Browsing Category

ଅପରାଧ

ଇରାନରେ ବଡ଼ଧରଣର ବିସ୍ଫୋରଣ: ୧୦୩ ଲୋକଙ୍କ ମୃତ୍ୟୁ, ୧୭୦ ଆହତ

ନୂଆଦିଲ୍ଲୀ: ବୁଧବାର (ଜାନୁୟାରୀ ୩) ଇରାନର କରମାନ ସହରରେ ଦୁଇଟି ବଡ଼ ବିସ୍ଫୋରଣ ଘଟି ୧୦୩ ଜଣଙ୍କର ମୃତ୍ୟୁ ଘଟିଛି। ୧୭୦ ରୁ ଅଧିକ ଲୋକ ଆହତ ହୋଇଥିବାବେଳେ। ଏହି ବିସ୍ଫୋରଣ ଦେଶର ପୂର୍ବତନ ଜେନେରାଲ କାସୀମ…

Cyber Kidnapping କ’ଣ? ଜାଣନ୍ତୁ ଏହାକୁ ଏଡାଇବେ କିପରି

ନୂଆଦିଲ୍ଲୀ: ଦୁବୃର୍ତ୍ତମାନେ ଟଙ୍କା ପାଇଁ ଅନେକ ବେଆଇନ କାର୍ଯ୍ୟ କରନ୍ତି ସେଥି ମଧ୍ୟରୁ କିଡନାପ ଅର୍ଥାତ ଅପହରଣ ଅନ୍ୟତମ । ଲୋକଙ୍କୁ ଅପହରଣ କରିବା ପରିବର୍ତ୍ତେ ବର୍ତ୍ତମାନ ସାଇବର ଅପହରଣ ଟ୍ରେଣ୍ଡରେ ଚାଲିଛି । ସାଇବର…

ଫୁଲ ତୋଳିବାକୁ ନେଇ ବଚସା: ରାଗରେ ଅଙ୍ଗନବାଡ଼ି କର୍ମୀଙ୍କ ନାକ କାଟିଲେ ବଗିଚା ମାଲିକ

କର୍ଣ୍ଣାଟକ: ରାଗରେ ମଣିଷ ହିତାହିତ ଜ୍ଞାନ ହରାଇ ଅନେକ ଭୁଲ କାର୍ଯ୍ୟ କରିବସିଥାଏ । ଏପରିକି ଅନେକ ସମୟରେ କ୍ରୋଧରେ ଛୋଟ କତା ପାଇଁ ଅନେକ ବଡ଼ ପଦକ୍ଷେପ ନେଇଥାଏ । ତେବେ ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି କର୍ଣ୍ଣାଟକର…

ବ୍ରିଟେନରୁ ଆସିଲା ଭୟାନକ ମାମଲା, ଅନଲାଇନରେ ଗେମ୍ ଖେଳୁଥିବା ନାବାଳିକା ସହ ଭର୍ଚୁଆଲି ଗଣଦୁଷ୍କର୍ମ

ନୂଆଦିଲ୍ଲୀ: ବ୍ରିଟେନରୁ ଦୁଷ୍କର୍ମ ସହ ଜଡିତ ଏକ ଅଜବ ମାମଲା ସାମ୍ନାକୁ ଆସିଛି । ଏଠାରେ ଏକ ୧୬ ବର୍ଷୀୟା ନାବାଳିକା ସହିତ ଅନଲାଇନ୍ ମେଟାଭର୍ସ ଗେମ୍‌ରେ ଗଣଦୁଷ୍କର୍ମ ହୋଇଛି । ଏହାକୁ ନେଇ ପୋଲିସ ଏବେ ଯାଞ୍ଚ ଆରମ୍ଭ…

ଗରମ ବିରିୟାନୀ ମାଗିଲେ, କିନ୍ତୁ ବର୍ଷା ହେଲା ଲାତ-ଗୋଇଠା: ରେଷ୍ଟୁରାଣ୍ଟରେ ଏହି ମାମଲା କ’ଣ ସତ?

