦେବାକୁ ଯାଇଥିଲେ ଉଭୟ ସ୍ୱାମୀ ସ୍ତ୍ରୀ । ଏହି ଆକ୍ରମଣ ପରେ…

ବ୍ୟାଙ୍କ କର୍ମଚାରୀଙ୍କୁ ଟଏଲେଟ୍‌ରେ ବନ୍ଦ କରି ୩୨ କେଜି ସୁନା ଲୁଟିନେଲେ ଡକାୟତ

ଚେନ୍ନାଇ: ଆଜିକାଲି ଚୋରମାନେ ଭିନ୍ନ ଭିନ୍ନ ଉପାୟରେ ଚୋରି କରିବାର ଖବର ସାମ୍ନାକୁ ଆସୁଛି। ଗତକାଲି ଚେନ୍ନାଇରେ ଏମିତି କିଛି ନିଆରା ତରିକା ଆପଣାଇ ଚୋରମାନେ ଏକ ବ୍ୟାଙ୍କ୍‌ରୁ ୩୨ କେଜିର ସୁନା ଲୁଟିଛନ୍ତି। ଲୁଟେରାମାନେ…