fbpx
BSKY
BJD YOUTH SKY
BJD MS SKY
Browsing Category

ଅପରାଧ

୨ ମାସର ଗର୍ଭବତୀ ପତ୍ନୀକୁ ଛାଡି ସ୍ୱାମୀ ଫେରାର, ଥାନାର ଦ୍ୱାରସ୍ଥ ହେଲେ ସ୍ତ୍ରୀ

ବୌଦ୍ଧ: ଫେସବୁକରୁ ହେଲା ପ୍ରେମ ଆଉ ତାପରେ ବିବାହ । ବେଶ୍ ହସ ଖୁସିରେ ଚାଲିଥିଲା ତାଙ୍କ ସଂସାର । କିନ୍ତୁ ସ୍ତ୍ରୀ କ’ଣ ଜାଣିଥିଲା ଯାହା ହାତ ଧରି ବାଟ ଚାଲିବାର ସ୍ୱପ୍ନ ସେ ଦଖିଥିଲା, ସେ ମଣିଷଟି ତାକୁ ଏମିତି ଦିନେ…

ନୂଆଦିଲ୍ଲୀ ରେଳ ଷ୍ଟେସନରେ ମହିଳାଙ୍କୁ ଗଣଦୁଷ୍କର୍ମ, ଘଟଣାରେ ରେଳ କର୍ମଚାରୀ ସାମିଲ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ପୁଣି ଏକ ଗଣଦୁଷ୍କର୍ମର ଖବର ଅସିଛି। ନୂଆଦିଲ୍ଲୀ ରେଳ ଷ୍ଟେସନର ପାଦଚଲା ଓଭର ବ୍ରିଜ୍ ତଳେ ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇଥିବାର ଖବର ସାମ୍ନାକୁ ଆସିଛି। ଦିଲ୍ଲୀ ପୋଲିସ…

ଇଡିର ବଡ଼ କାର୍ଯ୍ୟାନୁଷ୍ଠାନ, ଜବତ ହେଲା ପଳାତାକ ନୀରବ ମୋଦୀଙ୍କ ୨୫୦ କୋଟି ସମ୍ପତ୍ତି

ହୀରା ବ୍ୟବସାୟୀ ନୀରବ ମୋଦୀଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି । ଇଡି ପିଏନବି ମାମଲାରେ ସାମିଲ ନୀରବ ମୋଦୀଙ୍କ ସହ ଜଡ଼ିତ ପ୍ରାୟ ୨୫୦ କୋଟି ସମ୍ପତ୍ତି ଜବତ କରିଛି । ମନି…

ଲୁଟେରାଙ୍କ ଟାର୍ଗେଟରେ କୋରିୟର କମ୍ପାନୀ: ଅଫିସ ଭିତରୁ ଲୁଟିନେଲେ…

ଆଗ୍ରା: ଆଗ୍ରାରେ ଏକ ବଡ ଧରଣର ଲୁଟ ଘଟଣା ସାମନାକୁ ଆସିଛି । ଏକ କୋରିୟର କମ୍ପାନୀର ଅଫିସରେ ପଶି ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଇଥିବା ନେଇ ଅଭିଯୋଗ ହୋଇଛି । ଅଫିସରୁ ମୋଟ ୪୦ ଲକ୍ଷ ଟଙ୍କା ଲୁଟ ହୋଇଥିବା କୁହାଯାଉଛି ।…

ଦିନ ଦ୍ୱିପ୍ରହରରେ ବ୍ୟାଙ୍କରେ କଳାକନା ବୁଲାଇଦେଲେ ଦୁର୍ବୁତ୍ତ, ଗଲାବେଳେ ପକାଇଦେଲେ ତାଲା

ବସ୍ତା: ଦିନ ଦ୍ୱିପ୍ରହରରେ ବ୍ୟାଙ୍କରେ କଳାକଳା ବୁଲାଇଦେଲେ ଦୁର୍ବୁତ୍ତ । ବ୍ୟାଙ୍କରେ ପଶି କର୍ମଚାରୀଙ୍କୁ ମାରଣା ଅସ୍ତ୍ର ଦେଖାଇ ଲୁଟି ନେଲେ ଲକ୍ଷ ଲକ୍ଷ ଟଙ୍କା । ଏଭଳି ଘଟଣା ଘଟିଛି ବାଲେଶ୍ୱର ବସ୍ତା ଅଞ୍ଚଳର…