ହାଇଦ୍ରାବାଦ: ଡିସେମ୍ବର ୩୧ ତାରିଖରେ ବିଭିନ୍ନ ଲୋକ ଭିନ୍ନ ଭିନ୍ନ ପ୍ରକାରରେ ନୂଆବର୍ଷ ପାଳନ କରିଥାନ୍ତି । ତେବେ ଏପରି ସ୍ଥଳେ ଭିଡ଼ ପାଇଁ କେତେକ ସ୍ଥାନରେ ଝଗଡ଼ା ଏବଂ ଗଣ୍ଡଗୋଳ ହୋଇଥାଏ । ତେବେ ହାଇଦ୍ରାବାଦର ଏକ…

Big Breaking: ହାଇୱା ଧକ୍କାରେ ୨ ଜଣ ସ୍କୁଟି ଆରୋହୀଙ୍କ ମୃତ୍ୟୁ

ଭୁବନେଶ୍ୱର: ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ ଜଣ ସ୍କୁଟି ଆରୋହୀଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଘଟଣାଟି ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ଛକ ନିକଟରେ । ତେବେ ରାସ୍ତାରେ ଏକ ହାଇୱା ସ୍କୁଟିକୁ ଧକ୍କା…

ପତ୍ନୀଙ୍କ ସର୍ତ୍ତ ଶୁଣି ଉଡ଼ିଲା ପତିଙ୍କ ହୋସ, ଶେଷରେ କଲେ ଆତ୍ମହତ୍ୟା: ଭିଡିଓରେ କହିଲେ…

ଉତ୍ତରପ୍ରଦେଶ: ପତ୍ନୀଙ୍କର ଅଜବ ସର୍ତ୍ତର ଚାପ ସହି ନପାରି ଜଣେ ଯୁବକ ଆତ୍ମହତ୍ୟା କରିଥିବା ଖବର ସାମ୍ନାକୁ ଆସିଛି । ପତିଙ୍କୁ ବାରମ୍ବାର ଧର୍ମ ପରିବର୍ତ୍ତନ କରିବାକୁ ସର୍ତ୍ତ ରଖିଥିଲେ ପତ୍ନୀ । ତେବେ ଏହି ଚାପକୁ ସଯ୍ୟ…

୪ ଦିନରେ ୧୧ ଜଣ କଲେ ଦୁଷ୍କର୍ମ, ନାବାଳିକାଙ୍କ ଦୁଃଖଭରା କାହାଣୀ, ସମସ୍ତ ଅଭିଯୁକ୍ତ ଗିରଫ

ବିଶାଖାପଟଣା: ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ଜଣେ ୧୧ ବର୍ଷୀୟ ନାବାଳିକାଙ୍କ ସହ ଦୁଷ୍କର୍ମ ଘଟିଛି । ଏଥିରେ ସଂପୃକ୍ତ ଥିବା ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ସୋମବାର ଅର୍ଥାତ ୧ ଜାନୁଆରୀ ଦିନ ଜଣେ ପୋଲିସ…

Breaking…ନୂଆବର୍ଷରେ ପୋଲିସ୍‌-ମାଓବାଦୀ ଗୁଳି ବିନିମୟ; ୬ ବର୍ଷର ଶିଶୁ ମୃତ, ମା’ ଗୁରୁତର

ଓଡ଼ିଶା ଭାସ୍କର: ନୂଆବର୍ଷ ଆରମ୍ଭରୁ ପୋଲିସ୍‌-ମାଓବାଦୀ ଗୁଳି ବିନିମୟ। ଓଡ଼ିଶା ସୀମା ଛତିଶଗଡ଼ର ବିଜାପୁର ଜିଲ୍ଲା ମୁତୱାଣ୍ଡିରେରେ ଗୁଳି ବିନିମୟ । ଏହି ଗୁଳି ବିନିମୟରେ ଜଣେ ଶିଶୁ ମୃତ୍ୟୁ ବରଣ କରିଥିବାବେଳେ, ମାଆ…

New Year Partyରେ ଓକିଲଙ୍କୁ ଗୁଳିକରି ହତ୍ୟା, ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟଜନକ କାରଣ

ନୂଆଦିଲ୍ଲୀ: ବାରାଣାସୀରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ନୂଆ ବର୍ଷ ପାର୍ଟିରେ ଜଣେ ଓକିଲଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଏହି ହତ୍ୟା ପଛର କାରଣ ଜଣେ ସୁରକ୍ଷାକର୍ମୀଙ୍କ ନିକଟରେ ଓକିଲଙ୍କ…