Browsing Category

ଅପରାଧ

କ୍ରାଇମବ୍ରାଞ୍ଚ ଏସଟିଏଫ କବଜାରେ କୋଟିଏ ଟଙ୍କାର ବ୍ରାଉନସୁଗର

ଭୁବନେଶ୍ୱର: ରାଜ୍ୟରେ ନିଶାଧାରୀଙ୍କ ସଂଖ୍ୟା ଉପରମୁହାଁ ହେବାରେ ଲାଗିଛି । ଯୁବପୀଢି ମାନଙ୍କ ମଧ୍ୟରେ ଏହା ଏକ ଫ୍ୟାସନରେ ପରିଣତ ହୋଇଛି । ଏନେଇ ପୋଲିସ ପ୍ରଶାସନ ସଜାଗ ରହିବା ସତ୍ତେ୍ୱ ଲୋକେ ଅପରାଧ କରିବା ପାଇଁ ପଛ…

ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ: ଭାରତ ଯୋଡୋକୁ ସମର୍ଥନ କର ନାହିଁ ନହେଲେ ଜୀବନ ଯିବ..

ନୂଆଦିଲ୍ଲୀ:ଖାଲିସ୍ତାନ ଦାବି କରୁଥିବା ଶିଖ ଫର ଜଷ୍ଟିସ ଦଳର ନେତା ଗୁରୁବନ୍ତ ସିଂ ପନ୍ନୁ ହିମାଚଳ ସିଏମ ସୁଖବିନ୍ଦର ସିଂ ସୁଖୁ ଙ୍କୁ ହତ୍ୟାଧମକ ଦେଇଛନ୍ତି। ସେ ଏହି ଧମକପୂର୍ଣ୍ଣ ବାର୍ତ୍ତା ସାମ୍ବାଦିକମାନଙ୍କୁ ମେଲ…

ବ୍ରାଜିଲ ଦଙ୍ଗା ଉପରେ ଏବେ ବିଶ୍ୱର ନଜର, ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ କରି କହିଲେ..

ନୂଆଦିଲ୍ଲୀ :ରବିବାର ଦିନ ବ୍ରାଜିଲର ରାଜଧାନୀ ବ୍ରାଜିଲିଆରେ ହୋଇଥିବା ଦଙ୍ଗା ଏବଂ ଭଙ୍ଗାରୁଜା ଉପରେ ସାରା ବିଶ୍ୱ ଏବେ ନଜର ରଖିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଠାରୁ ଆରମ୍ଭ କରି ଆମେରିକାର ରାଷ୍ଟ୍ରପତି ଜୋ…

ଗାଡିରେ ୫ ଲକ୍ଷ ୪ ହଜାର ଟଙ୍କା ନେଇ ଯାଇଥିଲେ ସହକାରୀ ମୃତ୍ତିକା ଅଧିକାରୀ;ଗିରଫ କଲା ଭିଜିଲାନ୍ସ

ରାୟଗଡା: ରାଜ୍ୟରେ ଦିନକୁ ଦିନ ଦୁର୍ନିତି ଖୋର ଲୋକଙ୍କ ମାତ୍ରା ବୃଦ୍ଧି ପାଇବାର ଲାଗିଛି । ଫଳରେ ପ୍ରତ୍ୟେକ ଦିନ କେହି ନା କେହି ସରକାରୀ ବାବୁ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଯାଉଛନ୍ତି । ତେବେ ପୂର୍ବରୁ ଅନେକ ସରକାରୀ…

(VIDEO) ବିମାନଯାତ୍ରୀଙ୍କ ବ୍ୟାଗରୁ ମିଳିଲା ଅଫୁଟା ଗୁଳି; ତଦନ୍ତ କରୁଛି ପୋଲିସ

ରାଉରକେଲା: ରାଉରକେଲା ବିମାନ ବନ୍ଦରରେ ଏକ ଯାତ୍ରୀଙ୍କ ବ୍ୟାଗରୁ କିଛି ଗୁଳି ମିଳିଛି । ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଏବଂ ଭୟଭିତ କରି ଦେଇଛି । ତେବେ ସେହି ଯାତ୍ରୀ ଜଣଙ୍କ ରାଉରକେଲାରୁ ଭୁବନେଶ୍ୱର ଆସୁଥିବା ବେଳେ…

