Browsing Category
ଅପରାଧ
ରହସ୍ୟ ଘେରରେ ରାଇମୋହନଙ୍କ ଆତ୍ମହତ୍ୟା ଘଟଣା: କାହିଁକି ସପ୍ତାହ ତଳେ ପରିବାର ଲୋକଙ୍କ ସହ ରାଇମୋହନ ଥାନା ଆସିଥିଲେ, ଚାଲିଛି ତନାଘନା..
ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍) : ଓଲିଉଡ୍ର ପ୍ରଖ୍ୟାତ ଖଳନାୟକ ରାଇମୋହନ ପରିଡ଼ାଙ୍କ ମୃତ୍ୟୁ କିପରି ଘଟିଲା ତାକୁ ନେଇ କମିଶନରେଟ୍ ପୋଲିସ ପକ୍ଷରୁ ତନାଘନା ଆରମ୍ଭ ହୋଇଛି । ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି…
ଆନନ୍ଦ ଟପ୍ପୋଙ୍କ ସନ୍ଦେହଜନକ ମୃତ୍ୟୁ ମାମଲା: ହକି ତାରକା ବୀରେନ୍ଦ୍ର ଲାକ୍ରା ବିରୋଧରେ ହତ୍ୟା ଅଭିଯୋଗ ଆଣିଲେ ଆନନ୍ଦଙ୍କ ପରିବାର ଲୋକେ
ଭୁବନେଶ୍ୱର (ଭାସ୍କର ନ୍ୟୁଜ୍): ବିଶ୍ୱ ହକି ଜଗତର ଏକ ଜଣାଶୁଣା ନାଁ ବୀରେନ୍ଦ୍ର ଲାକ୍ରା । କିନ୍ତୁ ଏବେ ବୀରେନ୍ଦ୍ରଙ୍କ ବିରୋଧରେ ଏକ ସାଂଘାତିକ ଅଭିଯୋଗ ଆସିଛି । ଅଲିମ୍ପିଆନ ବିରେନ୍ଦ୍ର ଲାକ୍ରା ଓ ତାଙ୍କ ବାନ୍ଧବୀ…
ସୋନୁ ସୁଦଙ୍କୁ ସାହାଯ୍ୟ ମାଗିବା ଶିକ୍ଷକଙ୍କୁ ପଡିଲା ମହଙ୍ଗା: ଲୁଟି ନେଲେ ସାଇବର ଠକ
ନୂଆଦିଲ୍ଲୀ: କରୋନା ସମୟରେ ଗରିବମାନଙ୍କ ପାଇଁ ଭଗବାନଙ୍କ ଦୂତ ପାଲଟିଛନ୍ତି ବଲିଉଡ ଅଭିନେତା ସୋନୁ ସୁଦ । ଦେଶର ହଜାର ହଜାର ଲୋକଙ୍କୁ ନିଜ ଘରକୁ ଫେରାଇ ଆଣିବା ସହ ଅନେକ ଅସହାୟଙ୍କୁ ଆର୍ଥିକ ସହାୟତା ଯୋଗାଇ ସମସ୍ତଙ୍କର…
ସଂପର୍କରେ ରକ୍ତର ଛିଟା, ପାରିବାରିକ କଳହକୁ ନେଇ ଭାଇକୁ ହାଣିଲା ଭାଇ
ମୟୂରଭଞ୍ଜ: ପୁଣି କଳଙ୍କିତ ହେଲା ଭାଇ ଭାଇର ସଂପର୍କ । ସଂପର୍କରେ ଲାଗିଲା ରକ୍ତର ଛିଟା । ସାନଭାଇର କଟୁରୀ ଚୋଟରେ ଚାଲିଗଲା ବଡ଼ ଭାଇର ଜୀବନ ।
ପାରିବାରିକ କଳହକୁ ନେଇ ସାନଭାଇ ନିଜ ବଡ଼ଭାଇକୁ କାଟୁରୀରେ ହାଣି ହତ୍ୟା…
ଖୋର୍ଦ୍ଧାରୁ ୧କୋଟିରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ, ୪ ମାଫିଆଙ୍କୁ ଗିରଫ କଲା ଏସଟିଏଫ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କ୍ରାଇମବ୍ରାଞ୍ଚ ଏସଟିଏଫ କୁ ମିଳିଛି ବଡ଼ ସଫଳତା। ଖୋର୍ଦ୍ଧା ଅଞ୍ଚଳରୁ ୧କୋଟିରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ କରିଛି ଏସଟିଏଫ। ଡ୍ରଗ୍ସ ଚୋରାଚାଲାଣ ବେଳେ ପ୍ରାୟ ୧କିଲୋ ୩୦ଗ୍ରାମ…