ମହିଳାଙ୍କ ପ୍ରାଇଭେଟ ପାର୍ଟରେ ରଡ଼ ପୁରାଇ ଦେଲେ ଶାଶୂଘର ଲୋକେ

ଦେଓରିଆ: ଉତ୍ତରପ୍ରଦେଶର ଦେଓରିଆରୁ ଏକ ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସିଛି ଯେଉଁଠାରେ ପ୍ରେମୀ ଯୁଗଳଙ୍କୁ ପ୍ରେମ ବିବାହ ଯନ୍ତ୍ରଣାଦାୟକ ପାଲଟିଛି। ପ୍ରେମ ବିବାହ ହେତୁ ମହିଳା ଜଣଙ୍କୁ ତାଙ୍କ ଶାଶୁଘର ଦ୍ୱାରା ଅତି…

ଲାଞ୍ଚ ନେଉଥିବା ସରକାରୀ ଆୟୁଷ ଡାକ୍ତରଙ୍କୁ ମାଡି ବସିଲା ଭିଜିଲାନ୍ସ

ସୁନ୍ଦରଗଡ: ସୁନ୍ଦରଗଡ଼ ଜିଲ୍ଲାର କୁତ୍ରା ବ୍ଲକ ଗୋଏରବାହାଲ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଆୟୁଷ ଡାକ୍ତର ସାରଦା ପ୍ରସନ୍ନ ବେହେରା ଆଜି ଭିଜିଲାନ୍ସ ହାତରେ ଧରାପଡ଼ିଥିବାର ସୁଚନା ମିଳିଛି। ଏକ ଅଟୋ ଦୁର୍ଘଟଣା ଲୁଚାଇବା…

ପ୍ରେମରେ ପ୍ରତାରଣା: ଯୁବତୀକୁ ଅନ୍ତଃସତ୍ତ୍ୱା କରି ଯୁବକ ଫେରାର

ସାଲେପୁର, (ଭାସ୍କର ନ୍ୟୁଜ୍‌): ବିବାହର ପ୍ରତିଶୃତି ଦେଇ ଜନୈକା ଯୁବତୀ ସହ ଶାରିରୀକ ସଂପର୍କ ରଖି ଅନ୍ତସତ୍ତ୍ୱା କରି ଯୁବକ ଜଣକ ଫେରାର ହୋଇଯାଇଥିବା ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗରୁ ପ୍ରକାଶ ସାଲେପୁର ଥାନା…

ସୁନ୍ଦରଗଡରେ ଡବଲ୍ ମର୍ଡର: ହତ୍ୟାକାରୀକୁ ହତ୍ୟା କଲା ଦୁର୍ବୁୁତ୍ତ

ସୁନ୍ଦରଗଡ଼: ୭୨ ବର୍ଷୀୟ ବୃଦ୍ଧଙ୍କୁ ନିର୍ମମ ହତ୍ୟା, କୋଦାଳରେ ହାଣି ହତ୍ୟା କଲା ହତ୍ୟାକାରୀ । ଆଉ ଏହାର କିଛି ସମୟ ପରେ ହତ୍ୟାକାରୀକୁ ହିଁ କେହି କଲା ହତ୍ୟା । ଏଭଳି ଡବଲ ମର୍ଡର ଘଟଣା ଘଟିଛି ସୁନ୍ଦରଗଡ ଜିଲ୍ଲା ବଡଗାଁ…

ହୋଟେଲ ‘ନିମନ୍ତ୍ରଣ’ରେ ବଡ଼ ଧରଣର ଘୋଟାଲା: ବନ୍ଧାହେଲେ OTDC ମ୍ୟାନେଜର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ହୋଟେଲ ‘ନିମନ୍ତ୍ରଣ’ରେ ହୋଇଛି ବଡ଼ ଧରଣର ଘୋଟାଲା । ୧୭ ଲକ୍ଷ ୫୦ ହଜାର ଟଙ୍କା ଚଳୁ ହୋଇଥିବା ବେଳେ ଏଥିରେ ଓଟିଡିସି ମ୍ୟାନେଜର ଅର୍ଦ୍ଧେନ୍ଦୁ ମହାନ୍ତିଙ୍କୁ ଗିରଫ କରାଯାଇଛି । ଠିକା…