ମୁହଁ ଖୋଲିଲା ଅଭିଯୁକ୍ତ ଆଉ ପୋଲିସ ଆଗରେ କହିଲା ସେ ଦିନର ସବୁ ଘଟଣା

ନୂଆଦିଲ୍ଲୀ:ଦିଲ୍ଲୀ ରାଜରାସ୍ତାରେ ଘଟିଥିବା ଲୋମହର୍ଷଣକାରୀ ଘଟଣାରେ ଗିରଫ ହୋଇଥିବା ଅଭିଯୁକ୍ତ ରବିବାର ଦିନ ଏକ ବଡ ଖୁଲାସା କରିଛନ୍ତି। ପୋଲିସର ପଚରାଉଚରା ବେଳେ ସେ ସ୍ୱୀକାର କରିଛନ୍ତି ଯେ ଅଞ୍ଜଳି ତାଙ୍କ କାର ତଳେ…

ଏୟାର ଇଣ୍ଡିଆ ବିମାନରେ ଅନ୍ୟ ଏକ ‘ଦୁର୍ନୀତି’, ଜଣେ ମଦ୍ୟପ ୮ ବର୍ଷର ବାଳିକା ସହିତ କରୁଥିଲା ଭୁଲ କାମ , ତା’ପରେ …

ନୂଆଦିଲ୍ଲୀ : ଆଜିକାଲି ଏୟାର ଇଣ୍ଡିଆ କେସ୍ ହେଡଲାଇନରେ ଦେଖିବାକୁ ମିଳୁଛି । ଏହା ବ୍ୟତୀତ ସେପ୍ଟେମ୍ବରରେ ଏୟାର ଇଣ୍ଡିଆରେ ଜଣେ ଯାତ୍ରୀଙ୍କ ଅସଦାଚରଣର ଅନ୍ୟ ଏକ ଘଟଣା ଘଟିଥିଲା। ଶନିବାର ଏୟାର ଇଣ୍ଡିଆ କହିଛି ଯେ,…

ଦ୍ୱିତୀୟ ଝିଅ ଜନ୍ମ ହେବାରୁ ତଣ୍ଟି ଚିପି ନବଜାତକ କନ୍ୟା ସନ୍ତାନର ହତ୍ୟା କଲା ମା’

ନୂଆଦିଲ୍ଲୀ: ମା' ନିଜ ସନ୍ତାନ ପାଇଁ କିଛି ବି କରିପାରେ । କିନ୍ତୁ ଦୁନିଆରେ ଏମିତି ବି ମା' ଅଛନ୍ତି ଯିଏ ନିଜ ସନ୍ତାନକୁ ପାଇ ଖୁସି ନଥାନ୍ତି । ଏପରିକି କନ୍ୟା ସନ୍ତାନ ହେଲେ ସେହି ନୀରିହ ନିଷ୍ପାପ ଶିଶୁଙ୍କର ଜୀବନ…

(VIDEO)ଅପରେସନ ସରିଥିବା ମହିଳାଙ୍କୁ ଅସଦାଚରଣ ଅଭିଯୋଗ;ପ୍ରାଇଭେଟ୍ ପାର୍ଟକୁ କରୁଥିଲେ ଟଚ୍

ନୂଆଦିଲ୍ଲୀ: ଅପରେସନ ଥିଏଟର ଭିତରେ ଅଧା ଅଚେତ୍ ଅବସ୍ଥାରେ ଥିବା ଜଣେ ୩୯ ବର୍ଷ ମହିଳାଙ୍କୁ ଅସାଦଚରଣ ହୋଇଛି । ଯାହାକୁ ନେଇ ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି । ତେବେ ଏପରି ଏକ ଘଟଣା କୋଲକାତାରେ ଥିବା ଗୋଟିଏ ସୁପର…

ଶିକ୍ଷୟତ୍ରୀ ଗାଳି କରିବାରୁ ୬ ବର୍ଷର ଛାତ୍ର କରିଲା ଏପରି କାଣ୍ଡ; ଯିବାକୁ ପଡିଲା ଜେଲ୍ !

ନୂଆଦିଲ୍ଲୀ: ଜଣେ ୬ ବର୍ଷର ଛାତ୍ରକୁ ଗାଳି କରିବା ଶିକ୍ଷୟତ୍ରୀଙ୍କୁ ମହଙ୍ଗା ପଡିଛି । ଯହାର ପରିମାଣ ସ୍ୱପୂପ ସେ ଗୁରୁତର ଆହତ ହୋଇଛନ୍ତି ଏବଂ ମୃତ୍ୟୁ ସହ ଲଢେଇ କରୁଛନ୍ତି । ତେବେ କଥାଟି ଆପଣଙ୍କୁ ଆଶ୍ଚର୍ଯ୍ୟ…