ଡ୍ରଗ୍ ଇନ୍ସପେକ୍ଟରଙ୍କ ଘରେ ଭିଜିଲାନ୍ସ ରେଡ୍, ମିଳିଲା ବିଡା ବିଡା ନୋଟ୍
ପାଟଣା(ଓଡ଼ିଶା ଭାସ୍କର): ଡ୍ରଗ୍ ଇନ୍ସପେକ୍ଟରଙ୍କ ଘରେ ଚଡ଼ାଉ କରିବା ସମୟରେ ଏତେ ଟଙ୍କା ବାହାରିଛି ଯେ, ଏହାକୁ ଦେଖି ଭିଜିଲାନ୍ସ ଅଧିକାରୀଙ୍କ ହୋସ୍ ଉଡ଼ିଯାଇଛି। ବିହାର ପାଟଣାଠାରେ ଆୟବହିର୍ବୁତ ସମ୍ପତ୍ତି ଠୁଳ ଅଭିଯୋଗରେ…
(Video) କ୍ୟାମେରାରେ କଳା ବୋଳି ଲୁଟିନେଲେ ୩୫ ଲକ୍ଷ, ସିସିଟିଭିରେ କଏଦ ହେଲା ଭିଡିଓ…
ମୟୂରଭଞ୍ଜ: ଏଟିଏମ ତାଡ଼ି ଟଙ୍କା ଲୁଟ୍ କରୁଥିବା ଘଟଣା ଅନେକ ସମୟରେ ଦେଖିବାକୁ ମଳିଛି । ଏଟିଏମ ତାଡ଼ି ସେଥିରୁ ଟଙ୍କା ଲୁଟିବାକୁ ନୂଆ ନୂଆ ତରିକା ମଧ୍ୟ ଆପଣାଉଛନ୍ତି ଚୋର । ହେଲେ ଏବେ ଏହି ଏଟିଏମ ଲୁଟର ଏକ ଭିଡିଓ…
ହାତୀ ହତ୍ୟା ମାମଲାରେ କାର୍ଯ୍ୟାନୁଷ୍ଠାନ: ୩ ଗିରଫ, ୨ ସସପେଣ୍ଡ
ଅନୁଗୁଳ: ରାଜ୍ୟରେ ହାତୀ ମୃତ୍ୟୁ ମାମଲା ବଢିବା ସହ ଅନେକ ହାତୀଙ୍କୁ ହତ୍ୟା କରାଯାଉଥିବା ଜଣାଯାଉଛି । ତେବେ ଶିକାରୀମାନଙ୍କୁ ଗିରଫ କରିବା ପାଇଁ ଅଣ୍ଟା ଭିଡିଛି ବନବିଭାଗ । ଆଜି ୩ ଜଣ ହାତୀ ଶିକାରୀଙ୍କୁ ଗିରଫ କରାଯିବା…
ରାଉରକେଲାରେ ବଡ଼ ଏନକାଉଣ୍ଟର, ଏକେ-୪୭ ଜବତ
ଓଡ଼ିଶା ଭାସ୍କର: ରାଉରକେଲାରୁ ଏକ ବଡ଼ ଏନକାଉଣ୍ଟରର ଖବର ସାମ୍ନାକୁ ଆସିଛି। ଚଣ୍ଡିପୋଶ ଥାନା ଅନ୍ତର୍ଗତ ଏହି କାଣ୍ଡ ଘଟିଥିବା ସୂଚନା ମିଳିଛି। ପୋଲିସର ଏନକାଉଣ୍ଟରରେ ଜଣେ ଭୟଙ୍କର ଅପରାଧୀ ଆହତ ହୋଇଥିବା ବେଳେ ତାଙ୍କ…
(Video) ୧୦ ବର୍ଷ ତଳେ କରିଥିଲେ ପ୍ରେମ ବିବାହ : ଏବେ ସ୍ତ୍ରୀକୁ ଛାଡ଼ି ସୁନ୍ଦରୀ ଝିଆରୀ ସହ ମଉସା ଫେରାର
କେନ୍ଦ୍ରାପଡ଼ା (ଓଡ଼ିଶା ଭାସ୍କର): ପ୍ରେମ ପଡିଲେ ଲୋକମାନେ ନିଜ ସମ୍ପର୍କ ଓ ବୟସକୁ ଦେଖନ୍ତି ନାହିଁ । ଏହାର ଏକ ଜ୍ୱଳନ୍ତ ଉଦାହରଣ କେନ୍ଦ୍ରାପଡ଼ା ଜିଲ୍ଲା ଜମ୍ବୁ ସାମୁଦ୍ରିକ ଥାନା ଅନ୍ତର୍ଗତ ଖତିନାଶୀ ଗାଁରେ ଦେଖିବାକୁ…